ଭିଜିଲାନ୍ସ ଜାଲରେ ଫାର୍ମାସିଷ୍ଟ , କୋଟି କୋଟି ସମ୍ପତ୍ତି ଠାବ
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କୋଟିପତି ଫାର୍ମାସିଷ୍ଟ। ବାରିପଦା ରଙ୍ଗାମାଟିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନସ୍ଥ ଭାଲ୍କି ନୂତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଫାର୍ମାସିଷ୍ଟ ଭାବେ କାର୍ୟ୍ୟରତ ସଞ୍ଜୀବ କୁମାର ପତି(୫୬)ଙ୍କ ତୁଳସୀଚଉରାସ୍ଥିତ…
