Odia News Portal
Yearly Archives

2018

ହକି ପାଇଁ ହତାସ

କଳିଙ୍ଗ୍ ଷ୍ଟାଡିୟମରେ ଟିକେଟ୍ ପାଇଁ ଉତ୍ତେଜନା । ଟିକେଟ୍ ପାଇବା ପାଇଁ ଲୋକେ ଘଂଟା ଘଂଟା ଅପେକ୍ଷା କରିଥିଲେ ହେଲେ ଟିକେଟ ମିଳିନଥିଲା । ଟିକେଟ୍ ନପାଇବାରୁ ୯ନମ୍ବର ଗେଟ୍ ନିକଟରେ ଥିବା ଟିକେଟ୍ କାଉଁଟର ଭଙ୍ଗାରୁଜା କଲେ ହକିପ୍ରେମୀ । ଅବସ୍ଥା ଅଣାୟତ ହେବାରୁ ପୋଲିସ ହାଲକା ଲାଠିଚାର୍ଜ ମଧ୍ୟ…

ଚୋରାରେ ଗଞ୍ଜେଇ ଚାଲାଣ କରି ଜେଲ ଗଲେ କିରାଣୀ ବାବୁ

 ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ କେନ୍ଦୁଝର ଦୌର ଜଜ୍ କୋର୍ଟଙ୍କ କିରାଣୀ ଗିରଫ। ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ । ତାଙ୍କ ନିକଟରୁ ୧୫ କେଜି ଗଞ୍ଜେଇ ଜବତ କରାଯାଇଛି । ଏହି ଘଟଣାରେ ପୋଲିସ ତଦନ୍ତ ଜାରି ରଖିଛି ।

ଆଖି ବୁଜିଲା ମହାବଳ ମହାବୀର

ସାତକୋଶିଆରେ ଆଖି ବୁଜିଲା ମହାବଳ ମହାବୀର । ମଧ୍ୟପ୍ରଦେଶ କାହ୍ନା ଅଭୟାରଣ୍ୟରୁ ଆସିଥିବା ବାଘର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୁଣ୍ଡରେ ଇନଫେକ୍ସନ କାରଣରୁ ତାର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ସାତକୋଶିଆ ଅଭୟାରଣ୍ୟର ରାଇଗୁଡ଼ା ରେଞ୍ଜର ସୀମାନ୍ତ କୋର୍ ଏରିଆରେ ଠାବ ହୋଇଛି ମୃତଦେହ…

ଅଙ୍ଗୁରର ଉପକାରିତା

ଅଙ୍ଗୁର ଦେଖିବାକୁ ଯେତିକି ସୁନ୍ଦର ଆମ ସ୍ୱାସ୍ଥ୍ୟ ପାଇଁ ସେତିକି ଲାଭକାରୀ। ସମସ୍ତେ ଅଙ୍ଗୁର ଖାଇବାକୁ ପସନ୍ଦ କରିଥାନ୍ତି। ଅଙ୍ଗୁରରେ ଭରପୂର ମାତ୍ରାରେ ଭିଟାମିନ୍ ରହିଛି। ଏଥିରେ ପ୍ରୋଟିନ୍, କାର୍ବୋହାଇଡ୍ରେଡ୍, ଫ୍ୟାଟ୍, ମ୍ୟାଗ୍ନେସିୟମ, ସୋଡ଼ିୟମ, ଫାଇବର, ଭିଟାମିନ୍ ଏ, ସି, ଇ ଓ କେ,…

ଆସନ୍ତାକାଲିଠୁ କାର୍ୟ୍ୟରେ ଯୋଗ ଦେବେ ଆଇନଜୀବୀ

୭୨ ଦିନ ଆନ୍ଦୋଳନ ପରେ ଆଇନଜୀବୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ବାର ଆସୋସିଏସନ ସାଧାରଣ ବୈଠକରେ ଏହି ନିଷ୍ପତି ହୋଇଛି । ଆସନ୍ତାକାଲିଠୁ ଆଇନଜୀବୀ ମାନେ କାର୍ୟ୍ୟରେ ଯୋଗ ଦେବେ । ପାଖାପାଖି ଅଢେଇମାସ ପରେ ପୁଲିସ ଓ ଆଇନଜୀବୀ ବିବାଦର ସମାଧାନ ହୋଇଛି । ଆଜି କୋର୍ଟରେ ଉଭୟଙ୍କ ମଧ୍ୟରେ…

ପ୍ରଥମ ଡେଟରେ ଯାଉଛନ୍ତି କି ?

