Odia News Portal
Yearly Archives

2018

ନବ ବିବାହିତା ପି୍ରୟଙ୍କା

ଯୋଧପୁର ଉମେଦ ଭବନରେ ଗତକାଲି ହିନ୍ଦୁ ରୀତି ନୀତି ଅନୁଯାୟୀ ଏହି ଦେଶୀ ଗାର୍ଲ ଓ ବିଦେଶୀ ବଏଙ୍କର ବିବାହ ହୋଇଥିଲା । ପୂର୍ବ ଦିନ ଉଭୟ ଖ୍ରୀଷ୍ଟିଆନ୍ ଧର୍ମ ଅନୁସାରେ ବାହା ହୋଇଥିଲେ । ବଲିଉଡ୍ର ଅନେକ ସେଲିବ୍ରିଟି ଏଥିରେ ଯୋଗ ଦେଇଥିଲେ । ବରବଧୂ ଆଜି ସେଠାରୁ ଫେରିଛନ୍ତି । ଫେରିବା ବେଳେ…

ପୋଲିସ ଅସ୍ତ୍ରାଗାରରୁ ଚୋରୀର ତଦନ୍ତ

ସୁନ୍ଦରଗଡ ଜିଲ୍ଲା ପୋଲିସ ଅସ୍ତ୍ରାଗାରରୁ ଗୁଳି ଚୋରୀ ଘଟଣାରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଏବଂ ଗିରଫ ବ୍ୟକ୍ତି ଜଣଙ୍କ ଜଣେ କାର୍ଯ୍ୟରତ ପୋଲିସ କର୍ମଚାରୀ ବୋଲି ଜଣାପଡିଛି । ଅସ୍ତ୍ରାଗାର ଗୁଳି ଓ ଅନ୍ୟାନ୍ୟ ମାଗାଜିନ କିଭଳି ଜୋରି ହେଲା ସେ ସମ୍ପର୍କରେ ନିଜେ ପଶ୍ଚିମାଂଚଳ ଡିଆଇଜି…

ମାଓ ସଂଗଠନରେ ମହିଳା କ୍ୟାଡରଙ୍କୁ ନିର୍ଯାତନା

ମାଓବାଦୀଙ୍କ ଦ୍ୱାରା ନିର୍ଯାତୀତ ହେବା ପରେ ଜଣେ ହାର୍ଡକୋର ମହିଳା ମାଓବାଦୀ ମାଲକାନାଗିରି ଏସପିଙ୍କ ନିକଟରେ ଆଜି ଆତ୍ମସମର୍ପଣ କରିଛନ୍ତି । ଏହି ମହିଳା ମାଓବାଦୀ ଜଣଙ୍କ ୨୦୧୪ମସିହାରୁ ମାଓ ସଂଗଠନରେ ସାମିଲ ହୋଇଥିଲେ ଏବଂ ତାଙ୍କୁ ଧରାଇଦେବା ପାଇଁ ୧ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା…

ରାକ୍ଷୀଙ୍କ ଆଉ ଏକ ଡ୍ରାମା

ଡିସେମ୍ବର ୩୧ରେ ଦୀପକ୍ ମଲାଲଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବେ ରାକ୍ଷୀ ସାୱନ୍ତ । ବିବାହ କାର୍ଡ ମଧ୍ୟ ଇନଷ୍ଟାଗ୍ରାମ୍ ପେଜରେ ସେୟାର୍ କରିସାରିଛନ୍ତି ରାକ୍ଷୀ । ତେବେ ରାକ୍ଷୀଙ୍କ ବିବାହ କାର୍ଡକୁ ନେଇ ଚର୍ଚ୍ଚା ଧମି ନଥିବା ବେଳେ ଆଉ ଏକ ଝଟକା ଦେଇଛନ୍ତି ଡ୍ରାମା କୁଇନ୍ । ବିବାହ…

ମାଗଣା ୱାଇଫାଇର ବ୍ୟବହାର କରି କୁଲିରୁ ପ୍ରଶାସକ … ଜାଣନ୍ତୁ କେମିତି

କେରଳ () ସବୁ ସଫଳ ବ୍ୟକ୍ତିଙ୍କ ପଛରେ କିଛି ନା କିଛି ଦୁଃଖଭରା ଇତିହାସ ରହିଛି । କିଏ ଆର୍ଥିକ ଅନାଟନ କିମ୍ବା ପ୍ରତିକୂଳ ସାମାଜିକ ସ୍ଥିତି ମଧ୍ୟରେ ସଂଘର୍ଷ କରି ସଫଳତା ପାଇଛି ତ କିଏ ନିଜର କଠିନ ପରିଶ୍ରମ ଓ ଅଧ୍ୟବସାୟ ଯୋଗୁଁ ସଫଳତା ପାଇଛି । ଏମିତି କିଛି ବ୍ୟକ୍ତିଙ୍କ ମଧ୍ୟରୁ କେ.…

