Odia News Portal
Yearly Archives

2018

ଅପରେସନ ଅଲଆଉଟ, ଆଉ ୬ ସଫା

ଜମ୍ମୁ ଓ କଶ୍ମୀରର ଶୋପିଆନ ଜିଲ୍ଲାରେ ରବିବାର ସକାଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଶୋପିଆନ ଜିଲ୍ଲାର କପରନ୍ ବାଟଗୁଣ୍ଡରେ ଏହି ଏନ୍କାଉଣ୍ଟର ହୋଇଥିଲା। ପୁଲିସ୍ ଘଟଣାସ୍ଥଳରୁ ୬ଟି ବନ୍ଧୁକ ଓ ଅନେକ ଗୁଳି ଜବତ କରିଛି। ନିହତ ଆତଙ୍କବାଦୀଙ୍କ ମଧ୍ୟରେ ଲଶ୍କର…

କମୁଛି ପାରଦ

ଜିଲ୍ଲା ଅପାତ୍ତକାଳୀନ କାର୍ୟ୍ୟାଳୟ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଓଡିଶାର ସବୁଠାରୁ ଥଣ୍ତା ସହର ଫୁଲବାଣୀର ତାପମାତ୍ରା ୮.୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଓଡିଶାର କାଶ୍ମୀର ଦାରିଙ୍ଗବାଡିର ତାପମାତ୍ରା ୧୦.୫ ରହିଛି। ଚଳିତ ବର୍ଷ ଏହା ସର୍ବନିମ୍ନ ତାପମାତ୍ରା ଥିବା ବେଳେ ଆଗକୁ…

ଆକ୍ରମଣ ପଛରେ କିଏ? କ୍ରାଇମବ୍ରାଞ୍ଚ କରିବ ତଦନ୍ତ

ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଉତ୍କଳ ଭାରତ ସଭାପତି ଖାରବେଳ ସ୍ବାଇଁଙ୍କ ଉପରେ ଆକ୍ରମଣ ହୋଇଛି। ଭାଗ୍ୟ ପରିବର୍ତନ ସଭାରେ ସୁମନ୍ତ ନାୟକ ନାମକ ଜଣେ ଯୁବକ ଆକ୍ରମଣ କରିଥିବା ଜଣାପଡ଼ିଛି। ପୁଲିସ ହେପାଜତରେ ରହିଛି ଅଭିଯୁକ୍ତ । କେଉଁ କାରଣରୁ ଯୁବକ ଜଣକ ସାଧାରଣ ସଭାରେ ଏମିତି ଆକ୍ରମଣ କଲେ…

ଅଷ୍ଟ୍ରେଲିଆକୁ ୬ ୱିକେଟରେ ମାତ୍ ଦେଲା ଭାରତ

ଶେଷ ଓଭରର ଅନ୍ତିମ ୪ଟି ବଲ୍ରୁ ବିଜୟ ପାଇଁ ମାତ୍ର ୫ ରନ୍ ଆବଶ୍ୟକ ଥିବାବେଳେ ତୃତୀୟ ଓ ଚତୁର୍ଥ ବଲ୍ରେ କ୍ରମାଗତ ଚୌକା ମାରି ଅଧିନାୟକ ବିରାଟ୍ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ରେ ଟିମ୍ ଇଣ୍ଡିଆକୁ ୬ ୱିକେଟ୍ରେ ଉତ୍କଣ୍ଠାପୂର୍ଣ୍ଣ ବିଜୟୀ…

ବାରଙ୍ଗରେ ହତ୍ୟାକାଣ୍ଡ

ବାରଙ୍ଗରେ ଗୁଳିମାଡ଼ । ବାରଙ୍ଗ ଥାନା ଗୋଡ଼ିସାହି ନେତଲ ଛକରେ ଗୁଳିମାଡ଼ରେ ଯୁବକ ମୃତ । ବାଇକରେ ଆସି ଯୁବକଙ୍କୁ ଗୁଳି ଚଳାଇଥିଲେ ୨ ଦୁର୍ବୃତ୍ତ । ଯୁବକଙ୍କ ମୁଣ୍ଡ ଓ ଛାତିରେ ଗୁଳି ବାଜଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ଏସସିବିକୁ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।…

