Odia News Portal
Yearly Archives

2018

କଂଗ୍ରେସର ୧୩୪ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ବର: ୨୦୧୯ ନିର୍ବାଚନ ପାଇଁ କଂଗ୍ରେସର ରଣନୀତି। ଏକାଠି ହୋଇ ନିର୍ବାଚନ ଲଢିବାକୁ ଆହ୍ଵାନ। କଂଗ୍ରେସର ୧୩୪ତମ ପ୍ରତିଷ୍ଠା ଦିବସ ଅବସରରେ କର୍ମୀଙ୍କୁ ଆହ୍ଵାନ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ପ୍ରତିଷ୍ଠା ଦିବସ ଅବସରରେ କଂଗ୍ରେସ କାର‌୍ୟ୍ୟାଳୟରେ ପତାକା ଉତ୍ତୋଳନ…

୧୫୧ ରନ ରେ ଅଟକିଲା ଅଷ୍ଟ୍ରେଲିଆ

ମେଲବୋର୍ନ: ଏଠାରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ୩ୟ ତଥା ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଦଳ ପ୍ରଥମ ଇନିଂସରେ ଅଗ୍ରଣୀ ଲାଭ କରିଛି। ଭାରତୀୟ ଦଳର ପ୍ରଥମ ଇନିଂସ ସ୍କୋର ୪୪୩ ରନ୍‌ ଜବାବରେ ଘରୋଇ ଅଷ୍ଟ୍ରେଲିଆ ଦଳ ୧୫୧ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଫଳରେ ଭ୍ରମଣକାରୀ ଭାରତ ପ୍ରଥମ…

ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ କର୍ମଚାରୀଙ୍କୁ ଗୁଳିକରି ହତ୍ୟା

ରାଉରକେଲା: ରାଉରକେଲାରେ ଚାଞ୍ଚଲ୍ୟ। ୧ ନମ୍ବର ସେକ୍ଟରରେ ଜଣେ ଆର୍‌ଏସ୍‌ପି କର୍ମଚାରୀଙ୍କୁ ଦୁର୍ବୃତ୍ତମାନେ ଗୁଳିକରି ହତ୍ୟା କରିଛନ୍ତି।ଘର ଭିତରେ ପଶି ତାଙ୍କୁ ୪ଜଣ ଦୁର୍ବୃତ୍ତ ଗୁଳି କରି ଫେରାର ହୋଇଯାଇଥିବା ସୂଚନା ମିଳିଛି। ମୃତ ଆରଏସ୍‌ପି କର୍ମଚାରୀଙ୍କ ମୁଣ୍ଡରେ ଗୁଳି ବାଜିଥିଲା।…

ଆଇସ୍‌ଲାଣ୍ଡ୍‌ରେ ସଡ଼କ ଦୁର୍ଘଟନା

ଆଇସ୍‌ଲାଣ୍ଡ୍‌ରେ ସଡ଼କ ଦୁର୍ଘଟନା ଘଟି ତିନି ଜଣ ଭାରତୀୟ ବଂଶୋଦ୍ଭବ ବ୍ରିଟିସ୍‌ ନାଗରିକଙ୍କର ମୃତ୍ୟୁ ହୋଇଛି। ଦୁଇ ଭାଇ ଓ ସେମାନଙ୍କ ପରିବାର ଯାଉଥିବା ସ୍ପୋର୍ଟସ୍‌ ୟୁଟିଲିଟି ଭେଇକ୍ଲଟି ରେଲିଙ୍ଗ୍‌ ଦେଇ ପୋଲ ତଳକୁ ଖସିପଡ଼ିଥିଲା। ଆଇସ୍‌ଲାଣ୍ଡ୍‌ ପୁଲିସ କହିଛି ମୃତ ବ୍ୟକ୍ତିଙ୍କ ମଧ୍ୟରେ…

ଓଲଟି ପଡିଲା ୧୦୮ ଆମ୍ବୁଲାନ୍ସ ଗାଡି

ପୁରୀ ଜିଲ୍ଲା ବ୍ରହ୍ମଗିରି ବନ୍ଧକେରା ରାସ୍ତାରେ ଓଲଟି ପଡିଲା ୧୦୮ ଆମ୍ବୁଲାନ୍ସ ଗାଡି । ଭାରସାମ୍ୟ ହରାଇ ୧୦୮ ଆମ୍ବୁଲାନ୍ସଟି ଓଲଟିପଡିଛି । ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଆହତ ଅବସ୍ଥାରେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଗାଡିଟିର ବ୍ରେକ୍ ଫେଲ୍ ହୋଇଯିବାରୁ ଏପରି ଦୁର୍ଘଟଣା…

