Odia News Portal
Yearly Archives

2018

ଫୟାଜ୍ ରେହମାନ ଖୋଲିଲେ ବିଦେଶୀ ଲିଙ୍କ୍ ଗୁମର

ଢେଙ୍କାନାଳ ସେଲଟର୍ ହୋମ୍ କେଳେଙ୍କାରୀ ମାମଲାରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ସତ କାହାଣୀ । ଏହି ମାମଲାର ଅଭିଯୁକ୍ତ ଫୟାଜ ରେହମାନଙ୍କ ରିମାଣ୍ଡର ଆଜି ହେଉଛି ଦ୍ୱିତୀୟ ଦିନ । ତେବେ ଜେରା ବେଳେ ଗୁଡ୍ ନ୍ୟୁଜ୍ ଚେୟାରମ୍ୟାନ୍ ଫୟାଜ୍ ରେହମାନ ଚାଞ୍ଚଲ୍ୟକର ବୟାନ୍ ଦେଇଛନ୍ତି । ସେଲଟର…

ଅଭିଜିତଙ୍କୁ କ୍ଷମାରେ କିଏ ମୁଖ୍ୟମନ୍ତ୍ରୀଙ୍କୁ ବିଶାଳ ହୃଦୟର ନବୀନ ବୋଲି କହିଲେ ପଢନ୍ତୁ …

ଭୁବନେଶ୍ୱର () ଅଭିଜିତ ଆୟାର ମିତ୍ରଙ୍କୁ ରାଜ୍ୟ ସରକାର କ୍ଷମା କରିବା ଏବଂ ତାଙ୍କ ବିରୋଧରେ ମାମଲା ପ୍ରତ୍ୟାହାର କରିବା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ବିଶାଳ ଓ ମହାନ ହୃଦୟର ପରିଚୟ । ଏକଥା ଖୋଦ ଅଭିଜିତଙ୍କ ଓକିଲ ତଥା ବିଶିଷ୍ଟ ଆଇନଜୀବୀ ସୁବ୍ରମଣୀୟମ ସ୍ୱାମୀ କହିଛନ୍ତି ।…

ସମ୍ପର୍କ ଭାଙ୍ଗିଲେ କଷ୍ଟ କାହିଁକି ହୁଏ? ଜାଣନ୍ତୁ

ମଣିଷର ଯେତେବେଳେ ପ୍ରେମ ସମ୍ପର୍କ ଭାଙ୍ଗିଯାଇଥାଏ ।ସେତେବେଳେ ସେ ମନ କଷ୍ଟ ହେବା, ମନ ଦୁଃଖ କରିବା, ମନ ଭାଙ୍ଗିବା . . . . ଆପଣ କେବେ ନା କେବେ ଏହି ଶବ୍ଦର ବ୍ୟବହାର ନିଶ୍ଚୟ କରିଥିବେ । ତେବେ କିଛି ଲୋକ ଏହାକୁ କେବଳ କହିବା କଥା ଭାବନ୍ତି । ହେଲେ କେବେ ଆପଣ ଚିନ୍ତା କରିଛନ୍ତି ସମ୍ପର୍କ…

ଫସିଗଲେ ସିରିଏଲ କିସର

ବିବାଦ ଘେରରେ ବଲିଉଡର ସିରିଏଲ କିସର । ସେ ମର୍ଡର୍, ଓ୍ଵାପସ ଅପଅନ୍ ଏ ଟାଇମ୍ ଇନ୍ ମୁମ୍ବାଇ, ବାଦଶାହୋ ଏବଂ ଦ ଡାର୍ଟି ପିକଚର୍ ଭଳି ସିନେମାରେ ବହୁ ସିନେମାରେ ନାୟକଭାବେ ନଜର ଆସିଛନ୍ତି। ଆଜିକାଲି ‘ଚିଟ୍ ଇଣ୍ଡିଆ’ ଟାଇଟଲରେ ନିର୍ମିତ ଏକ ହିନ୍ଦୀ ଫିଲ୍ମର ବିବାଦରେ ଫସିଯାଇଛନ୍ତି। ଦିଲ୍ଲୀର…

ଅଭିଜିତଙ୍କୁ କ୍ଷମା

ଭୁବନେଶ୍ୱର () ରାଜ୍ୟ ସରକାର ଅଭିଜିତ ଆୟାର ମିତ୍ର ବିରୋଧରେ ସମସ୍ତ ମାମଲା ପ୍ରତ୍ୟାହାର କରିଛନ୍ତି । ଏ ସମ୍ପର୍କରେ ଗୃହ ବିଭାଗ ପକ୍ଷରୁ ନିର୍ଦେଶନାମ ପ୍ରକାଶ ପାଇଛି । ଅଭିଜିତ ଆୟାର ଏଥିପାଇଁ ରାଜ୍ୟ ସରକାରଙ୍କୁ ଅପିଲ କରିଥିଲେ । ଅଭିଜିତ ଓଡିଶା ଏବଂ ବିଧାୟକଙ୍କ ସମ୍ପର୍କରେ ଦେଇଥିବା…

