Odia News Portal
Yearly Archives

2018

ମୋଦି ଲହରରେ ଭଟ୍ଟା

ଭୁବନେଶ୍ୱର, (): ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପରିଣାମ ବିଜେପି ଓ ଏହାର ସର୍ବୋଚ୍ଚ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ବହୁତ ଅଲଗା। ୨୦୧୪ରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ନିର୍ବାଚନ ଲଢ଼ି ୩୦ବର୍ଷ ପରେ ନିଜ ଦମରେ ବହୁମତ ହାସଲ କରିବାର ଗୌରବ ସହିତ ସରକାର…

ହକି ବିଶ୍ୱକପ୍‌: ଆଜିଠାରୁ କ୍ୱାର୍ଟର ଫାଇନାଲ ମ୍ୟାଚ୍‌

ଭୁବନେଶ୍ୱର: ଚଳିତ ହକି ବିଶ୍ୱକପ ୧୪ତମ ସଂସ୍କରଣ ଏବେ କ୍ୱାର୍ଟର ଫାଇନାଲ ପର୍ଯ୍ୟାୟରେ ପହଞ୍ଚଛି। ଆଜି ବିଶ୍ୱକପ୍‌ର ପ୍ରଥମ ଦୁଇଟି କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଖେଳାଯିବ। ପ୍ରଥମ କ୍ୱାର୍ଟର ଫାଇନାଲରେ ଅଲିମ୍ପିକ୍ସ ଚାମ୍ପିୟନ ଆର୍ଜେଣ୍ଟିନା ଓ ଇଂଲଣ୍ଡ ପରସ୍ପରକୁ ଭେଟିବେ। ସେହିପରି ଏହି ଦିନ…

ମୁଁ ବି ବଞ୍ଚିବାକୁ ଚାହେଁ’ ଅଭିଯାନ ଆରମ୍ଭ

ବ୍ରହ୍ମପୁର: ଲୁହା କଣ୍ଟା ଏବଂ ବିଜ୍ଞାପନ ଫଳକ ଲାଗିବା ଯୋଗୁ କ୍ଷତାକ୍ତ ହୋଇଥିବା ଗଛଗୁଡ଼ିକୁ ନୂଆ ଜୀବନ ଦେବାପାଇଁ ସେପ୍ଟେମ୍ବର ୨୩ ତାରିଖରୁ ଆରମ୍ଭ ହୋଇଛି ‘ମୁଁ ବି ବଞ୍ଚିବାକୁ ଚାହେଁ’ ଅଭିଯାନ। ବ୍ରହ୍ମପୁର ସବୁଜ ବାହୀନ ତରଫରୁ ହାତକୁ ନିଆଯାଇଥିବା ଏହି କାର୍ଯ୍ୟ କ୍ରମଶଃ ସଫଳ ହେବାରେ…

ରସୁଲଗଡ଼ ଶିଳ୍ପାଞ୍ଚଳ ରାସ୍ତା ଶୋଚନୀୟ: ଖାଲରେ ପଡ଼ି ପିକ୍‌ଅପ୍‌ ଭ୍ୟାନ ଦୁର୍ଘଟଣାଗ୍ରସ୍ତ

ଭୁବନେଶ୍ୱର: ରସୁଲଗଡ଼ ଶିଳ୍ପାଞ୍ଚଳରେ ରାସ୍ତାଗୁଡିକ ମରାମତି ଅଭାବରୁ ପ୍ରତିଦିନ ଛୋଟବଡ ଦୁର୍ଘଟଣା ଘଟୁଛି। ଏ ନେଇ ଲୋକେମାନେ ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନି। ମଙ୍ଗଳବାର ରାତି ପ୍ରାୟ ୮ଟାବେଳେ ଏସ୍‌ପ୍ଲାନେଡ୍‌ଠାରୁ ଅଳ୍ପ ଦୂରରେ ଏକ ଲୁହା ବୋଝେଇ ପିକ୍‌ଅପ୍‌ ଭ୍ୟାନ…

ବନପାଳ ଓ ବନରକ୍ଷୀମାନେ କଳାବ୍ୟାଜ୍‌ ପିନ୍ଧି ପ୍ରତିବାଦ

ବାରଙ୍ଗ: ଓଡ଼ିଶା ଅଣ ଗେଜେଟେଡ୍‌ ବନସେବା ସଂଘର ଆହ୍ବାନ କ୍ରମେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ କାର୍ଯ୍ୟରତ ବନପାଳ ଓ ବନରକ୍ଷୀମାନେ ମଙ୍ଗଳବାର ୬ ଦଫା ଦାବିରେ କଳାବ୍ୟାଜ୍‌ ପରିଧାନ କରି ପ୍ରତିବାଦ ଜଣାଇଥିଲେ। ଢେଙ୍କାନାଳ ଡିଭିଜନର ବନରକ୍ଷୀ ଓ ବନପାଳଙ୍କୁ ବିନା ଅପରାଧରେ କ୍ରାଇମବ୍ରାଞ୍ଚ…

