Odia News Portal
Yearly Archives

2018

କଦଳୀ ଚୋପାରେ ରହିଛି ଔଷଧୀୟ ଗୁଣ

ବିଭିନ୍ନ ଫଳକୁ ଚୋପା ସହିତ ଖାଇବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଥା’ନ୍ତି। କିନ୍ତୁ ଖୁବ୍ କମ୍ ଲୋକ ଏହି ପରାମର୍ଶକୁ ଗ୍ରହଣ କରିଥା’ନ୍ତି। ଆମେ ସମସ୍ତେ କଦଳୀ ଖାଇବା ପରେ ତା’ ଚୋପାକୁ ଫୋପାଡ଼ି ଦେଇଥାଉ। ଯଦି ଆପଣ ଏପରି କରୁଛନ୍ତି, ତେବେ ଏହାର ଗୁଣ ଜାଣିବା ପରେ ଆଉ ଏହାକୁ…

ମାଓବାଦୀଙ୍କ ଆକ୍ରମଣରେ ୪ ଯବାନ ସହୀଦ

ମାଓବାଦୀଙ୍କ ଆକ୍ରମଣରେ ପୁଣି ୪ ଯବାନ ଶହୀଦ ହୋଇଥିବା ମିଳିଲା ସୂଚନା । ଛତିଶଗଡର ଦାନ୍ତେୱାଡାରେ ୪ ସିଆଇଏସଏଫ ଯବାନ ଶହିଦ । ମିଳିଥିବା ସୂଚନା ଅନୁସାରେ, ଯବାନମାନେ କମ୍ବିଂ କରୁଥିବା ସମୟରେ ମାଓବାଦୀମାନେ ସେମାନଙ୍କ ଗାଡିକୁ ଉଡାଇଦେଇଥିବା ଜଣାପଡିଛି । ସାରା ଦେଶ ଦୀପାବଳି ପାଇଁ ଉତ୍ସବ…

ମାରିିଦେଲା ଯଶୋଦା

ସୁନ୍ଦରୀକୁ କାବୁ କରିବା ପାଇଁ ଚନ୍ଦକାରୁ ସାତକୋଶିଆ ଯାଇଥିବା ହାତୀ ଯଶୋଦା ବନ୍ଧାହୋଇଥିବା ବେଳେ ଜଣେ ଲୋକକୁ ଦଳି ମାରିଦେଇଛି । ଅନୁଗୁଳ ଫରେଷ୍ଟ ରେଂଜ ଅଫିସ ନିକଟରେ ଯଶୋଦା ବନ୍ଧା ହୋଇଥିବା ବେଳେ ସ୍ଥାନୀୟ ମାଟିଆ ସାହିର ସୁଦୁର ପ୍ରଧାନ ନାମକ ଜଣେ ବ୍ୟକ୍ତି ଯଶୋଦାକୁ କଦଳୀ ଗଛ ଖାଇବାକୁ…

ସୁନ୍ଦରୀପାଇଁ ଅଡୁଆ

ଟ୍ରାଙ୍କୁଲାଇଜର ଦିଆଯାଇ ମଣିଷଖିଆ ସୁନ୍ଦରୀକୁ ଅଣାଯିବା ପରେ ତାଙ୍କୁ ନେଇ ଅଡୁଆ ବଢିବାରେ ଲାଗିଛି । ସୁନ୍ଦରୀକୁ ନନ୍ଦନକାନନରେ ରଖିବା ପାଇଁ ଉଦ୍ୟମ ହେଉଥିବା ବେଳେ ସେଂଟ୍ରାଲ ଜୁ ଅଥରିଟି ଆପତି ଉଠାଇଛନ୍ତି । ସୁନ୍ଦରୀକୁ ନନ୍ଦନକାନନରେ ରଖିବାକୁ ଜୁ ଅଥରିଟି ବାରଣ କରିଛନ୍ତି । ଜାତୀୟନୀତିର…

ମନ୍ତ୍ରୀ ପୁଅଙ୍କୁ ଫଶେଇବାକୁ ଉଦ୍ୟମ

ଭୁବନେଶ୍ବର () କେନ୍ଦୁଝର ଜିଲ୍ଲା ଆନନ୍ଦପୁରର କୁଲୁ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ଜିଲ୍ଲା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପୁଅଙ୍କୁ ରାଜନୈତିକ ଉଦ୍ଦେଶ୍ୟ ଫଶେଇବାକୁ ଚେଷ୍ଟା କରାଯାଉଛି । କୁଲୁଙ୍କ ଉପରେ କିଏ, କାହିଁକି ଆକ୍ରମଣ କଲା ତାର ସତ୍ୟାସତ୍ୟ…

