Odia News Portal
Yearly Archives

2018

ହକି ଇଣ୍ଡିଆ ଟିକେଟ ଗୋଲ

ଅନଲାଇନରେ ଟିକେଟ ଦେବାକୁ କହି ଭଣ୍ଡାଇ ଦେଲା ହକି ଇଣ୍ଡିଆ । ହକି ବିଶ୍ୱକପ ଉଦଘାଟନୀ ଉତ୍ସବ ପାଇଁ ଆଜି ଅନଲାଇନରେ ଟିକେଟ ମିଳିବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା । ମଧ୍ୟାହ୍ନ ୧୨ଟା ସମୟରେ ଟିକେଟ ବିକ୍ରି ହେବା ନେଇ ଘୋଷଣା କରାଯାଇଥିଲା । ଯାହାକୁ ଚାତକ ଭଳି ଚାହିଁ ରହିଥିଲେ ହକିପ୍ରେମୀ…

ବ୍ଲାକସଲ୍ଟ ଖାଉଛନ୍ତି କି ? ଶରୀର ପାଇଁ…

କଳା ଲୁଣ ବା ବିଟ ଲୁଣ ବା ବ୍ଲାକସଲ୍ଟ । ସ୍ବାସ୍ଥ୍ୟ ପାଇଁ ଏହା ବହୁତ ଲାଭଦାୟକ । ଏହାକୁ ପ୍ରାକୃତିକ ଲୁଣ ମଧ୍ୟ କୁହାଯାଏ । ଏଥିରେ ରହିଛି ୮୦ ପ୍ରକାରର ରାସାୟନିକ ପଦାର୍ଥ । ଆୟୁର୍ବେଦ ଅନୁସାରେ ଦୈନିକ ଧଳା ଲୁଣ ତୁଳନାରେ କଳା ଲୁଣ ସେବନ କଲେ ବହୁତ ଫାଇଦା ମିଳିବ । କଳା ଲୁଣ ଖାଇଲେ…

ମାମୁଁଙ୍କୁ ଚାହୁଁଛନ୍ତି ସାରା

କେଦାରନାଥ ଫିଲ୍ମ ଦ୍ୱାରା ବଲିଉଡରେ ପାଦଥାପିଥିବା ‘ସାରା ଅଲି ଖାନ’ କଫି ଉଇଥ କରଣ ସୋରେ ଅତିଥି ଭାବେ ଆସିଥିବା ବେଳେ ସାରା ତାଙ୍କର ବ୍ୟକ୍ତିଗତ କଥା କହିଛନ୍ତି । ଏହି ସୋ କରଣ ଜୋହର କିଛି ପ୍ରଶ୍ନ କରିଥିଲେ ହେଲେ ସାରାଙ୍କ ଉତର ଶୁଣି ଆପଣ ତାଜୁବ ହୋଇଯିବେ । ସାରା ତାଙ୍କ କ୍ୟାରିୟରରେ ପ୍ରଥମ…

୨୯କୁ ଘୁଂଚିଲା ସିବିଆଇ ଶୁଣାଣୀ

ନୂଆଦିଲ୍ଲୀ-- ରାଜ୍ୟର ସର୍ବୋଚ୍ଚ ନିର୍ଭରଯୋଗ୍ୟ ଓ ନିରପେକ୍ଷ ତଦନ୍ତକାରୀ ସଂସ୍ଥା ଭାବେ କାର୍ଯ୍ୟ କରିଆସୁଥିବା ସିବିଆଇ ଏବେ କାଠଗଡାରେ ଠିଆ ହୋଇଛି । ସିବିଆଇର ଦକ୍ଷତା ନିରପେକ୍ଷତା ଓ ରାଜନୈତିକ ପକ୍ଷପାତିତାକୁ ନେଇ ସାରା ଦେଶରେ ଏକ ଝଡ ସୃଷ୍ଟି ହୋଇଛି । ଏନେଇ ସିବିଆଇ ଅଫିସର ମାନଙ୍କ…

ବିଧାନସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ

ଭୁବନେଶ୍ୱର – ଓଡିଶା ବିଧାନସଭାରେ ମହିଳା ମାନଙ୍କ ପାଇଁ ୩୩ ଭାଗ ଅର୍ଥାତ ଏକ ତୃତୀଂଶ ସ୍ଥାନ ସଂରକ୍ଷଣ କରିବାକୁ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଏଥିପାଇଁ ଆଜି ଏକ ସଂକଳ୍ପ ଆଗତ କରିଛନ୍ତି । ଏହାକୁ ଗୃହରେ ସର୍ବସମତି କ୍ରମେ ଗୃହୀତ…

୪ ଆତଙ୍କବାଦୀ ନିପାତ

ଜାମ୍ମୁକାଶ୍ମୀରରେ ସେନା ବାହିନୀ ଦ୍ୱାରା ଚାରି ଆତଙ୍କବାଦୀ ନିପାତ ହୋଇଛନ୍ତି । ସୋପିଆନ ସେନାର ଗୁଳିରେ ଏହି ଚାରି ଆତଙ୍କବାଦୀ ମୃତ୍ୟୁବରଣ କରିଥିବା ଖବର ମିଳିଛି । ସେନା ଓ ଆତଙ୍କ ବାଦୀ ମାନଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ହେବା ସେନାକୁ ଏହି ସଫଳତା ମିଳିଛି । ଆତଙ୍କବାଦୀ…

ପୋଲିସ ଗୁଳିରେ ମହିଳା ମାଓବାଦୀ ନିହତ

ମାଲକାନ୍ଗିର –ମାଲକାନ୍ଗିରି ସୀମାରେ ଆଜି ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ଘଟିଛି । ସେଠାରେ ବର୍ତମାନ ସୁଧା ସର୍ଚଅପରେସନ ଜାରି ରହିଛି । ଦୀର୍ଘ ଦିନ ଧରି ଏହି ଅଂଚଳର ଆଦୀବାସୀମାନେ ମାଓବାଦୀ ମାନଙ୍କ ଦୈରାତ୍ମ୍ୟରେ ଅତିÂ ହୋଇ ମାଓବାଦୀ…

ସ୍ତ୍ରୀର ପ୍ରେମିକକୁ ହତ୍ୟାକଲା ସ୍ୱାମୀ

ନିଜ ସ୍ତ୍ରୀ ସହ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ଜଣେ ଯୁବକକୁ କଟୁରୀରେ ହାଣୀ ହତ୍ୟା କରିି ଥାନାରେ ଆତ୍ମସମର୍ପଣ କରିଛି ସ୍ୱାମୀ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅନ୍ତର୍ଗତ ଡାହିସାହି ଗ୍ରାମରେ । ସୁଚନା ମୁତାବକ ଆଜି ସକାଳେ ଅଭିଯୁକ୍ତ ଠାକୁର…

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଲଙ୍କାଗୁଣ୍ଡ ମାଡ

ନୂଆଦିଲ୍ଲୀ- ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କୁ ଆଜି ଲଙ୍କାଗୁଣ୍ଡ ମାଡ ହୋଇଛି । ଦିଲ୍ଲୀ ସଚିବାଳୟ ଭିତରେ କଡା ନିରାପତା ବ୍ୟବସ୍ଥା ଥିବା ସତ୍ୱେ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ଲଙ୍କାଗୁଣ୍ଡ ମାଡ ହେବା ଏଠାରେ ମୁଖ୍ୟ ଆଲୋଚନାର ବିଷୟ ହୋଇଛି । ଜଣେ ଯୁବକ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ଲଙ୍କାଗୁଣ୍ଡ…

ନିଅାଁରେ ପୋଡି ଦୁଇପୁଅଙ୍କ ଜୀବନ ଗଲା

ଅନୁଗୋଳ ଜିଲ୍ଲା ଶାବଳଭଙ୍ଗା ଗାଁରେ ନିଆଁରେ ପୋଡ଼ି ମାଆ ଓ ତାଙ୍କର ଦୁଇ ପୁଅ ଗୁରୁତର ହେବା ଘଟଣାରେ ଦୁଇ ପୁଅଙ୍କ ମୃତ୍ୟୁ ଘଟିଛି। କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ହୋଇଛି। ମୃତ ପୁଅ ଦ୍ୱୟ ହେଲେ ଅଭିମନ୍ୟୁ ଏବଂ ରାହୁଲ। ମାଆ ବଚନ ବେହେରାଙ୍କ…