ଭିଜିଲାନ୍ସ ଜାଲରେ ଆରଟିଓ

ଢେଙ୍କାନାଳ: ଆରଟିଓ ଦିବାକର ସିଂହଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଚଢାଉ କରିଛନ୍ତି ଭିଜିଲାନ୍ସ ଅଧିକାରୀ । ୪ଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଛି । ଢେଙ୍କାନାଳ କୁଞ୍ଜକାନ୍ତ ସ୍ଥିତ ଭଡା ଘର, ମୟୁରଭଞ୍ଜର ଝାରପୋଖରିଆ ସ୍ଥିତ ପୈତୃକ ଘର, ଭୁବନେଶ୍ବର…

ଏହି ୫ଟି କାରଣ, ଯେଉଁଥି ପାଇଁ ବାହାର ପୁରୁଷଙ୍କ ସହ ସମ୍ବନ୍ଧ ରଖିଥାନ୍ତି ବିବାହିତ ମହିଳାମାନେ

ଅନୈତିକ ସମ୍ବନ୍ଧ ବହୁତ ଖରାପ ହେଇଥାଏ । କୌଣସି ଯୁବତୀ ଙ୍କ ର ବିବାହ ପରେ ଅନ୍ୟତ୍ର ସମ୍ବନ୍ଧ ରଖିବା ଖୁବ ଖରାପ ହେଇଥାଏ । ଆଜିକା ସମୟ ରେ ମଧ୍ୟ ଲୋକେ ଏହା କୁ ଖରାପ ନଜର ରେ ଦେଖିଥାନ୍ତି । କିନ୍ତୁ କେହି ବି ଏହା ଜାଣିବାକୁ ଚେଷ୍ଟା କରିନାହାନ୍ତି କି ଏପରି ଘଟଣା ପଛ ର କାରଣ କଣ । ଜଣେ…

୬ କେଜି ୭୦୦ ଗ୍ରାମ ରୁପା ଓ ୩୭୭ ଗ୍ରାମ ସୁନା ଅଳଙ୍କାର ଜବତ

ଗଞ୍ଜାମ: ଦୁଇଦିନ ତଳେ ଦୁର୍ଦ୍ଦାନ୍ତ ଅପରାଧୀ ବାବୁ ନାୟକଙ୍କୁ ଗଞ୍ଜାମ ପୁଲିସ ଏନ୍‌କାଉଣ୍ଟର କରିଥିଲା। ଫଳରେ ବାବୁ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କର ସହଯୋଗୀ ତପନ ନାୟକ ଗିରଫ ହୋଇଥିଲା। ଗୁରୁତର ଆହତ ହୋଇଥିବା ବାବୁ ବ୍ରହ୍ମପୁର ମେଡିକାଲ୍‌ରେ ପ୍ରାଣ ହରାଇଥିଲା। ତେବେ ବାବୁର ମୃତ୍ୟୁ ପରେ…

ସହାୟତା ପାଇଁ ଅନୁରୋଧ କଲେ ବାପା ମାଆ

କଟକ: ଚିକିତ୍ସାରେ ଅର୍ଥ ସାଜିଛି ବାଧକ। ସହାୟତା ପାଇଁ ଅନୁରୋଧ କଲେ ବାପା ମାଆ। ନାମ:ତପନ କୁମାର ଦାସ, ବାପା : ରମେଶ ଚନ୍ଦ୍ର ଦାସ। ଘର ପୁରୁଣା ରାଉସାପାଟଣା କଟକ। ପୂର୍ବରୁ ବୋନ ଟିଭିରେ ପୀଡିତ ଥିଲେ ତାପରେ ସେ ଏବେ ପକ୍ଷାଘାତ ରୋଗରେ ପୀଡିତ । ଏବେ ଅପରେସନ ପାଇଁ ମୁଖ୍ୟ ବାଧକ ସାଜିଛି…

ପୋଲିସର ସେବାୟତଙ୍କୁ ମାଡ ଅଭିଯୋଗ !

ପୁରୀ: ଶ୍ରୀମନ୍ଦିର ମଧ୍ୟକୁ ଯାତ୍ରୀ ନେଇ ଯିବା ବେଳେ ପୋଲିସର ସେବାୟତଙ୍କୁ ମାଡ ଅଭିଯୋଗ । ସେବାୟତ ହେଲେ ଭିତର ଛୁ ଭବାନୀ ମହାପାତ୍ର । ତାଙ୍କର ବଙ୍ଗାଳି ଯାତ୍ରୀଙ୍କୁ ନେଇ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିବା ବେଳେ ବିଦେଶୀ ଭାବି ଅଟକାଇବା ସହ ପରିଚୟ ପତ୍ର ମାଗିଲା ପୋଲିସ । ତେବେ ସେ…