ଦୁର୍ଘଟଣାରେ ବାଇକି ଚାଳକର ମୃତ୍ୟୁ
ପିପିଲି: ପୁରୀ ଭୂବନେଶ୍ବର ଜାତୀୟ ରାଜପଥର ଗୁଡିଆ ପୋଖରୀ ଛକ ନିକଟରେ ଏକ ବାଇକି ଚଳାଇ ଆସୁଥିବା ଯୁବକଟି ଡିଭାଇଡରରେ ପିଟି ହୋଇ ଗୁରୁତର ଅବସ୍ଥା ତଳେ ପଡିଥିଲା । ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଓ ଉତ୍ତରା ଫାଣ୍ଡି ଅଧିକାରି ପହଂଚି ଗୁରୁତର ଯୁବକଟିକୁ ୧୦୮ ଆମ୍ବୁଲାନ୍ସ ଯୋଗେ କ୍ଯାପିଟାଲ…