ମୁଖ୍ୟମନ୍ତ୍ରୀ ଡ୍ରିମ ଭୁବନେଶ୍ବର : ଫେଲ ମାରିଥିଲେ ଅପରାଜିତା, ସାକାର କଲେ କ୍ରିଷନ୍

ଭୁବନେଶ୍ବର () ଅପରାଜିତା ଷଢଙ୍ଗୀଙ୍କୁ ନେଇ ଏବେ ରାଜ୍ୟ ରାଜନୀତି ଉଠୁଛି ପଡୁଛି । ତାଙ୍କ ଦକ୍ଷତାକୁ ନେଇ ଅନେକ କଥା କୁହାଯାଉଛି । ହେଲେ ସେ କଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନର ଭୂବନେଶ୍ବର ସ୍ବପ୍ନକୁ ସାକାର କରିପାରିଥିଲେ କି । ଗୋଟିଏ ଦୁଇଟି ଛକରେ ସବୁଜିମା କରିଦେଇ କିମ୍ବା…

ଖାରବେଳଙ୍କ ଉପରେ ଆକ୍ରମଣ କରି ଜଣେ ଗିରଫ

ଉକôଳ ଭାରତର ସଭାପତି ତଥା ପୂର୍ବତନ ଏମପି ଭୈରବ ଖାରବେଳ ସ୍ୱାଇଁଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ରାୟଗଡା ପୋଲିସ ସୁମନ୍ତ ନାୟକ ନାମକ ଜଣେ ଯୁବକକୁ ଗିରଫ କରିଛି । ରାୟଗଡା ଏସପି ଆଜି ଏଠାରେ ଏହି ସୂଚନା ଦେଇଛନ୍ତି । ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟମାନଙ୍କୁ ପୋଲିସ ଖୋଜୁଛି । ଶ୍ରୀ…

୧୮ ଦିନ ପୂର୍ବରୁ ବନ୍ଦ କରିଦେଲେ ବିଧାନସଭା

ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନ ମାତ୍ର ୫ଟି କାର୍ଯ୍ୟକାରୀ ଦିବସ ପରେ ଆଜି ହଠାତ ନିର୍ଦ୍ଧାରିତ ସମୟ ପୂର୍ବରୁ ବନ୍ଦ କରିଦିଆଯାଇଛି । ବାଚସ୍ପତି ପ୍ରଦୀପ କୁମାର ଅମାତ ଅପରାହ୍ନରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଅଧିବେଶନକୁ ମୁଲତବି ଘୋଷଣା କରିଥିଲେ ଏହି ଅଧିବେଶନ ଚଳିତ ମାସ ୧୬…

ମ୍ୟାରୀ କମ୍ ଷଷ୍ଠ ବିଶ୍ୱ ଚାମ୍ପିୟନ୍ମ

ହିଳା ବକ୍ସିଂ ବିଶ୍ୱ ଚାମ୍ପିୟନ୍ଶିପ୍ରେ ବହୁଚର୍ଚ୍ଚିତ ଭାରତୀୟ ବକ୍ସିଂ ତାରକା ମ୍ୟାରୀ କମ୍ ନିଜର ଷଷ୍ଠ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। ୪୫-୪୮ କିଲୋଗ୍ରାମ୍ ବର୍ଗରେ ୟୁକ୍ରେନ୍ର ହାନ୍ନା ୱଖାଟାଙ୍କୁ ୫-୦ରେ ହରାଇ ସେ ଏହି ସଫଳତା ହାସଲ କରିଛନ୍ତି। ଶନିବାର ନୂଆଦିଲ୍ଲୀର କେଡି ଯାଦବ ଇନ୍ଡୋର…

ଡିସେମ୍ବର ୨ ରାଜସ୍ତାନର ଜୋଧପୁରରେ ବିବାହ କରିବେ ପ୍ରିୟଙ୍କା- ନିକ୍

ପ୍ରିୟଙ୍କା ଚୋପ୍ରା-ନିକ୍ ଜୋନସଙ୍କ ବିବାହକୁ ନେଇ ଚର୍ଚ୍ଚା। ମିଡିଆ ରିପୋର୍ଟ ଅନୁଯାୟୀ, ଉଭୟଙ୍କ ବିବାହର ତାରିଖ ଡିସେମ୍ବର ୨ ବୋଲି କୁହାଯାଉଛି। ଦୁହେଁ ରାଜସ୍ତାନର ଜୋଧପୁରର ଉମୈଦ ଭବନରେ ବିବାହ କରିବେ । ଉଭୟ ହିନ୍ଦୁ ଏବଂ ଖ୍ରୀଷ୍ଟିୟାନ୍ ରୀତିନୀତି ଅନୁଯାୟୀ ବିବାହ ବନ୍ଧନରେ ଆବଦ୍ଧ ହେବେ।…