Odia News Portal
Yearly Archives

2018

ବିଜେପିର ନୂଆ ନାଁ ଜିଟିୟୁ କିଏ ଦେଲା ଜାଣନ୍ତୁ

ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନରେ କଂଗ୍ରେସର ସ୍ଥିତି ଦେଖି ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ନିଜ ମତ ରଖିଛନ୍ତି ଏବଂ ବିଜେପିର ନୂଆ ନାଁ ମଧ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ , ରାହୁଲ ଭାଇ ପ୍ରଥମରୁ ହିଁ ସମସ୍ତଙ୍କ ସାଥିରେ ଚାଲିଛନ୍ତି । ମାନବିକତାର ସେ ହେଉଛନ୍ତି ମୂର୍ତ୍ତି । ଯେଉଁ…

ଭାରତ ହେବ ବିଜେପି ମୁକ୍ତ

ମୋଦି କହୁଥିଲେ କଂଗ୍ରେସ ମୁକ୍ତ ଭାରତ ଗଠନ କରିବେ। କିନ୍ତୁ ଏବେ ଭାରତ ଧୀରେ ଧୀରେ ‘ବିଜେପି ମୁକ୍ତ’ ହେବାକୁ ଯାଉଛି। ରାଜସ୍ଥାନ, ମଧ୍ୟ ପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଓ ମିଜୋରାମରେ ଭୋଟ୍ ଗଣତି ଚାଲିଥିବା ବେଳେ ଟ୍ରେଣ୍ଡିଂକୁ ଦେଖି ଏମିତି ମତାମତ ଦେଇଛନ୍ତି ଓଡ଼ିଶାର କଂଗ୍ରେସ ସଭାପତି…

କେନ୍ଦ୍ର ସରକାରକୁ ପୁଣି ଥରେ ଝଟକା ! ସୁରଜୀତ୍ ଭଲ୍ଲାଙ୍କ ଇସ୍ତଫା

ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆରବିଆଇ) ଗଭର୍ଣ୍ଣର ଉର୍ଜ୍ଜିତ ପଟେଲଙ୍କ ଇସ୍ତଫା ପରେ କେନ୍ଦ୍ର ସରକାରକୁ ପୁଣି ଥରେ ଝଟକା ଲାଗିଛି । ଉର୍ଜ୍ଜିତ ପଟେଲଙ୍କ ପରେ ପ୍ରତିଷ୍ଠିତ ଅର୍ଥଶାସ୍ତ୍ରୀ ତଥା ସ୍ତମ୍ଭକାର ସୁରଜୀତ୍ ଭଲ୍ଲା ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ମତାଧିକାରୀ ପରିଷଦର ପାର୍ଟ ଟାଇମ୍…

ପାକିସ୍ତାନରେ ରହିଛି ଏକ ବରଗଛ, ଯାହାକୁ ଦୀର୍ଘ ଦିନ ହେଲା ଶିକୁଳିରେ ବାନ୍ଧି ରଖାଯାଇଛି : ଜାଣନ୍ତୁ କାରଣ

ଶିକୁଳିରେସାଧାରଣତଃ ଆମେ ଆମେ ଗୃହପାଳିତ ପଶୁଙ୍କୁ ବାନ୍ଧି ଥାଉ ବା ଅପରାଧୀମାନଙ୍କୁ ମଧ୍ୟ ଶିକୁଳିରେ ବନ୍ଧାଯିବାର ନଜୀର ରହିଛି । ଏହା ବ୍ୟତୀତ ସମୁଦ୍ରରେ ଲଂଗର ପକାଇଥିବା ଜାହାଜକୁ ମଧ୍ୟ ଶିକୁଳିରେ ବନ୍ଧାଯାଇଥାଏ । ଶିକୁଳିରେ ବହୁତ ଜିନିଷ ବନ୍ଧାଯାଇଥାଏ । ତେବେ ଗୋଟେ ଗଛକୁ ଶିକୁଳିରେ…

ବିଧାନସଭା ନିର୍ବାଚନ: ୩ ରାଜ୍ୟରେ ମ୍ୟାଜିକ୍‌ ନମ୍ବର ହାତେଇବା ଆଶାରେ କଂଗ୍ରେସ

ନୂଆଦିଲ୍ଲୀ: ମଙ୍ଗଳବାର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟ ଗଣତି। ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ରେ କଂଗ୍ରେସ ଆଗୁଆ ଚାଲିଥିବାବେଳେ ନିର୍ବାଚନ ପରବର୍ତ୍ତୀ ସମସ୍ତ ଆକଳନ ଭୁଲ୍‌ ହୋଇଛି। ରାଜସ୍ଥାନରେ ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ୧୦୦ଥିବାବେଳେ…