ହକି ବିଶ୍ୱକପ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା

ପୁରୁଷ ହକି ବିଶ୍ୱକପ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା । ମନପ୍ରୀତ ସିଂଙ୍କ ନେତୃତ୍ୱରେ ବିଶ୍ୱକପ ପାଇଁ ପଡ଼ିଆକୁ ଓହ୍ଲାଇବ ଦଳ । ସବୁଠାରୁ ବଡ଼ କଥା ହେଲା ଦୁଇ ଓଡ଼ିଆ ଖେଳାଳୀଙ୍କୁ ହକି ଦଳରେ ସାମିଲ କରାଯାଇଛି । ଭାରତୀୟ ହକି ଦଳର ସବୁଠାରୁ ଅନୁଭବୀ ଡିଫେଣ୍ଡର ବିରେନ୍ଦ୍ର ଲାକ୍ରା ଏବଂ ଅମିତ…

ମା’ ଆଗରେ ଚାଲିଗଲା ଜୀବନ

ମାଆ ସହ ନଦୀରେ ଗାଧୋଉଥିବା ବେଳେ ବୁଡ଼ିଗଲେ ଏହି ଭାଇଭଉଣୀ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନାରେ। ଆଜି ସକାଳୁ ସକାଳୁ ଏମିତି ଦୁଃଖଦ ଖବର ଆସିଛି।ମୃତ ଭାଇଭଉଣୀ ହେଲେ ସୌମ୍ୟା ସୁଆଲସିଂ (୬) ଓ ବିଷ୍ଣୁ ସୁଆଲସିଂ (୩)। ମା’ସହିତ ଏ ଦୁହେଁ ଦୋମୁହାଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ଦୁଇ ଛୁଆଙ୍କୁ…

ଜଂଘ ଓ ପିଠିରେ ହାତ ମାରୁଥିଲେ ନିର୍ଦ୍ଦେଶକ, ପ୍ରଯୋଜକ

ମୁମ୍ବାଇ () : ଜଣାଶୁଣା ଅଭିନେତ୍ରୀ ଶମ୍ମା ସିକନ୍ଦର ସଫଳତାର ଶୀର୍ଷରେ  । ସେ ନିଜକୁ ଏବେ ଆଧ୍ୟାତ୍ମିକ ମାର୍ଗରେ ପରିଚାଳିତ କରୁଛନ୍ତି | କିନ୍ତୁ ‘ମି ଠୁ’ ଅଭିଯାନକୁ ଦୃଷ୍ଟିରେ ରଖି ସେ ନିଜ ଅତୀତ ଦିନର କଥା ମାନେ ପକାଇ ଫିଲ୍ମ ଇଣ୍ଡଟ୍ରିର ଏକ ଅନ୍ଧାରୀ ଦିଗ ସମ୍ପର୍କରେ ସୂଚନା ଦେଇଛନ୍ତି |…

ଦୀପାବଳିରେ ଅଗ୍ନିକାଣ୍ଡ, ଜଳିଗଲା ସାନିଟାରୀ ଗୋଦାମ ଗୃହ

ଭୁବନେଶ୍ବର () ଦୀପାବଳିରେ ଘଟିଛି ଅଘଟଣ। ପୁରୁଣା ଷ୍ଟେସନ ବଜାରର ଗର୍ଗ ଟ୍ରେଡିଂ କୋ ସାନିଟାରୀ ଗୋଦାମରେ ଘଟିଛି ଘଟଣା।ଗୋଦାମର ତଳମହଲାର ସାନିଟାରି ଆଇଟମ ଥିବା ଅଂଚଳରେ ଲାଗିଥିଲା ନିଆଁ । ନିଆଁ ଧିରେ ଧିରେ ପ୍ରଥମ ମହଲାରୁ, ଦ୍ବିତିୟ ଓ କୁ ତୃତୀୟକୁ ବ୍ଯାପୁଥିଲୀ ।ମଙ୍ଗଳବାର ରାତି ପ୍ରାୟ…

ଆଜି ରାତି 9ଟା 19 ପୂର୍ବରୁ ଦୀପାବଳି ପୂଜା ସାରନ୍ତୁ

ଭୁବନେଶ୍ବର (): ଆଜି କାର୍ତ୍ତିକ ଅମାବାସ୍ୟା | ଆଜି ରାତି ୮.୧୬ ମିନିଟ ପର୍ଯ୍ୟନ୍ତ ସ୍ଵାତି ନକ୍ଷତ୍ର ରହୁଛନ୍ତି  । ଆଜି ଦିନରେ ପୂଜାର୍ଚ୍ଚନା ବିଶେଷ ଫଳପ୍ରଦ | | ରାତି ୯ଟା ୨୦ ମିନିଟରୁ କାର୍ତ୍ତିକ ମାସ ଶୁକ୍ଲପକ୍ଷର ଶୁଭାରମ୍ଭ ହେଉଛି | ତେଣୁ ରାତି ୯ଟା ୧୯ ପୂର୍ବରୁ ଦୀପାବଳି ପୂଜା…