Odia News Portal
Yearly Archives

2018

ଗୋଳିଆ ଗ୍ରାମରେ ହତ୍ୟାକାଣ୍ଡ

ଗଂଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ଗୋଳିଆ ଗ୍ରାମର ନୂଆ ସାହିରେ ହୋଇଛି ଏକ ହତ୍ୟାକାଣ୍ଡ। ସେହି ଗ୍ରାମର ମୀନକେତନ ସାସମଲ ଯିଏକି ମହାରାଷ୍ଟ୍ରରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରନ୍ତି ତାଙ୍କୁ ସର୍ବସମ୍ମୁଖରେ ଗାଁ ଦାଣ୍ଡରେ କରାଯାଇଛି ନିର୍ମମ ହତ୍ୟା। ସେହି ଗ୍ରାମର ରାମ ଦଳେଇ ନାମକ…

ଚାକିରି ପାଇଁ ଦେଶର ପ୍ରଧାନମନ୍ତ୍ରୀ ମୋଦିଙ୍କ ଦସ୍ତଖତ ଜାଲିଆତି

କର୍ଣ୍ଣାଟକର ବେଲଗବିରେ ଜଣେ ଯୁବକ ସରକାରୀ ଚାକିରି ପାଇଁ କରିଥିବା କାମ ପାଇଁ ତାଙ୍କୁ ଜେଲ ଦଣ୍ଡ ମିଳିଛି । ଦେଶରେ ନିଯୁକ୍ତିର ଅଭାବ ଦେଖା ଯାଉଥିବା ବେଳେ ଜାଲିଆତି କରି ଚାକିରି ପାଇବା ପାଇଁ କିଛି ପୂର୍ବରୁ ଅନେକ ଯୁବକ ଚେଷ୍ଟା କରିଥିବାର ଖବର ଆପଣ ପାଇଥିବେ । କିନ୍ତୁ ଚାକିରି ପାଇଁ ଦେଶର…

କାଳିଆ ପାଇଁ ବୃଦ୍ଧ ହେଲା ଆକସ୍ମିକ ପାଣ୍ଠିର କର୍ପସ

ଭୁବନେଶ୍ୱର- ନିକଟରେ ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ କାଳିଆ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଅର୍ଥର ଆବଶ୍ୟକ ପଡ଼ୁଥିବାରୁ ଓଡ଼ିଶା ଆକସ୍ମିକ ପାଣ୍ଠିର କର୍ପସକୁ ୪୦୦ କୋଟିରୁ ୧୬୦୦ କୋଟି ଟଙ୍କାଙ୍କୁ ବୃଦ୍ଧି କରିବା ନିମନ୍ତେ ଆସିଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ବୈଠକରେ ଅନୁମୋଦନ…

ଶ୍ରୀମନ୍ଦିରରେ ନାବାଳିକାଙ୍କୁ ଅସଦାଚରଣ ଘଟଣା: କନେଷ୍ଟବଳ ନିଲମ୍ବିତ

ଶ୍ରୀମନ୍ଦିରରେ ଜଣେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ଓଜଈ କନେଷ୍ଟବଳ ଛୁକେଶ ମେହେର ନିଲମ୍ବିତ । ପୁରୀ ଏସ୍ପି ସାର୍ଥକ ଷଡ଼ଙ୍ଗୀ ତାଙ୍କୁ ନିଲମ୍ବନ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଯାଜପୁରରୁ ନାବାଳିକା ଜଣଙ୍କ ପରିବାର ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ । ଜୟବିଜୟ ଦ୍ୱାର ବାହାର କାଠ…

ବୈବାହିକ ଜୀବନରେ ହେଉଛି କି ସମସ୍ୟା? ସମାଧାନ୍

ଶିବଶଙ୍କରଙ୍କ ପୂଜା କରିବା ଦ୍ବାରା ସମସ୍ତ କଷ୍ଟର ନିବାରଣ ଜଲଦି ହୋଇଥାଏ ଏବଂ ଏମିତି ମଧ୍ୟ କୁହାଯାଏ ଯେ ଭଗବାନ ଶିବଙ୍କୁ ମନଧ୍ୟାନ ଦେଇ ପୂଜା କରିବା ଦ୍ବାରା ସେ ଜଲଦି ପ୍ରସନ୍ନ ହୋଇଯାନ୍ତି ଏବଂ ବରଦାନ ମଧ୍ୟ ଦିଅନ୍ତି। ଭଗବାନ ଶିବଙ୍କ ସାମ୍ନାରେ କରାଯାଇଥିବା ଏକ ଉପାୟ ବହୁତ ଭଲ ପ୍ରମାଣିତ…

