Odia News Portal
Yearly Archives

2018

ମନ୍ତ୍ରୀ ପଦ ଛାଡ଼ିଲେ କୁଶୱାହା କାହିଁକି ଜାଣନ୍ତୁ …

ଦୀର୍ଘ କିଛି ମାସ ହେଲା ଉପେନ୍ଦ୍ର କୁଶୱାହା ଏବଂ ବିଜେପି ମଧ୍ୟରେ ତୁତୁ ମେଁମେଁ ଚାଲିଥିଲା। ଶୀତ ଅଧିବେଶନର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିହାର ସହଯୋଗୀ ଉପେନ୍ଦ୍ର କୁଶୱାହା ଆଜି କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏଥିସହ କେନ୍ଦ୍ରରେ କ୍ଷମତାସୀନ…

ସ୍ତ୍ରୀକୁ ହାଣିଲା ସ୍ୱାମୀ

ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ହୋଇଛି। ମୃତକ ହେଲେ ଖିର ରଣଷଣ୍ଢ। ଗଜପତି ଜିଲ୍ଲା ମୋହନା ଥାନା କିଡ଼ାସିଙ୍ଗି ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟାକାରୀ ସ୍ୱାମୀ କୋରା ରଣଷଣ୍ଢକୁ ପୋଲିସ ଗିରଫ କରିଛି। ଖିର ଶୋଇଥିବାବେଳେ ବିଳମ୍ବିତ ରାତିରେ କୋରା ତାକୁ ହତ୍ୟା କରିଛି। ତେବେ…

ଓକିଲ ଆନେ୍ଦାଳନ ଅବଧି ବୃଦ୍ଧି

ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଂଚ ପ୍ରତିÂା ଦାବିରେ ବଲାଙ୍ଗିରରେ ଚାଲୁଥିବା ଓକିଲ ଆନେ୍ଦାଳନ ଆସନ୍ତା ୧୫ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ଆନେ୍ଦାଳନ ଆଜି ଶେଷ ହେବାରେ ଥିଲା କିନ୍ତୁ ସରକାରଙ୍କ ପକ୍ଷରୁ ଏସମ୍ପର୍କରେ କୌଣସି ତପôରତା ପ୍ରକାଶ ନପାଇବାରୁ ଆନେ୍ଦାଳନର ଅବଧି ଆଉ ୫ ଦିନ…

ସୂର୍ଯ୍ୟମନ୍ଦିର ସମ୍ପୂର୍ଣ୍ଣ ସୁରକ୍ଷିତ

କୋଣାର୍କ ମନ୍ଦିର ପ୍ରତି କୋଣସି ବିପଦ ନାହିଁ । ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା କହିଛନ୍ତି । ଆଜି ଏଠାରେ କୋଣାର୍କ ମନ୍ଦିରର ସୁରକ୍ଷା ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁÂିତ ହୋଇଥିଲା ଏଥିରେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା…

ଟ୍ରେନରୁ ଖସି ପୂର୍ବତନ ବିଧାୟକଙ୍କ ମୃତ୍ୟୁ

ଅନୁଗୋଳ ଜିଲ୍ଲା ଆଠମଲ୍ଲିକର ପୂର୍ବତନ ବିଧାୟକ ରାଜକିଶୋର ପ୍ରଧାନଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ୮୫ ବର୍ଷ ହୋଇଥିଲା। ଗତକାଲି ସନ୍ଧ୍ୟାରେ ନାଲକୋ ଥାନା ଅନ୍ତର୍ଗତ କଇଁଫୁଲିଆ ରେଳ ଲାଇନ୍ ପାର୍ଶ୍ୱରୁ ତାଙ୍କ ରକ୍ତାକ୍ତ ମୃତଦେହକୁ ଜିଆରପି ପୁଲିସ୍ ଉଦ୍ଧାର କରିଥିଲା। ସେ ଟ୍ରେନ୍ରେ ବଇଣ୍ଡା…

ବାସି ଖାଦ୍ୟ ଖାଇ ୪୦ ଅସୁସ୍ଥ ୫ ଗୁରୁତର

କଟକ ଜିଲ୍ଲା ଆଠଗଡ଼ ବ୍ଲକ୍ ପାର୍ବତୀପୁର ଗାଁରେ ବାସି ଖାଦ୍ୟ ଖାଇ ୪୦ରୁ ଊର୍ଦ୍ଧ୍ୱ ଶିଶୁ ଅସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଅଛି। ସେମାନଙ୍କୁ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ପାର୍ବତୀପୁର ଗାଁରେ ରାତିରେ ଏକ ଦଶାହ ଭୋଜି ହୋଇଥିଲା। ଭୋଜିରେ…

କାନାଡ଼ାକୁ ଧମକାଇଲା ଚୀନ !

