Odia News Portal
Yearly Archives

2018

ବିଜେପିରେ ମିଶିଲେ ଅପରାଜିତା

ଆଜି ବିଜେପିରେ ଅନୁÂାନିକ ଭାବେ ଯୋଗ ଦେଇଛନ୍ତି ସ୍ୱେଚ୍ଛାକୃତ ଅବସର ନେଇଥିବା ଆଇଏଏସ୍ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ । ଦିଲ୍ଲୀରେ ଅମିତ ଶାହାଙ୍କ ଘରେ ବିଜେପିରେ ବହୁ ତୁଙ୍ଗ ନେତାଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ପୂର୍ବତନ ବ୍ୟୁରୋକ୍ରାଟ । ଗଣଶିକ୍ଷା ବିଭାଗର ସଚିବ ଏବଂ ଭୁବନେଶ୍ୱର ମହାନଗର…

ବିଏମଡବ୍ଲୁ୍ୟ ଚଢିଲେ ଦୂତୀ

ଦୌଡରାଣୀ ଦୂତୀ ଚାନ୍ଦଙ୍କ ସ୍ୱପ୍ନ ସାକାର ହୋଇଛି । ବିଳାସପୂର୍ଣ୍ଣ ବିଏମଡବ୍ଲୁ କାର୍ କିଣିଛନ୍ତି ଦୂତୀ । ଏହି ଅବସରରେ ସେ କହିଛନ୍ତି ଯେ, ପିଲାଦିନୁ ବିଏମଡବ୍ଲୁ କିଣିବା ପାଇଁ ଦେଖିଥିବା ସ୍ୱପ୍ନ ସତ ହୋଇଛି । ପିଲାଟି ଦିନରୁ ସେ ନିଜ ପାଇଁ ଏକ ବିଏମଡବ୍ଲୁ ଓ ମା, ବାପାଙ୍କ ପାଇଁ ଏକ ଘର…

ମୋଦି ଜଣାଇବେ ଶୁଭେଚ୍ଛା

ବଲିଉଡ୍ରେ ଗୋଟିଏ ପରେ ଗୋଟିଏ କାଳାକାରଙ୍କ ଘରେ ସାହାନାଈ ବାଜିବାରେ ଲାଗିଛି। ରଣବୀର ସିଂହ ଓ ଦୀପିକା ପାଦୁକୋନ ଇଟାଲିରେ ବିବାହ ବନ୍ଧନରେ ବାନ୍ଧି ହେବା ପରେ ଏବେ ବିବାହ କରିବାକୁ ଯାଉଛନ୍ତି ବଲିଉଡ୍ ଟର୍ଣ୍ଣଡ ହଲିଉଡ୍ ଷ୍ଟାର୍ ପ୍ରିୟଙ୍କା ଚୋପ୍ରା। ପ୍ରିୟଙ୍କା ତାଙ୍କ ଆମେରିକୀୟ ପ୍ରେମିକ…

ଭଣଜାକୁ ମାରିଦେଲା ମାମୁ

କଳାହାଣ୍ଡି ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଛି। ମାମୁ ଗୁଳିରେ ଜଣେ ସମ୍ପର୍କୀୟ ଭଣଜାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ କ୍ଷେତ୍ର ମାଝୀ। ତାଙ୍କ ଘର ବିଶ୍ୱନାଥପୁର ଥାନା ଅନ୍ତର୍ଗତ ମୁକୁନ୍ଦପୁର ଗାଁରେ। ସୂଚନା ଅନୁସାରେ, କ୍ଷେତ୍ର ଓ ତାଙ୍କ ମାମୁ ଟେକରା ମାଝି ବାର୍ହା ଶିକାର କରିବାକୁ…

କାମ ବିଗୁଡୁଛି କି ?

ହଠାତ୍ ବିନା କୌଣସି କାରଣରେ ସମସ୍ତ କାମ ବିଗିଡ଼ିବା ଆରମ୍ଭ ହୋଇଥାଏ। ଜୋତିଷ ଶାସ୍ତ୍ର ଅନୁଯାୟୀ କୌଣସି ବ୍ୟକ୍ତିଙ୍କର ନଜର ଲାଗିଥିଲେ ଏପରି ହୋଇଥାଏ। ଯେତେବେଳେ କିଏ ଆପଣଙ୍କର ସଫଳତା ଏବଂ ଖୁସି ଦେଖି ଇର୍ଷା କରିଥାନ୍ତି ଏବଂ ବାରମ୍ବାର ଆପଣଙ୍କ ବିଷୟରେ ଖରାପ ଚିନ୍ତା କରିଥାନ୍ତି ସେତେବେଳେ…

