ନୂଆ ଟିମ ସହ ଆସିବେ ଦାମ
ଭୁବନେଶ୍ବର () ଆସନ୍ତାକାଲି ସମତାକ୍ରାନ୍ତି ଦଳ ସହ ମିଶି ନୂଆ ଦଳ ଘୋଷଣା କରିବେ ବିଜେଡିରୁ ବହିଷ୍କୃତ ବିଧାୟକ ଡାକ୍ତର ଦାମୋଦର ରାଉତ । ଏହି ସାମ୍ବାଦିକ ସମ୍ମିଳନୀରେ ଦାମଙ୍କ ସମତାକ୍ରାନ୍ତି ଦଳର ପ୍ରତିଷ୍ଠାତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ ତ୍ରିପାଠୀ, ଦଳର ସଭାପତି ପ୍ରଶାନ୍ତ…