ବେଜିଂ: ହୁୱେଇ ଟେକ୍ନୋଲୋଜିଜ୍ କମ୍ପାନି ଲିମିଟେଡର ମୁଖ୍ୟ ଆର୍ଥିକ ଅଧିକାରୀ (ସିଏଫଓ) ‌ମେଙ୍ଗ୍‌ ୱାଙ୍ଗଝୁଙ୍କୁ ତୁରନ୍ତ ମୁକୁଳାଇବା ପାଇଁ ଚୀନ କାନାଡ଼ାକୁ ଧମକାଇଛି। ଏହା ନକଲେ ପରିଣତି ଭୋଗିବ ବୋଲି କହିଛି। ଉଲ୍ଲେଖଯୋଗ୍ୟ ଯେ, ଗତ ୧ ତାରିଖରେ ୱାଙ୍ଗଝୁଙ୍କୁ କାନାଡ଼ାରେ ଗିରଫ…

ଆଡିଲେଡରେ ରୋମାଞ୍ଚକର ମ୍ୟାଚରେ ୩୧ ରନରେ ଜିତିଲା ବିରାଟ ବାହିନୀ

ଆଡିଲେଡ : ଏଠାରେ ଅନୁଷ୍ଠିତ ଘରୋଇ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ଦମଦାର ବିଜୟ ହାସଲ କରିଛି । ଭାରତ ପ୍ରଥମେ ଟସ୍ ଜିଣି ବ୍ୟାଟିଂ କରି ପୂଜାରାଙ୍କ ଶତକ ବଲରେ ୨୫୦ ରନ୍ କରିଥିଲା । ଏହାର ଜବାବରେ ଅଷ୍ଟ୍ରେଲିଆ ହେଡଙ୍କ ଅର୍ଦ୍ଧଶତକ ବଳରେ ୨୩୫ରନ୍ କରି ସମସ୍ତ ଉଇକେଟ୍…

ଜାନୁଆରୀ ୧୧ ରୁ ମାଲ୍ୟବନ୍ତ ମହୋତ୍ସବ ।

ମାଲକାନଗିରିର ଲୋକପର୍ବ ମାଲ୍ୟବନ୍ତ ମହୋତ୍ସବର ନାମକରଣ ପରିବର୍ତନ କୁ ନେଇ ଗତ କିଛି ଦିନ ହେଲା ଲାଗିରହିଥିବା ବିବାଦ ଆଜି ତୁଟି ଯାଇଛି । ପାଣ୍ଡୁମ ବଦଳରେ ପୁର୍ବ ନାମ ମାଲ୍ୟବନ୍ତ ମହୋତ୍ସବ ରହି ଜାନୁଆରୀ ମାସ ୧୧ତାରିଖ ଠାରୁ ଏହା ଆରମ୍ଭ ହେବବୋଲି ସର୍ବସମ୍ମତୀ କ୍ରମେ ଏହି ବୈଠକରେ ନିସ୍ପତି…

ଛାଡ଼ପତ୍ର ଦେବେ ରାଜକୁମାରୀ !

ଜୟପୁରର ରାଜକୁମାରୀ ତଥା ବିଜେପି ବିଧାୟିକା ଦିୟା କୁମାରୀ ନିଜ ବିବାହର ୨୧ ବର୍ଷ ପରେ ସ୍ବାମୀଙ୍କୁ ଛାଡ଼ପତ୍ର ଦେବେ। ଏନେଇ ହିନ୍ଦୁ ବିବାହ ଆଇନର ଧାରା ୧୩ ବି ଅଧୀନରେ ଗାନ୍ଧୀ ନଗର ଫ୍ୟାମିଲି କୋର୍ଟରେ ଛାଡ଼ପତ୍ର ଆବେଦନ କରାଯାଇଛି। ରିପୋର୍ଟ ଅନୁଯାୟୀ ଗତ କିଛି ମାସ ହେବ ଏହି ଦମ୍ପତି ଅଲଗା…