Odia News Portal
Yearly Archives

2018

ସୂଚନା କମିଶନ ତଥ୍ୟ ପାଇଁ ସୁପି୍ରମକୋର୍ଟର ନିଦେ୍ର୍ଧଶ

ସୂଚନା କମିଶନ ଗଠନ ପ୍ରକ୍ରୀୟାରେ ଅବହେଳା ପାଇଁ ସୁପି୍ରମକୋର୍ଟ ୮ଟି ରାଜ୍ୟକୁ କାରଣ ଦର୍ଶାଇବା ପାଇଁ ନୋଟିସ ଜାରୀ କରିଛନ୍ତି । ସପ୍ତାହକ ମଧ୍ୟରେ ସମସ୍ତ ରାଜ୍ୟ ଏ ସମ୍ପର୍କରେ ସୁପି୍ରମକୋର୍ଟକୁ ତଥ୍ୟ ଯୋଗାଇଦେବା ପାଇଁ ନିଦେ୍ର୍ଧଶ ଦେଇଛନ୍ତି ।ଏହି ରାଜ୍ୟ ଗୁଡିକ ମଧ୍ୟରେ ପଶ୍ଚିମବଙ୍ଗ,…

ଏଣିକି ଆହାର ଜରିଆରେ ଅନଲାଇନରେ ହୋଇପାରିବ ଦାନ

ଭୁବନେଶ୍ବର () ଏଣିକି ପୌରାଞ୍ଚଳରେ ଡାକ୍ତରଖାନା ନିକଟରେ ଥିବା ଆହାର କେନ୍ଦ୍ରରେ ରାତ୍ରି ମଧ୍ୟ ମିଳିବ ଖାଦ୍ୟ । ଆସନ୍ତା ଜାନୁଆରୀ ପହିଲାରୁ ଏହି ନୂଆ ବ୍ୟବସ୍ଥା ଆରମ୍ଭ ହେବ । ଡାକ୍ତରଖାନାରେ ରହୁଥିବା ରୋଗୀଘ୍କ ସମ୍ପର୍କୀୟଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଡାକ୍ତାରଖାନାରେ ଥିବା ଆହାର…

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ କେନ୍ଦ୍ରୀୟ ଅବହେଳା

କେନ୍ଦ୍ର ସରକାର ପ୍ରାକୃତିକ ବିପର୍ଯ୍ୟୟ ପାଇଁ ତିନୋଟି ରାଜ୍ୟକୁ ଆର୍ଥିକ ସହାୟତା ମଂଜୁର କରିଥିବା ବେଳେ ଓଡିଶାକୁ କୌଣସି ସହାୟତା ମଂଜୁର କରିନାହାନ୍ତି । ଓଡିଶାରେ ତିତିଲି ଭଳି ପ୍ରାକୃତିୟ ବିପର୍ଯ୍ୟୟ ଘଟି ବ୍ୟପକ କ୍ଷୟକ୍ଷତି ହୋଇଥିଲେ ମଧ୍ୟ କେନ୍ଦ୍ର ସରକାର ଏ ସମ୍ପର୍କରେ ଓଡିଶାକୁ ଅବହେଳା…

ବିଜେତଳା ଉପନିର୍ବାଚନରେ ରିଗିଂ ଅଭିଯୋଗ  

ମୟୁରଭଂଜ ଜିଲ୍ଲା ବିଜେତଳା ପଂଚାୟତର ୩୨ନମ୍ବର ଜିଲ୍ଲା ପରିଷଦ  ଉପ ନିର୍ବାଚନରେ ବୁଥ ରିଗିଂ ହୋଇଥିବା ସମ୍ପର୍କରେ ବିଜେପି ଅଭିଯୋଗ କରି ନିର୍ବାଚନକୁ ବାତିଲ କରିବା ପାଇଁ ଦାବି କରିଛି । ଆସନ୍ତାକାଲି ହେବାକୁ ଥିବା ଭୋଟ ଗଣତି ବନ୍ଦ କରିବା ପାଇଁ ବିଜେପି ପକ୍ଷରୁ ରାଜ୍ୟ ନିର୍ବାଚନ କମିଶନକୁ…

