Odia News Portal
Yearly Archives

2018

ଶେଷ ହେଲା ବାଲିଯାତ୍ରା

ସରିଗଲା ଐତିହାସିକ ବାଲିଯାତ୍ରା । ଗଲା ଦଶ ଦିନ ଧରି ମହାନଦୀର ଗଡ଼ଗଡ଼ିଆ ଘାଟରେ ଚାଲିଥିବା ଐତିହାସିକ କଟକ ବାଲିଯାତ୍ରା ଗତକାଲି ଶେଷ ହୋଇଛି। ଶେଷ ଦିନ ରବିବାର ପଡ଼ିଥିବାରୁ ଲୋକ ଭିଡ଼ ସବୁ ରେକର୍ଡ ଟପି ଯାଇଛି। ଦିନ ଗୋଟାଏ ବେଳକୁ ଭିଡ଼ ଆରମ୍ଭ ହୋଇଯାଇଥିବା ବେଳେ ଲୋକେ ବାଲିଯାତ୍ରା ପଡ଼ିଆ…

ସ୍ଥାୟୀ ବେଞ୍ଚ୍ ଦାବକୁ ନେଇ ୨୪ ଘଣ୍ଟା ବନ୍ଦ ଡାକରା

ସ୍ଥାୟୀ ବେଞ୍ଚ୍ ପୁନଃପ୍ରତିଷ୍ଠା ଦାବିରେ ଜିଲ୍ଲା ଓକିଲ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୨୪ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି ଓ ଏଥିଯୋଗୁ ବଲାଙ୍ଗିର ସହର ସମେତ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ଦୋକାନ-ବଜାର ବନ୍ଦ ରହିବା ସହିତ ଗାଡ଼ି ଚଳାଳଚଳ ବି ବନ୍ଦ ରହିଛି। ରେଳ ଚଳାଚଳ ବି ବନ୍ଦ…

ଓଡିଶାର ବିକାଶ ପାଇଁ ଡବଲ ଇଂଜିନ ଦରକାର

ଭୁବନେଶ୍ବର () ଓଡିଶାର ବିକାଶ ପାଇଁ ଲାଗିବ ଡବଲ ଇଂଜିନ । କେନ୍ଦ୍ରରେ ବିଜେପି ଓ ରାଜ୍ୟରେ ମଧ୍ୟ ବିଜେପି  । ଏଭଳି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  । କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦଳର ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ଫୋକସରେ ରହିଛି…

ସୋସିଆଲ ମିଡିଆରେ ସ୍ମାର୍ଟ ଫଟୋ ଚ୍ୟାଲେଞ୍ଜ

ଭୁବନେଶ୍ୱର () ହକି ବିଶ୍ୱକପ ପାଇଁ ରଙ୍ଗୀନ ଚିତ୍ର ସହ ରଂଗବିରଙ୍ଗୀ ଆଲୁଅରେ ଝଲସୁଛି ରାଜଧାନୀ ଭୁବନେଶ୍ୱର । କେଉଁଠି କାନ୍ଥରେ ରଙ୍ଗ ତୁଳୀର ସ୍ପର୍ଶରେ ଆକର୍ଷଣୀୟ ଚିତ୍ର ତା କେଉଁଠି ଏଲଇଡି ଲାଇଟ ସହରକୁ ଦେଇଛି ବିଶ୍ୱସ୍ତରୀୟ ଲୁକ । ଏଭଳି ସାଜସଜ୍ଜା ସ୍ମାର୍ଟ ସିଟିକୁ ସ୍ମାର୍ଟ ଲୁକ ବି…

ନବୀନ କାହିଁକି ଗରିବଙ୍କଠୁ ଯୁବକ ସଭିଙ୍କ ହୃଦୟ ସ୍ପନ୍ଦନ … ଦେଖନ୍ତୁ ଏହି ଗୀତକୁ

ଭୁବନେଶ୍ୱର () ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ରାଜ୍ୟର ସବୁ ବର୍ଗ ଓ ସବୁ ଶ୍ରେଣୀର ଲୋକଙ୍କ ହୃଦୟର ସ୍ପନ୍ଦନ । କାରଣ ସେ ପିଲାଙ୍କ ଠାରୁ ବୁଢାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ହସ ଫୁଟାଇଛନ୍ତି । ନିରାଶ୍ରୟକୁ ଆଶ୍ରୟ ଓ ଭୋକିଲା ପେଟକୁ ଦାନ ଦେଇଛନ୍ତି । ଅପହଞ୍ଚ ଇଲାକାକୁ ସେତୁ ସହ ବିକାଶ…