ଝାରସୁଗୁଡାରୁ ଉଡିବ ବିମାନ

ଆସନ୍ତା ଜାନୁଆରୀ ସୁଧା ଝାରସୁଗୁଡା ବିମାନବନ୍ଦରରୁ ବିମାନ ଉଡାଣ ଆରମ୍ଭ ହେବ ବୋଲି କେନ୍ଦ୍ର ବେଶାମରୀକ ବିମାନ ଚଳାଚଳ ବିଭାଗ ଯୁଗ୍ମ ସଚିବ ଶ୍ରୀମତୀ ଉଶା ପାଢି କହିଛନ୍ତି । ଆଜି ରାଜ୍ୟ ସଚିବାଳୟ ଠାରେ କେନ୍ଦ୍ର ବେଶାମରୀକ ବିମାନ ଚଳାଚଳ ବିଭାଗର କର୍ମକର୍ତ୍ତା ଏବଂ ରାଜ୍ୟ ସରକାରଙ୍କ ସହିତ…

ପୋଲାଭରମ ଶୁଣାଣି ଜାନୁଆରୀକୁ ଘୁଂଚିଲା

ପୋଲାଭରମ ପ୍ରକଳ୍ପକୁ ନେଇ ଉଭୟ ଓଡିଶା ଓ ଛତିଶଗଡ ପୂର୍ଣ୍ଣାଙ୍ଗ ତଥ୍ୟ କୋର୍ଟରେ ଦାଖଲ କରିବା ପାଇଁ ସୁପି୍ରମକୋର୍ଟ ଏହି ଦୁଇ ରାଜ୍ୟକୁ ନିଦେ୍ର୍ଧଶ ଦେଇଛନ୍ତି ଓ ଆସନ୍ତା ଜାନୁଆରୀ ପ୍ରଥମ ସପ୍ତାହକୁ ଏହାର ପରବର୍ତୀ ଶୁଣାଣି ହେବ ବୋଲି କହିଛନ୍ତି । ତେବେ ଏହି ପ୍ରକଳ୍ପ କାର୍ଯ୍ୟରେ ସ୍ଥଗିତାଦେଶ…

ଜିଅନ୍ତା ଜାଳିଦେଲେ ବୋହୂକୁ

ଯୌତୁକ ପାଇଁ ଗୋଡହାତ ବାନ୍ଧି କିରୋସିନ ପକାଇ ଜାଳିଦେଇଥିବା ଘଟଣା ସାମ୍ନାକୁ ଆସିଛି । ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ବାଲିସୁଆ ଗାଁରେ । ଘରେ ସ୍ୱାମୀ ନଥିବା ବେଳେ ଶାଶୁ ଏବଂ ତିନି ନଣନ୍ଦ ଏଭଳି କାଣ୍ଡ କରିଥିବା କଥା ଜଣାପଡିଛି । ମୃତ…

ବିମାନବନ୍ଦରରେ ତୃତୀୟ ଟରମିନାଲ ହେବ

ଭୁବନେଶ୍ୱର ଆନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ତୃତୀୟ ଟରମିନାଲ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହେବ ଏବଂ ଏ ବାବଦରେ ୯୩୦କୋଟ ଟଙ୍କା ଖର୍ଚ୍ଚ ହେବ ବୋଲି ବେସାମରିକ ବିମାନ ଚଳାଚଳ କେନ୍ଦ୍ରୀୟ ୟୁନିୟନର ସେକ୍ରେଟାରୀ ସୂଚନା ଦେଇଛନ୍ତି । ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଘୋଷଣା ହେବା…

ଅସଦାଚରଣ ପାଇଁ ମାଡ ଖାଇଲା ପିଅନ

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅଦାଚରଣ କରିବା ଅଭିଯୋଗରେ ସ୍କୁଲର ପ୍ରଧାନଶିକ୍ଷକ ଓ ପିଅନକୁ ନିସ୍ତୁକ ପିଟିଛନ୍ତି ଗ୍ରାମବାସୀ। ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ ୧୦୦ ଶଯ୍ୟା ବିଶିଷ୍ଟ ଆଦିବାସୀ ଛାତ୍ରୀ ନିବାସରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଅଭିଯୁକ୍ତ ପିଅନଙ୍କ ନାଁ ରବୀନ୍ଦ୍ର ସାହୁ। ପୁଲିସ…