Odia News Portal
Yearly Archives

2018

ରାତିରେ ଜନ୍ମ ବ୍ୟକ୍ତିଙ୍କ ସ୍ୱଭାବ ଜାଣନ୍ତୁ

କୌଣସି ବ୍ୟକ୍ତିର ସ୍ୱଭାବ କିପରି ଏହା ବ୍ୟକ୍ତିର ଜନ୍ମ ସମୟ ଓ ମାସ ଉପରେ ନିର୍ଭର କରିଥାଏ । ମାସ ଓ ସମୟ ନେଇ ବ୍ୟନ୍ତି ଭିନ୍ନ ଭିନ୍ନ ସ୍ୱଭାବର ହୋଇଥାଏ । ଏହି ସ୍ୱଭାବ ବ୍ୟକ୍ତିର ଜୀବନ ଶୈଳୀ ଉପରେ ପ୍ରଭାବ ମଧ ପକାଇଥାଏ । ଶାସ୍ତ୍ର ଅନୁସାରେ ବ୍ୟକ୍ତିର ଜନ୍ମ ମାସ ଓ ସମୟ ଜାଣିଲେ ବ୍ୟକ୍ତିର…

ଶବଯାତ୍ରା ଦେଖିଲେ କଣ କରିବେ ?

ଆପଣବି ଜାଣିଛନ୍ତି ପୃଥିବୀରେ ଯିଏ ଜନ୍ମ ନେଇଛି ତାର ମୃତ୍ୟୁ ସୁନିଶ୍ଚିତ । ଭଗବାନ ମଧ୍ୟ ମଣିଷ ଜନ୍ମ ନେଇ ମୃତ୍ୟୁ ବରଣ କରିଥିଲେ । ତେବେ ଆପଣ ବି ଅନେକ ସମୟରେ ବାଟରେ ଯାଉଥିବା ଶବଯାତ୍ରା ଦେଖିଥାନ୍ତି । ତେବେ ଅପଣ ବି ଦେଖିଥିବେ କି ଶବଯାତ୍ରା ରେ ରାମନାମ ସତ୍ୟ ହେ ଶଦ୍ଦ ର ପ୍ରୟୋଗ ହୋଇଥାଏ…

ଗୃହ କମିଟିରେ ସତ୍ୟପାଠ ଦାଖଲ କଲେ ଅଭିଜିତ

ବିଧାୟକ ମାନଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେବା ଏବଂ ଓଡିଶା କଳା ସଂସ୍କୃତିକୁ ନେଇ ଅରୁଚିକର ମନ୍ତବ୍ୟ ଦେବା ଅଭିଯୋଗରେ ଗିରଫ ହୋଇଥିବା ଅଭିଜିତ ଆୟାର ଆଜି ତୃତୀୟ ଥର ପାଇଁ ବିଧାନସଭା ଗୃହ କମିଟି ଆଗରେ ହାଜର ହୋଇଛନ୍ତି । ଗୃହ କମିଟି ନିର୍ଦ୍ଦେଶ ଅନୁଯାଇ ଶ୍ରୀ ଆୟାର ତାଙ୍କର ସତ୍ୟପାଠ ଗୃହ…

ବିଜେପିର ତାଲା ପକାକୁ ବିଜେଡି ଘେରାଉ

ରାଜ୍ୟରେ ବେକାରୀ ସମସ୍ୟାର ସମାଧାନ ଦିଗରେ ବିଜେଡି ସରକାର ବିଫଳ ହୋଇଥିବା ଯୋଗୁଁ ବିଜେପି ଆସନ୍ତା ୫ତାରିଖ ଦିନ ରାଜ୍ୟର ସମସ୍ତ ଏମ୍ପ୍ଲୟମେଂଟ ଏକ୍ସଚେଂଜରେ ତାଲା ପକାଇବ ବୋଲି ଘୋଷଣା କରିଛି । ବିଜେପିର ଏହି ତାଲାପକା ଆନ୍ଦୋଳନକୁ ରୋକ୍ ଦେବା ପାଇଁ ବିଜେଡି ମଧ୍ୟ ପ୍ରସ୍ତୁତ ହୋଇଛି । ଆସନ୍ତା…

ଗଣ ଦୁଷ୍କର୍ମ ଅଭିଯୁକ୍ତର ସ୍କେଚ୍ ଜାରି ହେବ

ଗଂଜାମ-ପୋଲସରା ବାଲିଛାଇ ଠାରେ ଘଟିଥିବା ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କ ସ୍କେଚ୍ ଜାରି କରାଯିବ ବୋଲି ଗଂଜାମ ଏସପି ବ୍ରିଜେଶ ରାଏ ସୂଚନା ଦେଇଛନ୍ତି । ପୀଡିତାଙ୍କର ବୟାନ ଆଧାରରେ ଅଭିଯୁକ୍ତର ସ୍କେଚ୍ ଜାରି କରାଯିବ । ବର୍ତମାନସୁଧା ପୋଲିସ ୮ଜଣଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି । ଏହି…

