Odia News Portal
Yearly Archives

2018

ଶ୍ରୀକାନ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏଆଇସିସିକୁ ସୁପାରିସ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ଶ୍ର୍ରୀକାନ୍ତ ଜେନାଙ୍କର ଶୃଙ୍ଖଳା ଭଙ୍ଗ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଓଡିଶା ପ୍ରଦେଶ କଂଗ୍ରେସ ଶୃଙ୍ଖଳା କମିଟି ଏଆଇସିସି ଉପରେ ଦାୟୀତ୍ୱ ଛାଡିଦେଇଛି । ଶ୍ରୀ ଜେନା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ଏଆଇସିସି ସଭ୍ୟ ହୋଇଥିବା ଦୃଷ୍ଟିରୁ ପିସିସି…

ଓଡିଶା ସାମ୍ବାଦିକ ସଂଘ, ଅନୁଗୋଳ ଜିଲ୍ଲା ଶାଖାର ସାଧାରଣ ପରିଷଦ ବୈଠକ ଓ କାର୍ଯ୍ୟକର୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଅନୁଗୋଳ: ଓୟୁଜେ ଅନୁଗୋଳ ଶାଖାର ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ ଅନୁଗୋଳ ଜିଲା ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ବୁଧବାର ଓୟୁଜେ ଅନୁଗୋଳ ଶାଖା ପକ୍ଷରୁ ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଅନୁଗୋଳ ଏଡିୟୁଜେ ସଭାପତି ସୁବାଷ ଚନ୍ଦ୍ର…

ସିସିଟିଭି ଥାଇବି ଲୁଟିନେଲେ ଦୁର୍ବୁତ୍ତ

ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୁତ୍ତ। ରାଉରକେଲା ବେଦବ୍ୟାସର ବାବା ବାଲୁଙ୍କେଶ୍ୱର ମନ୍ଦିର ଓ ଚନ୍ଦ୍ର ଶେଖର ମହାଦେବ ମନ୍ଦିର ପରିସରରେ ଥିବା ୪ଟି ହୁଣ୍ଡିରୁ ଚୋରି ହୋଇଛି। ଚୋରି ଜଣାପଡ଼ିବା ପରେ ବେଦବ୍ୟାସ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବ୍ରାହ୍ମଣୀତରଙ୍ଗ ଥାନାରେ ଏତଲା…

ନିରୋଳା ଜାଗା ଦେଖି ଖାଇଦେଲେ ଡେଲିଭରୀ ବଏ

ଗତକାଲି ସୋସିଆଲ ମିଡ଼ିଆରେ ଜମାଟୋର ଏକ ଡ଼େଲିଭରୀ ବଏର ଭିଡ଼ିଓ ଭାଇରାଲ ହୋଇଥିଲା । ଯାହା ପରେ ଲୋକଙ୍କ ମନରେ ଅନଲାଇନ ଫୁଡ଼ ଡ଼େଲିଭେରୀକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ଖାଲି ତାହା ନୁହଁ କମ୍ପାନି ନିଜ ଗ୍ରାହକଙ୍କ ବିଶ୍ବାସ ସହ ଖେଳିବାର ଏହି ଘଟଣା ଉପରେ ଖୁବ ଜୋରରେ ନିଜର କ୍ରେଧ ପ୍ରକାଶ…

ପୁଣି ଅଡୁଆରେ ସାଜିଦ୍ ପଢନ୍ତୁ…

ଫିଲ୍ମ ନିର୍ଦ୍ଦେଶକ ସାଜିଦ ଖାନଙ୍କୁ ପୁଣି ବଡ଼ ଝଟକା। ମି ଠୁ ବିବାଦରେ ଛନ୍ଦି ହୋଇଥିବା ସାଜିଦଙ୍କୁ ଏବେ ଇଣ୍ଡିୟାନ ଫିଲ୍ମ ଆଣ୍ଡ ଟେଲିଭିଜନ ଡାଇରେକ୍ଟର ଆସୋସିଏସନରୁ ନିଲମ୍ବିତ କରାଯାଇଛି। ସାଜିଦଙ୍କୁ ଏନେଇ ଆଇଏଫଟିଡିଏରୁ ନୋଟିସ୍ ଦିଆଯାଇଛି। ସାଜିଦଙ୍କ ବିରୋଧରେ ଥିବା ଅଭିଯୋଗର ତଦନ୍ତ…

