Odia News Portal
Yearly Archives

2018

ଭିଜିଲାନ୍ସ ଜାଲରେ ସୁପରଭାଇଜର

ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଝରିଗାଁ ଲ୍ୟାମ୍ପସ୍‌ ସୁପରଭାଇଜର ଗୟାରାମ ମାଠିଆ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ତାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି। ଗୟାରାମଙ୍କ ୪ଟି ଘର, ପେଟ୍ରୋଲ ପମ୍ପ, ଗ୍ୟାସ୍ ଏଜେନ୍ସି ସମେତ ୮ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଶେଷ ଖବର ସୁଦ୍ଧା…

ଲାଲ ଲଙ୍କା ଖାଉଛନ୍ତି କି ? ପଡିବେ…

ଶରୀର ପାଇଁ କ୍ଷତିକାରକ ଲାଲ ଲଙ୍କା । ଲାଲ ଲଙ୍କା ଖାଇବା ଦ୍ବାରା ଆପଣଙ୍କ ମୁହଁ ପୋଡିଥାଏ। କିନ୍ତୁ ଆପଣ ଜାଣି ନାହାନ୍ତି ଲାଲ ଲଙ୍କା ସ୍ବାସ୍ଥ୍ୟ ପାଇଁ ବହୁତ ହାନିକାରକ ହୋଇଥାଏ। ଆଜି ଆମେ ଆପଣଙ୍କୁ ଏହା ଦ୍ବାରା ହେଉଥିବା ଅସୁବିଧା ସମ୍ପର୍କରେ ଜଣାଇବୁ। ଲାଲ ଲଙ୍କା ଖାଇବା ଦ୍ବାରା ମୁହଁ…

ଟଙ୍କାସହ ଥାନାବାଲାଙ୍କୁ ଧରିଲା ଭିଜିଲାନ୍ସ

ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନାର ଆଇଆଇସି ଭିଜିଲାନ୍ସ ହାବୁଡରେ ପଡିଛନ୍ତି । ଆଇଆଇସି ଅମିତ ବିଶ୍ୱାଳ ପାଖାପାଖି ୭୩ ହଜାର ୫ଶହ ଟଙ୍କା ନେଇ ଯାଉଥିବା ବେଳେ ଶେରଗଡ ଟୋଲଗେଟ ନିକଟରେ ଭିଜିଲାନ୍ସ ଟିମ ତାଙ୍କୁ ଧରିଥିଲେ ଏବଂ ଏହି ଟଙ୍କାକୁ ଜବତ କରିଥିଲେ । ଭିଜିଲାନ୍ସ ଟିମ ଆଇଆଇସି…

ବିଜେପିକୁ ପ୍ରତ୍ୟାକ୍ଷାତ କରୁଛନ୍ତି ଭୋଟର : ନିରଂଜନ

ଭୁବନେଶ୍ବର (): କଂଗ୍ରେସ ମୁକ୍ତ ଭାରତ ନୁହେଁ, ଏବେ ଭାରତ ଧୀରେ ଧୀରେ ‘ବିଜେପି ମୁକ୍ତ’ ହେବାକୁ ଯାଉଛି ବୋଲି ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ। ରାଜସ୍ଥାନ, ମଧ୍ୟ ପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଓ ମିଜୋରାମରେ ଭୋଟ୍ ଗଣତି ଚାଲିଥିବା ବେଳେ ଟ୍ରେଣ୍ଡିଂକୁ ଦେଖି ଏମିତି ମତାମତ …

କୃଷି ଓ କୃଷକ ସମସ୍ୟାକୁ ଅଣଦେଖା କରିବାର ଫଳ ଭୋଗିଲା ବିଜେପି

କୃଷିପ୍ରଧାନ ରାଜ୍ୟ ଗୁଡିକ ପ୍ରତି ବିଜେପି ଅଣଦେଖା କରିବା ସହିତ କୃଷି ଓ କୃଷକଙ୍କ ସମସ୍ୟା ଦୂର କରିବାରେ ବିଫଳ ହେବା ଫଳରେ ଏହି ରାଜ୍ୟ ଗୁଡିକରେ ବିଜେପି ତାର ଫଳ ଭୋଗିଲା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ଉପରେ ପ୍ରତିକ୍ରିୟା ରଖି…