ଭେଣ୍ଟିଲେଣ୍ଟରରେ ଅଭିନେତା କାଦର ଖାନ

ବଲିଉଡରେ ହସେଇ ହସେଇ ବେଦମ କରୁଥିବା ଏହି କମେଡିଆନ ଏବଂ ଅଭିନେତା କାଦର ଖାନ ଆଜି ଚୁପ୍ ଅଛନ୍ତି। ୮୧ ବର୍ଷର କାଦର ଖାନ ବର୍ତ୍ତମାନ ପ୍ରୋଗ୍ରେସିବ ସୁପ୍ରାନ୍ୟୂକ୍ଲିୟର ପାଲ୍ସୀ ଡିସଅର୍ଡର ନାମକ ଏକ ଗମ୍ଭୀର ରୋଗରେ ଆକ୍ରାନ୍ତ ଅଛନ୍ତି। ତାଙ୍କ ମସ୍ତିଷ୍କ କାମ କରିବା ବନ୍ଦ କରିଦେଇଛି। ଏହାପରେ…

ରୌପ୍ୟ ବିଜୟୀ ସ୍କୁଲ ଗେମ ଟେନିସ ବଲ କ୍ରିକେଟ ଦଳକୁ ସମ୍ବର୍ଦ୍ଧନା

ଭୁବନେଶ୍ବର: ନିକଟରେ ମଧ୍ୟପ୍ରଦେଶର ନିମଛ ଠାରେ ଅନୁଷ୍ଠିତ ୬୪ତମ ଜାତୀୟ ସ୍କୁଲ ଗେମ୍ ଟେନିସ ବଲ ଚମ୍ପିୟାନସିପରେ ରନର୍ସଅଫ୍ ଓଡ଼ିଶା ଦଳକୁ ଆଜି ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଓଡ଼ିଆ ଦଳ ହରିଆନା ଠାରୁ ଫାଇନାଲରେ ପରାସ୍ତ ହୋଇ ପ୍ରଥମ ଥର ପାଇଁ ରନର୍ସଅଫ୍ ହୋଇଛି। ଏହି ସଫଳତା ସହ ଦଳ…

ରୋଗରୁ ମୁକ୍ତି ପାଇଁ ଖାଆନ୍ତୁ ରସୁଣ

ଖାଲି ପେଟରେ ଏକ କୋଲା ଖାଇଲେ ବହୁ ରୋଗ ବେମାରୀରୁ ସହଜରରେ ମୁକ୍ତି ମିଳିଥାଏ । ନିୟମିତ ଖାଦ୍ୟରେ ରସୁଣ ସାମିଲ କରିବା ଦ୍ୱାରା କେବଳ ଥଣ୍ଡା ରୋଗରୁ ମୁକ୍ତି ମିଳିନଥାଏ ଅଧିକାଂଶ ରୋଗରୁ ମଧ୍ୟ ଆରାମ ମିଳିଥାଏ । ରସୁଣର ଫାଇଦା ବିଷୟରେ ଆୟୁର୍ବେଦ ସହିତ ଏଲୋପାଥିକ ଚିକିତ୍ସାରେ ମଧ୍ୟ ବର୍ଣ୍ଣନା…

ତେଲେଙ୍ଗାନାରେ ଫସିଥିବା ୧୭ ଜଣ ଯୁବତୀ ଉଦ୍ଧାର

କୋରାପୁଟ: ଦାଦନ ଖଟିବାକୁ ଯାଇ ତେଲେଙ୍ଗାନାରେ ଫସିଥିବା ୧୭ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି।  ଲକ୍ଷ୍ମୀପୁର ପୁଲିସ୍‌ ଓ ଶ୍ରମ ଅଧିକାରୀ ସେମାନଙ୍କୁ ଉଦ୍ଧାର କରିଛନ୍ତି। ଉଦ୍ଧାର ଯୁବତୀମାନେ ହେଲେ କୋରାପୁଟ ଜିଲ୍ଲା ପିପଲପଦର ପଞ୍ଚାୟତର ପିକ୍ସାଡାଙ୍ଗ ଓ ଚୁଚୁକଣା ଗାଁର। ତିନି ମାସ…

ଆଉ ନାହାନ୍ତି ଦ୍ୱିତୀୟ ବିଶ୍ୱଯୁଦ୍ଧର ଭେଟରାନ୍‌ ତଥା ଆମେରିକାର ବୟୋଜ୍ୟେଷ୍ଠ ବ୍ୟକ୍ତି

ୱାଶିଂଟନ୍‌: ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ପକ୍ଷରୁ ଲଢ଼େଇ କରୁଥିବା ରିଚାର୍ଡ ଓଭରଟନ୍‌ ଶୁକ୍ରବାର ବିଳମ୍ବିତ ରାତିରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୧୧୨ ବର୍ଷ ହୋଇଥିଲା। ସେ ଆମେରିକାର ସବୁଠାରୁ ବୟୋଜ୍ୟେଷ୍ଠ ବ୍ୟକ୍ତିଥିଲେ।