ନବୀନଙ୍କ ଗୁଗଲି : ଡିଜିଟାଲ ମିଶନଶକ୍ତି
ଗୃହଲକ୍ଷ୍ମୀଙ୍କ ହାତରେ ମୋବାଇ
ଭୁବନେଶ୍ବର () ମହିଳା ସଶକ୍ତିକରଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଉ ଏକ ଲୋକାଭିମୁଖୀ ପଦକ୍ଷେପ ନେଇଛନ୍ତି । ମହିଳାଙ୍କୁ ଡିଜିଟାଲି ସଶକ୍ତ କରିବାକୁ ସବୁ ମହିଳା ସ୍ବୟଂ ସହାୟକ ଗ୍ରୁପକୁ ସ୍ମାର୍ଟ ଫୋନ ଦିଆଯିବ । ଆଜି ମେକ ଇନ ଓଡିଶା କନକ୍ଲେଭରେ…
