Odia News Portal
Yearly Archives

2018

କେଉଁମାନେ ସୁନା ଧାରଣ କରିବା ଉଚିତ/ଅନୁଚିତ

ସୁନାର ଚେନ୍, ମୁଦି, କଡା ପିନ୍ଧିବା ଦ୍ବାରା ଯଦି ଅପଣଙ୍କର ଫାଇଦା ହେଉଛି ତ’ ଆପଣଙ୍କୁ ଧନବାନ୍ ଓ ସମ୍ମାନିତ ବ୍ୟକ୍ତି କାରିଥାଏ ଆଉ ଯଦି ଆପଣଙ୍କର କ୍ଷତି ହେଉଛି ତେବେ ଆପଣଙ୍କ ଜୀବନରେ ଘଟଣା ବା ର୍ଦୁଘଟଣା ବଢିଯାଏ । ଜ୍ୟୋତିଶ ଶାସ୍ତ୍ର ଅନୁସାରେ କେଉଁ ମାନଙ୍କୁ ସୁନା ପିନ୍ଧିବା ଉଚିତ୍ ଏବଂ…

ଥଣ୍ଡା ପାଣି ପିଉଛନ୍ତି କି ? ଜାଇପାରେ …

ଅତ୍ୟଧିକ ଗରମରୁ ରକ୍ଷା କରିପରିବ କେବଳ ଥଣ୍ଡା ପାଣି । ଶୋଷ ମେଣ୍ଟାଇବା ପାଇଁ ଥଣ୍ଡା ପାଣି ପିଇବାକୁ ଆମେ ବାଧ୍ୟ ହୋଇଥାଉ । ଘରେ ଥିଲେବି ପିଇଥାଉ ଏବଂ ବାହାରେ ଥିଲେ ଦୋକାନରୁ କିନି ପିଇଥାଉ । ଯାହାବି ହେଉ ପଛେ ଥଣ୍ଡା ପାଣି ହିଁ ପିଇଥାଉ । କିନ୍ତୁ ଆପଣ କ’ଣ କେବେ ଭାବିଛନ୍ତି ଥଣ୍ଡା ପାଣି…

ପୌରବାସୀଙ୍କ ପାଇଁ ୫୦୦ ପାନୀୟ ଜଳ ପ୍ରକଳ୍ପ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜଟଣୀ ଠାରେ ଏକ ମେଗା ପାନୀୟ ଜଳ ପ୍ରକଳ୍ପ ଉଦଘାଟନ ସହିତ ୯୫ଟି ପୌରାଂଚଳ ପାଇଁ ୫୦୦ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ଜନସାଧାରଣଙ୍କ ଉଦେ୍ଧଶ୍ୟରେ ଲୋକାର୍ପଣ କରିଛନ୍ତି । ଏହି ପ୍ରକଳ୍ପ ଦ୍ୱାରା ପୌରାଂଚଳରେ ବାସ କରୁଥିବା ୩୩ଲକ୍ଷ ଲୋକ ଉପକୃତ ହେବେ ଏବଂ ପାନୀୟ…

ପ୍ରେମ ବ୍ୟାପାରରୁ ହତ୍ୟାକାଣ୍ଡ

ଝିଆରୀର ପ୍ରେମ ପାଇଁ ଦାଦାକୁ ପ୍ରାଣ ବଳି ଦେବାକୁ ପଡିଛି । ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ସାନନୂଆଗାଁର ଜଗନ୍ନାଥ କବାଟ ଓ ଭାଲୁଆ କବାଟ ଦୁଇ ପଡ଼ୋଶୀ। ଜଗନ୍ନାଥ କବାଟଙ୍କ ପୁଅ ସହ ଭାଲୁଆ କବାଟଙ୍କ ଝିଆରୀ ମଧ୍ୟରେ ପ୍ରେମ ସମ୍ପର୍କରୁ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଓ ମାଡପିଟ ଘଟି ଏହି…

ଅନୁସୂଚିତ ଛାତ୍ର ବୃତ୍ତିି ବୃଦ୍ଧି ଦାବୀରେ ବିଜେଡିର ବିକ୍ଷୋଭ

ରାଜଭବନ ଆଗରେ ବିଜେଡିର ପ୍ରତିବାଦ । ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ବୃତ୍ତି ଅର୍ଥରୁ କେନ୍ଦ୍ରୀୟ ଅଂଶ କମାଇଦେବାକୁ ବିରୋଧ କରିଛି ଦଳ । ପୂର୍ବରୁ କେନ୍ଦ୍ର ସରକାର ଦେଉଥିବା ୯୦ପ୍ରତିଶତ ଛାତ୍ର ବୃତ୍ତିକୁ ଏବେ ୨୦ପ୍ରତିଶତ କରାଯାଇଥିବା ବିଜେଡି କହିଛି । ଏପରିକି ଧାର୍ୟ୍ୟ ସମୟ ଭିତରେ…

