Odia News Portal
Yearly Archives

2018

ଏସଆଇଟି ସମ୍ମୁଖରେ ହାଜର ହେଲେ ଅକ୍ଷୟ

ବଲିଉଡ଼ ଷ୍ଟାର ଅକ୍ଷୟ କୁମାର ବେଅଦବି ଓ ଗୁଳିକାଣ୍ଡର ଯାଞ୍ଚ କରୁଥିବା ଏସଆଇଟି ସମ୍ମୁଖରେ ହାଜର ହୋଇଥିଲେ। ଏସଆଇଟି ତାଙ୍କୁ ପ୍ରାୟ ଦେଢ ଘଣ୍ଟା ଧରି ପଚରା ଉଚୁରା କରିଥିଲା। କୁହାଯାଉଛି ଯେ ଏହି ସମୟରେ ତାଙ୍କୁ ଗୁରମିତ ରାମ ରହିମ ଓ ସୁଖବୀର ସିଂହ ବାଦଲଙ୍କ ସହ ସଂପର୍କକୁ ନେଇ ପ୍ରଶ୍ନ…

ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ ୪୦ ମୃତ

ଆତଙ୍କବାଦୀଙ୍କ ଗଡ଼ ପାଲଟିଥିବା ପାକିସ୍ତାନରେ ଆଜି ପୁଣି ଅଶାନ୍ତ ହୋଇ ଉଠିଛି। ପାକ୍ ସରକାର ଯେଉଁ ଆତଙ୍କବାଦୀଙ୍କୁ ନିଜ ଛତ୍ରଛାୟା ତଳେ ରଖିଥିଲେ ଆଜି ସେମାନେ ରକ୍ତର ହୋଲି ଖେଳିଛନ୍ତି। ପ୍ରଥମେ ଚୀନ୍ ଦୂତାବାସ ଉପରେ ହମ୍ଲା କରିବା ପରେ ଆତଙ୍କବାଦୀମାନେ ଏକ ଜନଗହଳିପୂର୍ଣ୍ଣ ମାର୍କେଟରେ…

କ୍ରିକେଟ ଗ୍ରାଉଣ୍ଡରେ ପ୍ରବଳ ବର୍ଷା ଟି -୨୦ ରଦ୍ଦ

ବର୍ଷା ଯୋଗୁଁ ମେଲବର୍ଣ୍ଣ ଟି-୨୦କୁ ଶୁକ୍ରବାର ରଦ୍ଦ କରି ଦିଆଯାଇଛି। ରିପୋର୍ଟ ଅନୁସାରେ ବାରମ୍ବାର ବର୍ଷା ଦାଉ ସାଜିବାରୁ ପ୍ରଥମେ ଅଷ୍ଟ୍ରେଲିଆ ଇନିଂସକୁ ୧୯ ଓଭର କରି ଦିଆଯାଇଥିବା ବେଳେ ଭାରତକୁ ଡିଏଲ୍ ନିୟମ ଅନୁସାରେ ୧୧ ଓଭରରେ ୯୦ ରନ୍ ଟାର୍ଗେଟ ମିଳିଥିଲା। ତିନି ମ୍ୟାଚ୍ ଶୃଙ୍ଖଳାର ୨ୟ…

ଖାଲି ମକା ନୁହେଁ ମକାର କେଶ ବି ଲାଭଦାୟକ

ମକାକୁ ରାନ୍ଧିକି ଲୋକମାନେ ଖୁବ୍ ମଜାରେ ଖାଇଥାନ୍ତି । ବଜାରରେ ମଧ୍ୟ ରାସ୍ତା କଡରେ ବର୍ଷା ଦିନମାନଙ୍କରେ ମକା ସିଝା ମକା ପୋଡା ମିଳିଯାଏ । ପ୍ରତ୍ୟେକ ଲୋକ ମକାକୁ ଘରକୁ ଆଣିବା ପରେ ଏହାର କେଶକୁ ଫିଙ୍ଗି ଦେଇଥାନ୍ତି କିନ୍ତୁ ଆପଣ ଜାଣିଲେ ଆଶ୍ଚର‌୍ୟ୍ୟ ହେବେ ମକା ଠାରୁ ବହୁତ ଅଧିକ ମକା କେଶ…

କେଉଁ ରାଶିର ଝିଅ ପୁଅମାନଙ୍କ ଠାରୁ ଆଗରେ ରୁହନ୍ତି ?