କାହା ସହିତ ଡେଟରେ ଯିବା ସର୍ବଦା ଖାସ୍ ହୋଇଥାଏ ଆଉ ଯଦି ଏହା ପ୍ରଥମଥର ପାଇଁ ହୋଇଥାଏ ତେବେ ଏହାର ଖୁସି ଦୁଇଗୁଣ ଲାଗିଥାଏ । ପ୍ରଥମ ଡେଟକୁ ନେଇ ଯେଉଁଠି ପୁଅ ଏବଂ ଝିଅ ଉଭୟ ଉତ୍ସାହିତ ହୋଇଥାନ୍ତି ସେହି ଠାରେ ଡେଟରେ ଏପରି କିଛି କଥା ହୋଇଥାଏ ଯାହାକୁ ନଜର୍ ରଖିବା ଜରୁରୀ । ଯଦି ଆପଣ ପ୍ରଥମଥର…

ଜୟନ୍ତୀ : ମହିଳା ସଶକ୍ତିକରଣର ଦୃଷ୍ଟାନ୍ତ

ଭୁବନେଶ୍ବର: ବିରୋଧୀଙ୍କ ଅଭିଯୋଗରେ ପୂର୍ଣ୍ଣଛେଦ ନାହିଁ, ନବୀନଙ୍କ ନାରୀ ସଶକ୍ତିକରଣରେ ବି ପୂର୍ଣ୍ଣଛେଦ ନାହିଁ । ଗତ 18 ବର୍ଷ ହେଲା ରାଜ୍ୟରେ ନାରୀ ସଶକ୍ତିକରଣ କେବଳ ଧୂଆଁବାଣ ବୋଲି ବିରୋଧୀ ବାରମ୍ବାର ଅଭିଯୋଗ କରୁଛନ୍ତି । କିନ୍ତୁ ଆଜି ମେକ ଇନ ଓଡିଶାର ମହିଳା ଶିଳ୍ପଦ୍ୟୋଗୀ ସମ୍ମିଳନୀରେ…

ଶେଷ ହେଲା ରଣବୀର- ଦୀପିକାଙ୍କ ବିବାହ

ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡର ବାଜିରାଓ ଓ ମସ୍ତାନୀ । ବି-ଟାଉନର ସୁପରହିଟ୍ ଯୋଡି ରଣବୀର ସିଂ ଓ ଦୀପିକା ପାଦୁକୋଣ ଇଟାଲୀର ଲେକ କେମୋରେ ବିବାହ କରିଛନ୍ତି । ବୁଧବାର କୋଙ୍କଣୀ ରୀତିନୀତି ଅନୁଯାୟୀ ଦୀପବୀରଙ୍କ ବିବାହ ହୋଇଛି । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି । ଦୁଇ…

କାଲିଠୁ ପୋଲିସ ଜୁଡୋ କ୍ଲଷ୍ଟର

କଟକ () ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ସର୍ବଭାରତୀୟ ପୋଲିସ ଜୁଡୋ କ୍ଳଷ୍ଟର 2018 । ସର୍ବଭାରତୀୟ ପୋଲିସ କଣ୍ଟ୍ରୋଲ ବୋର୍ଡର ଦିଗଦର୍ଶନରେ ଓଡିଶା ପୋଲିସ ପ୍ରଥମ ଥର ପାଇଁ ଏହି ମେଗା ପ୍ରତିଯୋଗୀତାକୁ ଆୟୋଜନ କରିଛି । ଏହି ପ୍ରତିଯୋଗିତାରେ ଓଡିଶା ପୋଲିସ ଓ କେନ୍ଦ୍ରୀୟ ଅର୍ଦ୍ଧସାମରିକ…

ଅବଢ଼ା ବିକ୍ରି କରିପାରିବେନ ଅଣସ୍ବୀକୃତିପ୍ରାପ୍ତ ବିକ୍ରେତା

ଆନନ୍ଦ ବଜାରରେ ଅବଢ଼ା ବିକ୍ରି ପାଇଁ ସ୍ବୀକୃତିପ୍ରାପ୍ତ ବିକ୍ରେତା ଓ ସହଯୋଗୀଙ୍କ ତାଲିକା ପ୍ରସ୍ତୁତ ହେବ । ଅବଢ଼ା ବିକ୍ରି କରି ଅଣସ୍ବୀକୃତ ବିକ୍ରେତା ଧରାପଡ଼ିଲେ ତଡ଼ା ଖାଇବେ । ଶ୍ରୀମନ୍ଦିର ପ୍ରଶାସନ ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବ । କ୍ରେତାମାନଙ୍କର ଯଦି କିଛି…