୨୭ରେ ମୀରା କୁମାରଙ୍କ ଓଡିଶା ଗସ୍ତ

ଲୋକସଭାର ପୂର୍ବତନ ବାଚସ୍ପତି ମୀରା କୁମାର ଆସନ୍ତା ୨୭ ତାରିଖ ଦିନ ଓଡିଶା ଗସ୍ତରେ ଆସୁଛନ୍ତି । ଭୁବନେଶ୍ୱର ଠାରେ କଂଗ୍ରେସ ଦଳ ପକ୍ଷରୁ ଆୟୋଜିତ ଦଳିତ ସମାବେଶରେ ସେ ଯୋଗ ଦେବେ । ତାଙ୍କ ସହିତ ଜିଗ୍ନେଶ ମେୱାନି ମଧ୍ୟ ଆସୁଛନ୍ତି । ଭୁବନେଶ୍ୱର ସ୍ଥିତ ସ୍ୱାଧିନତା ସଂଗ୍ରାମୀ ପଡିଆ ଠାରେ ଏହି…

କର୍ଣୃୂାଟକରେ କେନାଲକୁ ବସ ଖସି ୨୫ ମୃତ

କର୍ଣୃୂାଟକରେ ମର୍ମନ୍ତୁଦ ବସ ଦୁର୍ଘଟଣା ଘଟି ୨୫ଜଣ ଯାତ୍ରୀଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ଏକ ଯାତ୍ରୀବାହୀ ବସ ମାଣ୍ଡ୍ୟା ନିକଟରେ କେନାଲ ଭିତରକୁ ଖସିପଡିବା ଫଳରେ ଏହି ଦୁର୍ଘଟଣା ଘଟିଥିବା ଖବର ମିଳିଛି । କର୍ଣୃୂଟକର ଉପମୁଖ୍ୟମନ୍ତ୍ରୀ ଜି ପରମେଶ୍ୱର ଏହି ଘଟଣା ସମ୍ପର୍କରେ କହିଛିନ୍ତି ଯେ…

ସାତକୋଶିଆରେ ପୁଣି ହାତୀ ଛୁଆର ମୃତ୍ୟୁ

ସାତକୋଶିଆରେ ମହାବଳ ବାଘ ‘ମହାବୀର’ର ମୃତ୍ୟୁ ନେଇ ରାଜ୍ୟସାରା ଚର୍ଚା ଥମି ନଥିବା ବେଳେ ଏବେ ଏକ ହାତୀ ଛୁଆର ମୃତ୍ୟୁ ବନ ବିଭାଗକୁ ପୁଣି ଅଡୁଆରେ ପକାଇଛି। ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବାରେ ସାତକୋଶିଆ ଅଭୟାରଣ୍ୟରେ ଥିବା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେଉଁ…

ଡ଼ଟ ଫେଷ୍ଟ : ଏଣ୍ଟରଟେନମେଣ୍ଟ .. ଏଣ୍ଟରଟେନମେଣ୍ଟ .. ଏଣ୍ଟରଟେନମେଣ୍ଟ

ଭୁବନେଶ୍ବର (): ବିଶ୍ବକପ ହକି ମହାକୁମ୍ଭରେ ରାଜ୍ୟର ସୁଆଦିଆ ଖାଦ୍ୟ, କଳା, ସଂସ୍କୃତି, ସାହିତ୍ୟ ଓ ସୌନ୍ଦର୍ଯ୍ୟର ପ୍ରଦର୍ଶନ ପାଇଁ ଆୟୋଜିତ ହେଉଛି ଡଟ୍ ଫେଷ୍ଟ (FETST)  । ଅର୍ଥାତ ଖାଦ୍ୟ, ମନୋରଂଜନ, ଗପ ଓ ପଦଚିହ୍ନ । ନଭେମ୍ବର 30ରୁ ଡିସେମ୍ବର 16 ତାରିଖ ଯାଏଁ ଆୟୋଜିତ ହେବ ଏହି ଡଟ୍…

ସମ୍ପତି ଲୋଭରେ ଝିଅକୁ ମାରିଦେଲା ସାବତ ମା’

ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଭରୁଆମୁଣ୍ଡା ଗାଁର ପ୍ରଦୀପ ମେହେର। ବେପାର ବଣିଜ କରି ପରିବାର ଚଳାନ୍ତି। ସେ ବାସନ୍ତୀ ମେହେରଙ୍କୁ ବିବାହ କରିଥିଲେ। ତାଙ୍କ ଔରସରୁ ଜନ୍ମ ନେଇଥିଲା ରଶ୍ମିତା। ପରେ ବାସନ୍ତୀଙ୍କ ମୃତ୍ୟୁ ହୋଇଯାଇଥିଲା। ଏଥିରେ ଭାଙ୍ଗି ପଡ଼ିଥିଲେ ପ୍ରଦୀପ। ଝିଅ ରଶ୍ମିତାର ଲାଳନ…