ଓଡିଶା ଆସିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୪ତାରିଖ ଦିନ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି । ସେ ସେଦିନ ଖୋର୍ଦ୍ଧା ଠାରେ ଆୟୋଜିତ ଏକ ସମାବେଶରେ ଯୋଗ ଦେବେ ବୋଲି ଜଣାପଡିଛି ।ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ରାଜ୍ୟ ବିଜେପି ଚଳଚଂଚଳ ହୋଇପଡିଛି ।

ସବୁ ଜିଲ୍ଲାରେ ବିକ୍ଷୋଭ କରିବ ମହିଳା ମୋର୍ଚ୍ଚା

ଆସନ୍ତାକାଲି ଓ ୮ ତାରିଖ ଦୁଇ ଦିନ ଧରି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ରାଜ୍ୟର ୩୦ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯିବ । ସେଲଟର ହୋମ ଗୁଡିକରେ ଚାଲିଥିବା ନିର୍ଯାତନା ପ୍ରତିବାଦରେ ଏହି ବିକ୍ଷୋଭ କରାଯିବ ବୋଲି ବିଜେପି…

ଜେଲ ଯନ୍ତ୍ରଣାରୁ ମୁକୁଳିବେ ଆୟାର

ଓଡିଶାର କଳା ସଂସ୍କୃତି ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇ ଦୀର୍ଘ ଏକମାସରୁ ଉର୍ଦ୍ଧ ହେଲା ଜେଲ ଭୋଗୁଥିବା ଅଭିଜିତ ଆୟାରଙ୍କୁ ଶେଷରେ ଜାମିନ ମିଳିଛି । ଏଥର ସେ ଜେଲ ଯନ୍ତ୍ରଣାରୁ ମୁକ୍ତି ପାଇବେ । କୋଣାର୍କ ଜେଏମଏଫସି କୋର୍ଟ ଆଜି ତାଙ୍କୁ ସର୍ତମୂଳକ ଜାମିନ ମଂଜୁର କରିଛନ୍ତି । ଏହି ସର୍ତ…

ରିଲିଜ ହେଲେ ସିମ୍ବାର ଗୀତ

ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ଆଗାମୀ ଫିଲ୍ମ ସିମ୍ଭାର ଏକ ଗୀତ ରିଲିଜ ହୋଇଛି । କହିବାକୁ ଗଲେ ବର୍ତ୍ତମାନର ରିମେକ୍ ଯୁଗରେ ସାମିଲ ହୋଇଛି ଆଉ ଏକ ରିମେକ୍ ଗୀତ। ଏଥିରେ ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସୁଥିବା ରଣବୀର ସିଂ ଏବଂ ସାରା ଅଲ୍ଲି ଖାନଙ୍କୁ ଦେଖିବାକୁ ମିଳିଛି। ଖାଲି ତାହା ନୁହଁ…

ଶଙ୍ଖ ଧରିଲେ ଚକ୍ରଧର ପାଇକ

ବିଜେଡିରେ ଯୋଗ ଦେଲେ ଚକ୍ରଧର ପାଇକ ।ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶତାଧିକ ସମର୍ଥକଙ୍କ ସହ ଚକ୍ରଧର ପାଇକ ବିଜେଡିରେ ଯୋଗ ଦେଇଛନ୍ତି। ଏହାକୁ ସେ ଘର ବାହୁଡ଼ା ବୋଲି କହିଛନ୍ତି। ଚକ୍ରଧର କହିଛନ୍ତି, ୧୯୭୪ ମସିହାରେ ଯେତେବେଳେ ବିଧାୟକ ଥିଲି, ସେତେବେଳେ…

ଦୁଇଦିନିଆ ଗସ୍ତରେ ଆସିବେ କଂଗ୍ରେସ ସଭାପତି

ଚଳିତ ମାସ ଶେଷ ସପ୍ତାହରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ । ଦୁଇଦିନିଆ ଗସ୍ତରେ ଆସିବେ କଂଗ୍ରେସ ସଭାପତି ଉପକୂଳ, ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ରାହୁଲ ବିଭିନ୍ନ ସଭାରେ ଯୋଗ ଦେବେ । ସେଠାରେ କର୍ମୀଙ୍କ ଯୋଶ ବଢ଼ାଇବା ପାଇଁ ଉଦବୋଧନ ଦେବେ ରାହୁଲ । ତେବେ କେତେ ତାରିଖରେ ସେ ଓଡିଶା ଆସିବେ ତାହା…