ନୂଆ ପଂଜିନିବେଶ ସହ ୩୦ ଲକ୍ଷ ନିଯୁକ୍ତି ଲକ୍ଷ୍ୟ

ଭୁବନେଶ୍ବର () : ମେକ ଇନ ଓଡିଶା କନକ୍ଲେଭ ପୂର୍ବରୁ ରାଜ୍ୟରେ ଶିଳ୍ପାୟନର ପ୍ରକ୍ରିୟାକୁ ଆଉ ଚଳଚଞ୍ଚଳ କରିବା ଲକ୍ଷ୍ୟରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଚ୍ଚସ୍ତରୀୟ କ୍ଲିୟରାନ୍ସ ଅଥୋରିଟି ବୈଠକରେ 6ଟି ମେଗା ପ୍ରକଳ୍ପକୁ ମଂଜୁରୀ ପ୍ରଦାନ କରିଛନ୍ତି । ଏଥିସହିତ ସଚିବାଳୟରୁ ଭିଡିଓ…

ମହାକାଶ ଓ ସାମରିକ ଶିଳ୍ପ ପାଇଁ ମିଳିବ ପ୍ରୋତ୍ସାହନ

ଭୁବନେଶ୍ବର () ରାଜ୍ୟରେ ମେଟାଲ, ଖାଦ୍ୟ ପ୍ରକ୍ରିୟାକରଣ, ଇସ୍ପାତ ଓ ଡାଉନଷ୍ଟ୍ରିମ ଶିଳ୍ପ ସହ ଏବେ ରାଜ୍ୟ ସରକାର ମହାକାଶ ଓ ସାମରିକ ଯନ୍ତ୍ରପାତି ଉତ୍ପାଦନକୁ ପ୍ରୋତ୍ସାହିତ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏଥିପାଇଁ ପ୍ରସ୍ତୁତ ହୋଇଛି ଓଡିଶା ମହାକାଶ ଓ ସାମରିକ ଉତ୍ପାଦନ ନୀତି 2018…

ବିଧାନସଭା ଶୀତକାଳିନ ଅଧିବେଶନ ୧୬ରେ

ଆସନ୍ତା ୧୬ତାରିଖ ଠାରୁ ବିଧାନସଭାର ଶୀତକାଳିନ ଅଧିବେଶନ ଆରମ୍ଭ ହେବ । ଏହି ଅଧିବେଶନ ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବିଧାନସଭା ସଚିବାଳୟ ସୂତ୍ରରୁ ଜଣାପଡିଛି । ଏହି ସମୟ ମଧ୍ୟରେ ୨୩ଟି କାର୍ଯ୍ୟକାରୀ ଦିବସ ରହିଛି । ଚଳିତ ଅଧିବେଶନରେ ଅଭିଜିତ ଆୟାରର ସ୍ୱାଧିକାର ଭଙ୍ଗ…

ହାତୀ ମୃତ୍ୟୁ ମାମଲାରେ ୩ଜଣଙ୍କୁ ଜିରଫ କଲା କ୍ରାଇମବ୍ରାଞ୍ଚ

ଢେଙ୍କାନାଳ କମଳାଙ୍ଗରେ ହାତୀ ମୃତ୍ୟୁ ଘଟଣାରେ ୩ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ସେସୁର ବହିଷୃତ କନିଷ୍ଠ ଯନ୍ତ୍ରୀ ସଂଜୟ ମହାନ୍ତି, ମେରାମୁଣ୍ଡଳୀ ସେକସନ ଫରେଷ୍ଟ ଅଫିସର ପ୍ରଭାକର ରଣା ଓ ବିଟ୍ ଫରେଷ୍ଟ ଗାର୍ଡ ଗିରିଶ ଦେହୁରୀଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଗତ ୨୭ ତାରିଖ…

ଦୁଇଟି ବସ ପୋଡି ପାଉଁଶ

ଖଣ୍ଡଗିରିରେ ଜଳିଗଲା ବସ୍ । ଖଣ୍ଡଗିରି ମହିନ୍ଦ୍ରା ପେଟ୍ରୋଲ ଟାଙ୍କି ନିକଟରେ ୨ଟି ବସ୍ ଜଳିଯାଇଛି । ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି । ତେବେ ବସ ଦୁଇଟି ଗତକାଲି ରାତିରେ ସେଠାରେ ପାର୍କିଂ କରାଯାଇଥିଲା । ତେବେ ବସ ଭିତରେ କେହି ନ…