ଭାଗ୍ୟ ବଦଳେଇବ ମାଛ

ନିଜ ଘରର ଶୋଭା ବଢ଼ାଇବା ପାଇଁ ଆଜିକାଲି ପ୍ରାୟ ସମସ୍ତେ ନିଜ ଘରେ ଆକ୍ବାରିୟମ୍ ରଖିଥାନ୍ତି। ଏଥିରେ ରଙ୍ଗବେରଙ୍ଗ ମାଛ ଦେଖିଲେ ମନକୁ ଏକ ଅଦ୍ଭୁତ ଶାନ୍ତି ଅନୁଭୂତ ହୋଇଥାଏ। ତେବେ ଆପଣ ଜାଣିଛନ୍ତି କି, ଏହି ଆକ୍ବାରିୟମ ସହ ଜଡ଼ିତ ରହିଛି ଅନେକ ବାସ୍ତୁ ସମ୍ବନ୍ଧୀୟ ଜିନିଷ। ଏଥିରେ କିଛିଟା…

ପାଠ ପଢା ବୋଝରୁ ମିଳିବ ତ୍ରାହି

ଛୋଟ ଛୋଟ ସ୍କୁଲ ଛାତ୍ରଛାତ୍ରୀଙ୍କୁ ପାଠପଢ଼ା ଚାପରୁ ମୁକ୍ତି ଦେବାକୁ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ନୂଆ ନିୟମ ପ୍ରଣୟନ କରିଛି। ଏଣିକି ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ସ୍କୁଲଗୁଡ଼ିକ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ କୌଣସି ପ୍ରକାର…

ବିଜେପିରେ ଆଉ ରହିହେବନି

ଭୁବନେଶ୍ବର () ବିଜେପିର ଦୁଇ ବରିଷ୍ଠ ନେତା କେନ୍ଦ୍ରୀୟ ନେତୃତ୍ବ ଉପରେ ଅସନ୍ତୋଷ ପ୍ରକାଶ କରି ଦଳ ଛାଡିବେ । ଗତକାଲି ଦିଲ୍ଲୀପ ରାୟ ଏହାର ସୂଚନା ଦେଇସାରିଥିବା ବେଳେ ଆଜି ବିଜୟ ମହାପାତ୍ର ବି ସମାନ ପନ୍ଥା ଆପଣେଇବେ ବୋଲି ସଙ୍କେତ ଦେଇଛନ୍ତି । ବିଜେପିକୁ ଖୁବଶୀଘ୍ର କରିବେ ବାଏ ବାଏ।…

ମି-ଠୁ ଅଭିଯୋଗ ଉପରେ ବିନୀତାଙ୍କର ହେବ ଡାକ୍ତରୀ ମାଇନା

ଅକ୍ଟୋବର ୮ରେ ୰ମି ଠୁ ଅଭିଯାନର ଶିକାର ହୋଇଥିଲେ ବଲିଉଡ୍ ଅଭିନେତା ଆଲୋକ ନାଥ୍ । ଲେଖିକା ତଥା ପ୍ରଯୋଜିକା ବିନ୍ତା ନନ୍ଦା ଫେସ୍ବୁକ୍ ପୋଷ୍ଟ ଜରିଆରେ ତାଙ୍କ ବିରୋଧରେ ଦୁଷ୍କର୍ମର ଅଭିଯୋଗ ଆଣିବା ପରେ ଆଲୋକ ନାଥଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏ ନେଇ ମୁମ୍ବାଇ ପୁଲିସ କିଛି ଦିନ…

ନିପାତ ହେଲେ ୮ ମାଓବାଦୀ

ସୁକମା ଜିଲ୍ଲାରେ ପୋଲିସ ଓ ମାଓବାଦୀ ଗୁଳି ବିନିମୟରେ ୮ଜଣ ମାଓବାଦୀ ନିହତ ହୋଇଛନ୍ତି । ଏଥିରେ ୨ଜଣ ଜବାନ ମଧ୍ୟ ସହିଦ ହୋଇଛନ୍ତି । ଜିଲ୍ଲା ଏସପି ଅଭିଷେକ ମୀନା ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଏବେବି ସପୃକ୍ତ ଅଂଚଳରେ ସର୍ଚଅପରେସନ ଜରି ରହିଛି ।