ପାକିସ୍ତାନକୁ ୫-୦ ଗୋଲ୍‌ରେ ହରାଇ କ୍ୱାର୍ଟର ଫାଇନାଲ୍‌ରେ ବେଲଜିୟମ୍‌

ଭୁବନେଶ୍ୱର: ବିଶ୍ୱ କପ୍‌ର ଆଜି ତୃତୀୟ ମ୍ୟାଚ୍‌ରେ ପାକିସ୍ତାନକୁ ଶୋଚନୀୟ ଭାବେ ୫-୦ ଗୋଲ୍‌ରେ ପରାସ୍ତ କରି କ୍ୱାର୍ଟର ଫାଇନାଲ୍‌ରେ ପହଞ୍ଚିଛି ବେଲଜିୟମ ଦଳ । ଟୁର୍ଣ୍ଣାମେଣ୍ଟ ସାରା ଅତ୍ୟନ୍ତ ଖରାପ ପ୍ରଦର୍ଶନ କରି ବିଦାୟ ନେଇଛି ପାକିସ୍ତାନ ଦଳ । କ୍ୱାର୍ଟରଫାଇନାଲ୍‌ରେ ବେଲଜିୟମ୍‌ ଦଳ…

ଶକ୍ତିକାନ୍ତ ଦାସ ନୂଆ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର

ଶକ୍ତିକାନ୍ତ ଦାସ ଭାରତୀୟ ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର ଭାବେ ନିଯୁକ୍ତ ହୋଇଛନ୍ତି । ଉର୍ଜିତ ପଟେଲ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ପଦରୁ ଇସ୍ତଫା ଦେବା ପରେ ଶ୍ରୀଦାସଙ୍କୁ କେନ୍ଦ୍ର ସରକାର ଆଜି ନୂଆ ଗଭର୍ଣ୍ଣର ଭାବେ ନିଯୁକ୍ତ କରିଛନ୍ତି । ଏହା ପୂର୍ବରୁ ଶ୍ରୀଦାସ ଅର୍ଥ କମିଶନର ସଦସ୍ୟ…

ଗିରଫ ହେଲେ ଗୋପୀ ବୋହୂ

ଗିରଫ ହେଲେ ଗୋପୀ ବୋହୂ । ହତ୍ୟାକାଣ୍ଡରେ ସାମିଲ୍ ଅଛନ୍ତି ଦେବୋଲିନା ଭଟ୍ଟାଚାର୍ୟ୍ୟ । ଲୋକପ୍ରିୟ ଟିଭି ଧାରାବାହିକ ସାଥ୍ ନିଭାନା ସାଥୀୟାରେ ଗୋପୀ ବୋହୂ ଭୂମିକାରେ ଅଭିନୟ କରିଥିବା ଦେବୋଲିନା ଭଟ୍ଟାଚାର୍ୟ୍ୟଙ୍କୁ ଗିରଫ କରିଛି ଆସାମ ପୋଲିସ୍ । ହୀରା ବ୍ୟବସାୟୀ ରାଜେଶ୍ବର କିଶୋରୀଲାଲଙ୍କ…

ରାଜି ହୋଇଗଲେ ମହେଶ ଭଟ୍ଟ

କିଛି ଦିନ ହେବ ମିଡ଼ିଆରେ ଖୁବ ଚର୍ଚ୍ଚାରେ ରହିଛି ଆଲିଆ ଏବଂ ରଣବୀରଙ୍କ ପ୍ରେମ କାହାଣୀ। ଦୁହିଁଙ୍କ ସଂପର୍କକୁ ନେଇ କିଛି ନା କିଛି ଖବର ମିଡ଼ିଆରେ ଚର୍ଚ୍ଚାର ବିଷୟ ରହିଥାଏ। ଏପରିକି ବଲିଉଡ଼ରେ ପ୍ରାୟ ସମସ୍ତେ ଦୁହିଁଙ୍କ ଯୋଡ଼ିକୁ ମଧ୍ୟ ଖୁବ ପସନ୍ଦ କରୁଛନ୍ତି। ଆପଣଙ୍କୁ କହିବାକୁ ଚାହିଁବୁ ଏବେ…

ବିଲଡରଙ୍କ ଗାଡ଼ି ଉପରକୁ ଗୁଳି ମାଡ଼

ରାଉରକେଲାର ବେଲଡ଼ିହ ନିକଟରେ ଜଣେ ବିଲଡରଙ୍କ କାର୍ ଉପରକୁ ଜୋରଦାର ଗୁଳିମାଡ଼ ହୋଇଛି। ସୌଭାଗ୍ୟବଶତଃ ବିଲଡର ଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତାଙ୍କ ନାଁ ଅନମୋଲ ସିଂହ। ଗୁଳିମାଡ଼ରେ ଅନମୋଲଙ୍କ ଅଙ୍ଗରକ୍ଷୀ ଆହତ ହୋଇଛନ୍ତି। ତାଙ୍କ ନାଁ ମିଠୁ ସିଂ। ତାଙ୍କ ମୁଣ୍ଡରେ ଗୁଳି ବାଜିଛି। ଏହାସହ…