କମିଶନରେଟ ପୋଲିସରେ ଇ-ଚାଲାଣ ବ୍ୟବସ୍ଥା ଶୁଭାରମ୍ଭ

ଭୁବନେଶ୍ୱର: କମିଶନରେଟ ପୋଲିସରେ ଇ-ଚାଲାଣ ବ୍ୟବସ୍ଥା ସୋମବାରଠାରୁ ଆରମ୍ଭ ହୋଇଛି। ପୋଲିସ ଡିଜି ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା କମିଶନରେଟ୍‌ ମୁଖ୍ୟାଳୟରେ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଡିଜିପି ଡା. ଶର୍ମା କହିଲେ, ଇ-ଚାଲାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ସୁବିଧାଜନକ ଓ…

ରାଜସ୍ଥାନରେ କଂଗ୍ରେସ, ମଧ୍ୟପ୍ରଦେଶରେ ଭାଜପା ଆଗୁଆ, ଛତିଶଗଡ଼ରେ କଡ଼ା ଟକ୍କର

ନୂଆଦିଲ୍ଲୀ: ମଙ୍ଗଳବାର ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଛି। ପ୍ରାଥମିକ ଫଳାଫଳରୁ ରାଜସ୍ଥାନରେ କଂଗ୍ରେସ ଆଗୁଆ ଚାଲିଥିବାବେଳେ ମଧ୍ୟପ୍ରଦେଶରେ ଭାଜପା ଆଗରେ ରହିଛି। ସେହିପରି ଛତିଶଗଡ଼ରେ ଭାଜପା-କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦୃଷ୍ଟି ଗୋଚର ହୋଇଛି।

କାନିମୋଝି ସର୍ବଶ୍ରେଷ୍ଠ ମହିଳା ସାଂସଦ ପୁରସ୍କାର

ଡିଏମ୍‌କେ ସାଂସଦ କାନିମୋଝି ୨୦୧୮ ମସିହାର ସର୍ବଶ୍ରେଷ୍ଠ ମହିଳା ସାଂସଦ ପୁରସ୍କାର ପାଇବେ। ଲୋକମତ ଗ୍ରୁପ୍ ଦ୍ବାରା କାନିମୋଝିଙ୍କୁ ସର୍ବଶ୍ରେଷ୍ଠ ସାଂସଦ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଯଦିଓ କାନିମୋଝିଙ୍କୁ ସର୍ବଶ୍ରେଷ୍ଠ ମହିଳା ସାଂସଦ ପୁରସ୍କାର ଘୋଷଣାରେ ବିଜେପି ଏବଂ…

ନକ୍ସଲଙ୍କ ପାଇଁ ଚାନ୍ଦା ମାଗିବା ଅଭିଯୋଗ, ଠିକାଦାର ଗିରଫ

କୋରାପୁଟ: ନକ୍ସଲଙ୍କ ପିଏଲ୍‌ଜିଏ ସପ୍ତାହ ଶେଷ ହେବାର ୨ ଦିନ ପରେ ନାରାୟଣପାଟଣା ପୁଲିସ୍‌ ଜଣେ ଠିକାଦାରଙ୍କୁ ଗିରଫ କରିଛି। ନକ୍ସଲଙ୍କ ପାଇଁ ଚାନ୍ଦା ମାଗିବା ଅଭିଯୋଗରେ ପୁଲିସ୍‌ ତାଙ୍କୁ ଗିରଫ କରିଛି। ନାରାୟଣପାଟଣାର ବୋରଗୀ ପଞ୍ଚାୟତ ଅଞ୍ଚଳରେ ରାସ୍ତା କାମ ନିର୍ମାଣ କରୁଥିବା ଦୁଇଜଣ…

ସିଟି ଫେଷ୍ଟିଭାଲର ମଜା ନେଲେ ବୟୋଜ୍ୟେଷ୍ଠ

ଭୁବନେଶ୍ୱର ()  ରଜଧାନୀର ସବୁ ଶ୍ରେଣୀର ବାସିନ୍ଦା ଭୁବନେଶ୍ୱର ସିଟି ଫେଷ୍ଟିଭାଲର ମଜା ନେଇଛନ୍ତି । ଏପରିକି ବରିଷ୍ଠ ନାଗରିକମାନେ ମଧ୍ୟ ସିଟି ଫେଷ୍ଟିଭାଲକୁ ମନଭରି ଉପଭୋଗ କରିଛନ୍ତି । ବରିଷ୍ଠ ନାଗରିକଙ୍କୁ ଉତ୍ସାହିତ କରିବାକୁ ବିଡିଏ ଆଜି କିଛି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ…