Odia News Portal
Yearly Archives

2018

ଆଜିଠୁ ଆରମ୍ଭ ଐତିହାସିକ ବାଲିଯାତ୍ରା

ଆଜିଠୁ ଆରମ୍ଭ ହେଉଛି କଟକର ଐତିହାସିକ ବାଲିଯାତ୍ରା । ଦେଶର ସର୍ବବୃହତ୍ ମୁକ୍ତାକାଶ ବାଣିଜ୍ୟିକ ମେଳା କୁହାଯାଉଥିବା ଏହି ମେଳା ଚଳିତବର୍ଷ ପ୍ରଥମ ଥର ଦଶଦିନ ଧରି ଚାଲିବ । ଆଜି ସଂଧ୍ୟାରେ ବୈଷ୍ଣବ ପାଣି ମଂଚରୁ ବାଲିଯାତ୍ରା କଟକ ଉତ୍ସବ-୨୦୧୮ ଉଦଘାଟନ ହେବ । ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ…

ଉଡାଣ ଯୋଜନାରୁ ବାଦ ପଡିଲା ଏୟାର ଓଡିଶା

ଭୁବନେଶ୍ବର () ଅନିଶ୍ଚିତତାରେ ଝାରସୁଗୁଡା ବିମାନ ବନ୍ଦରର ଭାଗ୍ୟ । ଉଡାଣ ଯୋଜନାରେ ଏହି ବିମାନ ବନ୍ଦରରୁ ବିମାନ ଉଡାଣ ପାଇଁ ଏୟାର ଓଡିଶାକୁ ଦିଆଯାଇଥିବା ଲାଇସେନସକୁ ବାତିଲ କରିଦିଆଯାଇଛି ।   ଏୟାର ଓଡ଼ିଶାର ଲାଇସେନସକୁ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ ବାତିଲ୍ କରିଛନ୍ତି । ବିଭିନ୍ନ…

ପଦ୍ମ ଧରିବେ ଆପରାଜିତା

ଭୁବନେଶ୍ଵର (): କେନ୍ଦ୍ରୀୟ ପ୍ରଶାସନିକ ପଦରୁ ଇସ୍ତଫା ଦେଇଥିବା ଅପରାଜିତା ଷଡ଼ଙ୍ଗୀ ଆସନ୍ତା 27 ତାରିଖରେ ଦିଲ୍ଲୀରେ ବିଜେପିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ପଦ୍ମ ଧରିବେ । ଦଳର ସଭାପତି ଅମିତ ଶାହଙ୍କ ଉପସ୍ଥିତିରେ ଏଥିପାଇଁ ଏକ ସ୍ଵତନ୍ତ୍ର ଆୟୋଜନ କରାଯାଇଛି। ଡିସେମ୍ବର ୧ ତାରିଖରେ…

ପୁରୀରେ ଅନୁପ ଜଲୋଟା

ଜସଲିନଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଆସିଥିବା ଭଜନ ସମ୍ରାଟ ଅନୁପ ଜଲୋଟା ପୁରୀରେ ଭଜନ ପରିବେଷଣ କରିବା ପାଇଁ ଆଜି ଭୁବନେଶ୍ୱରରେ ପହଂଚିଛନ୍ତି । ଅନୁପ ଜଲୋଟାଙ୍କ ସାଥିରେ ଅଛନ୍ତି ଗାୟିକା ନତାସା । କାର୍ତିକ ପୂର୍ଣ୍ଣମୀ ଅବସରରେ ଉଭୟ ସିଂହଦ୍ୱାର ସମ୍ମୁଖରେ ଭଜନ ପରିବେଷଣ…

ଆଡିଦାସ ତାଲିକାରେ ମନପ୍ରୀତ

ଭୁବନେଶ୍ବର () :  ବିଶ୍ବର ଅଗ୍ରଣୀ କ୍ରୀଡ଼ା ବ୍ରାଣ୍ଡ୍ ଆଡିଦାସର ବର୍ଦ୍ଧିତ ପ୍ରତିଭାବାନ କ୍ରୀଡ଼ାବିତ୍ଙ୍କ ତାଲିକାରେ ସାମିଲ ହୋଇଛନ୍ତି ଅର୍ଜୁନ ପୁରସ୍କାର ବିଜେତା ତଥା ହକି ଖେଳାଳୀ ମନପ୍ରୀତ ସିଂହ ପାୱାର । ଆଦିଦାସ୍ ପକ୍ଷରୁ ଏହି ଘୋଷଣା କରାଯାଇଛି । ସେ ହେଉଛନ୍ତି ଭାରତୀୟ ପୁରୁଷ ହକି ଟିମର…

ଲଂଚ ହେଲା ଟାଟା ମୋଟର୍ସର ଏଲ୍ପିଟି ୪୦୭ ଟ୍ରକ

ଟାଟା ମୋଟର୍ସ ପକ୍ଷରୁ ଲଘୁ ବାଣିଜ୍ୟିକ ଯାନ (ଏଲ୍ସିଭି) ଏଲ୍ପିଟି ୪୦୭ ଇଏକ୍ସ ଏଫ୍ଇକୁ ଉନ୍ମୋଚନ କରାଯାଇଛି। ଏହାର ପ୍ରଦର୍ଶନ ଉଚ୍ଚ ସ୍ତରରେ ହୋଇଥିବା ବେଳେ ପରିଚାଳନା ଖର୍ଚ କମ୍ ରହିବ। ଏହା ହେଉଛି ଷ୍ଟାଇଲ୍, ଆରାମ ଓ ସୁରକ୍ଷାର ସମିଶ୍ରଣ। ଏଥିରେ ଏଭଳି ଅନେକ ଗୁରୁତ୍ବପୂର୍ଣ୍ଣ…

ଏହିସବୁ ଅଭ୍ୟାସ ଥିଲେ ସଫଳତା ମିଳେନି

ସବୁ ବ୍ୟକ୍ତି ଚାହିଁଥାନ୍ତି ସଫଳତା ପାଇବା ପାଇଁ । କିଛି ବ୍ୟକ୍ତି ମଧ୍ୟ ସଫଳତା ପାଇଯାଇଥାନ୍ତି କିନ୍ତୁ କିଛି ଖରାପ ଅଭ୍ୟାସ ପାଇଁ ଏହି ସଫଳତା ବହୁତ ଦିନ ଯାଏ ରହିପାରେ ନାହେଁ । ନିତି ଶାସ୍ତ୍ର ଅନୁସାରେ ଏହିପରି ୫ଟି ଖରାପ ଅଭ୍ୟାସ ବିଷୟରେ କୁହାଯାଇଛି ଯାହା କାହାକୁ ବି ବରବାଦ୍ କରିଦେବ ।…

ମହିଳାମାନେ ବି ଲକ୍ଷାଧିକ ଟଙ୍କା ରୋଜଗାର କରିବାକୁ ସକ୍ଷମ, କେମିତି ଜାଣନ୍ତୁ

ବିବାହ ପରେ ଘର ଏବଂ ପରିବାରର ଦାୟିତ୍ବ ଆସିଯିବାରୁ ନିଜର କ୍ୟାରିୟର ବିଷୟରେ ଭାବିବା ଏକ ବଡ ଟାସ୍କ ହୋଇଥାଏ। କିନ୍ତୁ କଣ କେବେ ଭାବିଛନ୍ତି ଏହି ଦାୟିତ୍ବ ସହିତ ଆପଣ ନିଜର କ୍ୟାରିୟରକୁ ଏକ ନୂଆ ରୂପରେ ଗଢ଼ି ପାରିବେ। ଆଜିର ଦୁନିଆରେ ମାର୍କେଟରେ ଏମିତି କିଛି ବିକଳ୍ପ ଅଛି ଯାହା ମାଧ୍ୟମରେ ଆପଣ…

ପଶ୍ଚିମବଙ୍ଗରେ ଓଡିଆ ଆଇଏଏସଙ୍କୁ ପୋଲିସ ନିର୍ଯାତନା

ପଶ୍ଚିମବଙ୍ଗରେ ଜଣେ ଓଡିଆ ଆଇଏଏସ ଅଫିସରଙ୍କୁ ଥାନାରେ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି । ଏହି ଆଇଏଏସ ଅଫିିସର ଜଣଙ୍କ ହେଉଛନ୍ତି ସ୍ମୁତିରଂଜନ ମହାନ୍ତି । ସ୍ମୁତିରଂଜନ ସବଡିଭିଜ୍ନାଲ ମାଜିଷ୍ଟେ୍ରଟ ଭାବେ ବୀରଭୁମି ଜିଲ୍ଲା ରାମପୁୁର ହାଟ ଥାନା ଯାଂଚ କରୁଥିବା ବେଳେ ପୋଲିସ ଏସଡିପିଓ…

ବାଙ୍ଗାଲୁରରେ ଶେଷ ହେଲା ଦୀପବୀରଙ୍କ ରିସେପସନ

ବଲିଉଡର ନାମୀ ଷ୍ଟାର୍ ଦୀପିକା ପାଦୁକୋନ୍ ଏବଂ ରଣବୀର୍ ସିଂହଙ୍କ ବିବାହ ଇଟାଲୀରେ ସଂପନ୍ନ ହେବା ପରେ ଦୁହେଁ ଭାରତ ଫେରି ପ୍ରଥମେ ଶାଶୁଘର ଏବଂ ପରେ ବାପଘର ବାଙ୍ଗାଲୁର ଯାଇଥିଲେ । ଦୀପିକାଙ୍କ ପରିବାର ପକ୍ଷରୁ ଷ୍ଟାର ହୋଟେଲ ଲୀଲା ପ୍ୟାଲେସରେ ଏକ ରିସେପ୍ସନ ପାର୍ଟି ରଖାଯାଇଥିଲା। ଉଭୟଙ୍କୁ…