ଡିସେମ୍ବର 15ରୁ ମୁଖ୍ୟମନ୍ତ୍ରୀ କଳାକାର ଭତ୍ତା

ଭୁବନେଶ୍ବର () ଚଳିତ ବର୍ଷ ଡେସେମ୍ବର 15 ତାରିଖରୁ ରାଜ୍ୟରେ 5ଲକ୍ଷ ନୂଆ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯିବ । ରାଜ୍ୟରେ ଜଣେ ହେଲେ ବି ଯୋଗ୍ୟ ବ୍ୟକ୍ତି ଯେପରି ମଧୁବାବୁ ପେନସନ ଯୋଜନାରୁ ବଂଚିତ ନହୁଅନ୍ତି ତା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବ…

ମଧ୍ୟପ୍ରଦେଶରେ କଂଗ୍ରେସକୁ ସମର୍ଥନ ଦେବ ବିଏସ୍‌ପି

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶରେ କଂଗ୍ରେସକୁ ସମର୍ଥନ ଦେବ ବିଏସ୍‌ପି। ବିଏସ୍‌ପି ମୁଖ୍ୟ ମାୟାବତୀ ଏନେଇ ଘୋଷଣା କରିଛନ୍ତି। ବିଜେପିକୁୁ କ୍ଷମତାରୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ମାୟାବତୀ କହିଛନ୍ତି। ରାଜସ୍ଥାନରେ ମଧ୍ୟ କଂଗ୍ରେସକୁ ସମର୍ଥନ ଦେବ ବିଏସ୍‌ପି। ରାଜସ୍ଥାନରେ ୬ ଓ…

ଗୁରୁବାର ଦିନ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କେ ଚନ୍ଦ୍ରଶେଖର ରାଓ

ହାଇଦ୍ରାବାଦ: ୧୧୯ ତେଲେଙ୍ଗାନା ବିଧାନସଭା ଆସନରୁ ୮୮ଟି ଅକ୍ତିଆର କରି କେ ଚନ୍ଦଶେଖର ରାଓଙ୍କ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି( ଟିଆରଏସ) ତେଲେଙ୍ଗାନାରେ ଲଗାତର ଦ୍ୱିତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି। ଗତକାଲି ବିଧାନସଭା ନିର୍ବାଚନ ଫଳାଫଳ ଏକତରଫା ଭାବେ ଟିଆରଏସ ଆଡ଼କୁ ଯିବା ପରେ…

ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ

ସମ୍ବଲପୁର: ସମ୍ବଲପୁର ମାନେଶ୍ୱର ଛକଠାରେ ଡ୍ୟୁଟି କରୁଥିବା ବେଳେ ଜଣେ ପୋଲିସ କର୍ମଚାରୀ ଳଲିତ ନାୟକଙ୍କୁ ଆକ୍ରମଣ ହୋଇଛି । ମାନେଶ୍ୱର ଛକରେ ଦୁଇ ଜଣ ଯୁବକ ଆସି ତାଙ୍କ ଉପରେ ଅଚାନକ ଆକ୍ରମଣ କରିଥିଲେ । ଏଥିରେ ଲଳିତଙ୍କ ମୁଣ୍ଡ ଫାଟିଯାଇଥିଲା। ପ୍ରଥମେ ତାଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି…

ଅସୁରକ୍ଷିତ ଗଜରାଜ : ଆଠଗଡ଼ରେ ପୁଣି ହାତୀ ମୃତ୍ୟୁ

ଆଠଗଡ଼: ଅସୁରକ୍ଷିତ ଗଜରାଜ। ଆଠଗଡ଼ରେ ପୁଣି ହାତୀ ମୃତ୍ୟୁ। କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ସୁକାସନ ରିଜର୍ଭ ଜଙ୍ଗଲ ଅନ୍ତର୍ଗତ ରାଜନଗର ନିକଟରେ ଏକ ମାଇ ହାତୀର ମୃତ ଦେହ ଠାବ କରାଯାଇଛି । ହାତୀଟିର ବୟସ ୭ ବର୍ଷ ହେବ। ତା ମୁହଁରୁ ପ୍ରବଳ ରକ୍ତସ୍ରାବ ହେଉଥିବା ଦେଖିବାକୁ ମିଳିଛି। ତେବେ ହାତୀ…