ଉଦଳା ଅଞ୍ଚଳରୁ ବଜ୍ରକାପ୍ତା ଉଦ୍ଧାର, ଅଭିଯୁକ୍ତ ୪ ଗିରଫ
ମୟୂରଭଞ୍ଜ: ଉଦଳା ଅଞ୍ଚଳରୁ ବଜ୍ରକାପ୍ତା ଉଦ୍ଧାର ଘଟଣାରେ ଗିରଫ ୪ ଅଭିଯୁକ୍ତଙ୍କ ମଧ୍ୟରୁ ୨ଜଣଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ଉଦଳା କୋର୍ଟରେ ସେମାନଙ୍କୁ ହାଜର କରାଯିବା ପରେ ଦୁଇଦିନିଆ ରିମାଣ୍ଡ ପାଇଁ କୋର୍ଟ ଅନୁମତି ଦେଇଛନ୍ତି। ବଜ୍ରକାପ୍ତା ଚାଲାଣ ପଛରେ କାହାର ହାତ ରହିଛି ଓ …
