ଓଡ଼ିଆ ପୁଅ ଶିବ ସୁନ୍ଦର ସ୍ବାଇଁଙ୍କୁ ସମାଜ ସେବା କ୍ଷେତ୍ରରେ ଡକ୍ଟରେଟ ଉପାଧି
ଭୁବନେଶ୍ବର : ଓଡିଶା ମାଟିର ଓଡ଼ିଆ ପୁଅ ଶ୍ରୀଯୁକ୍ତ ଶିବ ସୁନ୍ଦର ସ୍ୱାଇଁଙ୍କୁ ସମାଜ ସେବା କ୍ଷେତ୍ରରେ ବିଶ୍ୱ ସ୍ତରରେ ଏକ କାର୍ଯ୍ୟକ୍ରମ ସମୟରେ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି । ଭୁବନେଶ୍ୱର ଶିଶୁପାଳଗଡ଼ର ଡ଼.ଶିବ ସୁନ୍ଦର ସ୍ୱାଇଁ ନିଜର ଜୀବନକୁ ସମାଜ ସେବା କ୍ଷେତ୍ରରେ ସମର୍ପଣ…