ଭୁବନେଶ୍ୱର ସିଟି ଫେଷ୍ଟିଭାଲର ରୋମାଞ୍ଚ

ଭୁବନେଶ୍ୱର () ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଓ ପର୍ଯ୍ୟଟନ ବିଭାଗର ମିଳିତ ଉଦ୍ୟମରେ ଆୟୋଜିତ ଡ଼ଟ ଫେଷ୍ଟ ବା ଭୁବନେଶ୍ୱର ସିଟି ଫେଷ୍ଟିଭାଲର ପ୍ରଥମ ସଂସ୍କରଣ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ସହ ଆଜି ଆରମ୍ଭ ହୋଇଛି । ଭୁବନେଶ୍ୱରରେ ଆୟୋଜିତ ହକି ବିଶ୍ୱକପ ସହ ତାଳ ଦେଇ ଆୟୋଜିତ ଏହି…

ବିଧାୟକଙ୍କ ଦୃଷ୍ଟି ପଡୁ …

ମାର୍ଶାଘାଇ () ମାର୍ଶାଘାଇ ବ୍ଲକ ବାଘଡ଼ିଆ ଗାଁର ମାନସ ବେହେରାଙ୍କ ଏକମାତ୍ର ଝିଅ ମାନିନୀର ଚିକିତ୍ସାରେ ବାଧକ ସାଜିଛି ଅର୍ଥ । ଜନ୍ମ ହେବାର ଦୁଇ ମାସ ପରେ ପୃଷ୍ଟିକର ଖାଦ୍ୟର ଅଭାବରୁ ମାନିନୀର ଶରୀର ଅସୁସ୍ଥ ହୋଇଥିଲା । ଏବେ ମାନିନୀକୁ 5 ବର୍ଷ ହେଲାଣି । ହେଲେ ହାତଗୋଡ ଚାଲୁନି । ତଳୁ…

ପାକିସ୍ତାନକୁ ହରାଇଲା ଜର୍ମାନ

ବହୁ ପ୍ରତୀକ୍ଷିତ ‘ପୁଲ-ଡି’ର ଦ୍ୱିତୀୟ ମ୍ୟାଚରେ ଶନିବାର ୧-୦ ଗୋଲରେ ପାକିସ୍ତାନକୁ ମାତ ଦେଲା ଜର୍ମାନ। ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ର ୮ମ ମ୍ୟାଚ୍ରେ ଉଭୟ ପାକିସ୍ତାନ ଏବଂ ଜର୍ମାନୀର ଖେଳାଳିମାନେ ଲଢୁଆ ପ୍ରଦର୍ଶନ କରିଛନ୍ତି। ଫଳରେ ପ୍ରଥମ କ୍ୱାର୍ଟରରେ କୌଣସି ଗୋଲ ହୋଇ ନଥିଲା। ସେହିଭଳି…

ବିୟରରେ ମୁହଁ ଧୁଅନ୍ତୁ

କେତେକ ଲୋକଙ୍କ ଅନୁଯାୟୀ ବିୟର ତାଙ୍କ ସ୍ବାସ୍ଥ୍ୟ ପାଇଁ ଭଲ ହୋଇଥାଏ ତ ଆଉ କେହି କହିଥାନ୍ତି ଏହା ସ୍ବାସ୍ଥ୍ୟକୁ ଖରାପ ପ୍ରଭାବ ପକାଇଥାଏ। ଏହି ଯୁକ୍ତି ସବୁବେଳେ ଲାଗିଥିବ କିନ୍ତୁ ଏହା ସତ ଯେ ବିୟରକୁ ବ୍ୟବହାର କରିବା ଦ୍ବାରା ବହୁତ ଲାଭ ମିଳିଥାଏ। ଆସନ୍ତୁ ଜାଣିବା କେମିତି ବିୟରକୁ ବ୍ୟବହାର…

ଫିଲ୍ମ ‘ଭାରତ୍’କୁ ନେଇ ବିବାଦରେ ସଲମାନ୍-କାଟି୍ରନା

ଦିଲ୍ଲୀସ୍ଥିତ ହୁମାୟୁନଙ୍କ ସମାଧି ପରିସରରେ ଥିବା ଇସା ଖାନ୍ଙ୍କ ସମାଧି ପାଖରେ ବଲିଉଡ ସୁପରଷ୍ଟାର ସଲମାନ୍ ଖାନ୍ ଓ କାଟ୍ରିନା କୈଫ୍ ସୁଟିଂ କରିଛନ୍ତି। ଏହାକୁ ନେଇ ବିବାଦ ଦେଖା ଦେଇଛି। ଐତିହାସିକ ଓ ପ୍ରାଚୀନତତ୍ତ୍ୱ ସଂରକ୍ଷକ ଏହି ବିଷୟରେ ଚିନ୍ତା ପ୍ରକଟ କରୁଛନ୍ତି। ସଲମାନ୍ ଓ କାଟ୍ରିନା…