ମୋଦିଙ୍କୁ ନବୀନ କି ଚିଠି ଲେଖିଲେ, ଜାଣନ୍ତୁ

ଭୁବନେଶ୍ବର () ମହିଳାଙ୍କ ପାଇଁ ସଂସଦରେ ଏବଂ ରାଜ୍ୟ ବିଧାନସଭାରେ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ପାଇଁ ସଂସଦରେ ଏକ ବିଲ ଆଗତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ନାରୀ ସଶକ୍ତିକରଣର ନେତୃତ୍ବ ନେବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାତ୍ମା ଗାନ୍ଧୀ ସବୁ…

ସବୁ ପଂଚାୟତରେ ହେବ ମିଶନ ଶକ୍ତି ଗୃହ

ଭୁବନେଶ୍ବର () ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 5ଟି ଜିଲ୍ଲାର 7ଟି ବ୍ଲକ ପାଇଁ 26.86 କୋଟି ଟଙ୍କାର ପ୍ରକଳ୍ପ ମଂଜୁର କରିଛନ୍ତି । ଏହି ବ୍ଲକ ଗୁଡିକ ହେଲା ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି, ଜଗତସିଂହପୁର ଜିଲ୍ଲାର ଏରସମା, ମୟୁରଭଂଜ ଜିଲ୍ଲାର…

ଦୌରାଜଜଙ୍କୁ କୋର୍ଟରେ ପୁରାଇ ଦେଲେନି ଆଇନଜୀବି ପଢନ୍ତୁ…

ହାଇକୋର୍ଟ ସ୍ଥାୟୀ ବେଂଚ ଦାବିରେ ଗତକାଲି ୨୪ଘଂଟିଆ ବନ୍ଦ୍ ପରେ ଆଜିଠାରୁ ୧୦ଦିନିଆ କାର୍ୟ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛି ବଲାଙ୍ଗୀର ଓକିଲ ସଂଘ । କୋର୍ଟରେ ଯୋଗ ଦେବା ପାଇଁ ଦୌରାଜଜ୍ ଆସିଥିବାବେଳେ ତାଙ୍କ ଗାଡିକୁ ଅଟକାଇଥିଲେ ଆନ୍ଦୋଳନ ରତ ଆଇନଜୀବି । ତାପରେ ସେ ଫେରିଯାଇଥିବା ଜଣାପଡିଛି ।…

ପୁଅଙ୍କ ରାଜନୈତିକ ଭବିଷ୍ୟତ ପାଇଁ ବାପା ଚିନ୍ତାରେ …

ଭୁବନେଶ୍ବର (): ଗୋଟେପଟେ ଝାରସୁଗୁଡା ବିଧାୟକ ନବ ଦାସ ବିଜେଡିକୁ ଆସିବାକୁ ସଜବାଜ ହେଉଛନ୍ତି, ଅନ୍ୟପଟେ ଦଳର କିଛି ବରିଷ୍ଠ ନେତା ନିଜ ପୁଅମାନଙ୍କ ରାଜନୈତିକ ଭବିଷ୍ୟତ ପାଇଁ ଚିନ୍ତିତ ହୋଇପଡିଛନ୍ତି । କାରଣ ଚର୍ଚ୍ଚା ହେଉଛି ନବ ଦାସ ବିଜେଡିକୁ ଆସିବାଲାଗି ନିଜ ପାଇଁ ଓ ନିଜ ପୁଅପାଇଁ ଟିକଟ…

ଦିଲ୍ଲୀକୁ ୨୫କୋଟି ଜରିମାନା

ପ୍ରଦୂଷଣ ରୋକିବା ଦିଗରେ ସରକାର ବଳିଷ୍ଠ ପଦକ୍ଷେପ ଗ୍ରହଣ କରିନଥିବାରୁ ଆଜି ଏନଜିଟି ଦିଲ୍ଲୀ ସରକାରଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଦେଶର ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ଉପରେ ରୋକ ଲଗାଇବାରେ ଅସଫଳ ହେବା ପରେ ଜାତୀୟ ହରିତ୍ ନ୍ୟାୟାଧିକରଣ ଦିଲ୍ଲୀ ସରକାର ଉପରେ ୨୫…