ଆମ ପୁରୁଷ ପ୍ରଧାନ ସମାଜରେ ପୁଅମାନେ ସବୁବେଳେ ଆଗରେ ଝିଅମାନେ ସବୁବେଳେ ପଛରେ ଏ ଧାରଣା ବହୁ କାଳରୁ ଚଳିଆସିଛି । କିନ୍ତୁ ପ୍ରକୃତରେ ଯେ ଝିଅମାନେ ପୁଅମାନଙ୍କ ଠାରୁ ଅନେକ କ୍ଷେତ୍ରରେ ଆଗରେ ଥାନ୍ତି ଏକଥା ହୁଏତ ବହୁତ ଲୋକ ଜାଣିନଥାନ୍ତି । କିନ୍ତୁ ଏମିତି ରାଶିର କିଛି ଝିଅ ଅଛନ୍ତି ଯେଉଁମାନେ…

ନବୀନଙ୍କ ସହ ମଧ୍ୟାହ୍ନ ଭୋଜନ ଓ ସେଲଫି

ଭୁବନେଶ୍ବର () ହକି ବିଶ୍ବକପ ଉଦଘାଟନୀ ଉତ୍ସବ ପାଇଁ ଭୁବନେଶ୍ବରରେ ପହଁଚିଲେ ବିଶିଷ୍ଟ ବଲିଉଡ ସିଙ୍ଗର ଏ.ଆର. ରେହମାନ ।  ବିମାନବନ୍ଦରରୁ ସିଧାସଳଖ ନବୀନ ନିବାସ ଯାଇଥିଲେ । ସେଠାରେ ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟାହ୍ନ ଭୋଜନ କରି ହକି ଇଣ୍ଡିଆର ଗୀତର ରିଲିଜ କରିଥିଲେ । ଏଥିସହିତ…

ନଈରେ ଭାସିଗଲେ ଦୁଇ ନାବାଳକ

ସୁବର୍ଣୃୂରେଖା ନଦୀରେ ୨ଜଣ ନାବାଳକ ଭାସି ଯାଇଛନ୍ତି । ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବେଲିଦାରୁବୁଡି ଘାଟରେ ଏହି ଦୁର୍ଘଟଣା ଘଟିଛି । ଏହି ଘାଟରେ ଭାସୁଥିବା ଡଙ୍ଗାରୁ ପଇସା ସଂଗ୍ରହ କରିବା ପାଇଁ ଯାଇଥିବା ବେଳେ ଏହି ୨ନାବାଳକ ପାଣିରେ ଭାସି ଯାଇଥିବା ସନ୍ଦେହ କରାଯାଉଛି । ସେମାନଙ୍କୁ ଉଦ୍ଧାର…

ଦାମଙ୍କର ନୂଆ ଦଳ ‘ବିଜୁ ସମତାକ୍ରାନ୍ତି ଦଳ’

ବିଜେଡିରୁ ବହିଷ୍କୃତ ନେତା ତଥା ପୁର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଶେଷରେ ନିଜର ନୂଆ ଦଳ ଗଠନ କରିଛନ୍ତି । ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଡାକ୍ତର ରାଉତ ଏହି ଘୋଷଣା କରିଛନ୍ତି । ଏହି ଦଳର ନାଁ ବିଜୁ ସମତା କ୍ରାନ୍ତି ଦଳ ରଖାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀ ଡାକ୍ତର…

ଖଣିରେ ଭୟଙ୍କର ବିସ୍ପୋରଣ

ଏମସିଏଲ କୁଲଡା ଓପନ କାଷ୍ଟ ଖଣିରେ ଭୟଙ୍କର ବିସ୍ପୋରଣ ଘଟି ଡ୍ରାଇଭର ସହ ଟିପର ଓଡିଯାଇଛି । ବିସ୍ପୋରଣ ଏତେ ଭୟଙ୍କରଥିଲା ଯେ ଏଥି ସହିତ ଆଉ ୨ଟି ଟିପର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଏ ବିସ୍ପୋରଣର କାରଣ ଜଣାପଡିନାହିଁ । ଏଭଳି କାଣ୍ଡ ଘଟିଛି ସୁନ୍ଦରଗଡର କୁଲଡା ଓପନକାଷ୍ଟ ଖଣିରେ । ଘଟଣା…

ଅପରାଜିତାଙ୍କ ମିଶ୍ରଣ ଦିଲ୍ଲୀ ବିଜେପି ଅଫିସରେ

ବିଜେପିରେ ଯୋଗଦେବେ ଆଇଏଏସ୍ ଅପରାଜିତା ଷଡ଼ଙ୍ଗୀ । ଆସନ୍ତା ୨୭ରେ ଦିଲ୍ଲୀରେ ବିଜେପିରେ ଯୋଗଦେବେ । ସେହିପରି ଆସନ୍ତା ୨୮ରେ ଓଡିଶା ଅପରାଜିତା ଆସିବେ । ଏ ନେଇ ରାଜ୍ୟ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି । ଗତ ସେପ୍ଟେମ୍ବରରେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବାକୁ ଓଡ଼ିଶା ସରକାରଙ୍କ ନିକଟରେ…