ଆଉ ମା’ କ୍ଷୀରରୁ ବଂଚିତ ହେବେନି ଶିଶୁ

ଆଉ ମା’ କ୍ଷୀରରୁ ବଂଚିତ ହେବେନି ଶିଶୁ। ଏଥିପାଇଁ କଟକ ବଡମେଡିକାଲ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ ଏସ୍‌ଏନ୍‌ସିୟୁ ଓ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ହେବ ମିଲ୍କ ବ୍ୟାଙ୍କ। ‌ମିଲ୍କ ବ୍ୟାଙ୍କ ପରିଚାଳନା ଓ କିପରି ଭାବେ ଅଧିକରୁ ଅଧିକ ମା’ ମାନେ ଏହି ମିଲ୍କ ବ୍ୟାଙ୍କକୁ କ୍ଷୀର ଦେବେ ସେ…

ଗୁରୁବାର ଦିନ ଭାରତ-ନେଦରଲାଣ୍ଡସ୍‌ କ୍ୱାର୍ଟରଫାଇନାଲ୍‌

ଭୁବନେଶ୍ୱର: ଆୟୋଜକ ଭାରତ ହକି ବିଶ୍ୱ କପ୍‌ କ୍ୱାର୍ଟରଫାଇନାଲ୍‌ରେ ନେଦରଲାଣ୍ଡସକୁ ଭେଟିବ । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହକି ମହାକୁମ୍ଭର  ଚତୁର୍ଥ କ୍ରସ୍‌ଓଭର୍‌ ମ୍ୟାଚ୍‌ରେ ନେଦରଲାଣ୍ଡସ କାନାଡ଼ାକୁ ୫-୦ ଗୋଲ୍‌ରେ ପରାସ୍ତ କରି କ୍ୱାର୍ଟରଫାଇନାଲ୍‌ରେ ପହଞ୍ଚିଛି । ମଧ୍ୟାନ୍ତର ପୂର୍ବରୁ ୧୬…

ଦୁର୍ବୃତ୍ତଙ୍କ ଆକ୍ରମଣ

ଢ଼େଙ୍କାନାଳ: କାମାକ୍ଷାନଗର ଥାନା ମୁକ୍ତାପସି ଏସବିଆଇ କଷ୍ଟମର ସର୍ଭିସ ସେଣ୍ଟର ମାଲିକ ଅଶ୍ୱିନୀ କୁମାର ମହାପାତ୍ରଙ୍କୁ  ଜାତୀୟ ରାଜପଥ ୫୩ ସିଆରୀମାଳିଆ ଠାରେ ଦୁର୍ବୃତ୍ତମାନେ ଆକ୍ରମଣ କରିଛନ୍ତି। ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ବନ୍ଧୁକ ଦେଖାଇ ଚାପଡ଼ରେ ବାମ ହାତକୁ ହାଣିଛନ୍ତି। ଅଶ୍ୱିନୀ…

ଏସଟିଏଫ ହାତରେ ହାତୀଦାନ୍ତ ଚୋରାଚାଲାଣ ର‌୍ୟାକେଟ, ୬ ଅଭିଯୁକ୍ତ ଗିରଫ 

ଆଳୁ ଖୋଳଖୋଳୁ ମହାଦେବ ବାହାରିଲା ଭଳି ବଜ୍ରକାପ୍ତାର ତଦନ୍ତ କରୁକରୁ କ୍ରାଇବ୍ରାଂଚର ଏସଟିଏଫ ହାତରେ ଲାଗିଛି ହାତୀଦାନ୍ତ ଚୋରାଚାଲାଣର ର‌୍ୟାକେଟ । ୫୦୦ଗ୍ରାମର ହାତୀଦାନ୍ତ ଜବତ ହୋଇଥିବା ବେଳେ ୬ ଅଭିଯୁକ୍ତଙ୍କୁ ହାତକଡି ପିନ୍ଧାଇଛନ୍ତି ଏସଟିଏଫ । ର‌୍ୟାକେଟର ମାଷ୍ଟରମାଇଣ୍ଡ ମୟୂରଭଂଜ…

କଙ୍ଗନା ବଲିଉଡ୍‌ର ରାଣୀ

କଙ୍ଗନା ଏପର୍ଯ୍ୟନ୍ତ ତିନି ଖାନ୍‌ଙ୍କ ସହ ଅଭିନୟ କରିନାହାନ୍ତି । ସେ ନିଜ ପରିଶ୍ରମ ବଳରେ ବଲିଉଡ୍‌ରେ ନିଜର ସ୍ଥାନ ହାସଲ କରିଛନ୍ତି । କଙ୍ଗନାଙ୍କୁ ଲୋକମାନେ ବଲିଉଡ୍‌ର ରାଣୀ ବୋଲି କହିଥାନ୍ତି । କାରଣ ସେ ବହୁତ ଧର୍ଯ୍ୟଶୀଳ । ବଲିଉଡ୍ ଇଣ୍ଡଷ୍ଟ୍ରିରେ ହେଉଥିବା ଖରାପ କାମକୁ ନେଇ ସେ କେତେଥର…