ସୁନ୍ଦରୀକୁ ଧରିବ ଯଶୋଦା
ସାତକୋଶିଆରେ ବାଘୁଣୀ ସୁନ୍ଦରୀକୁ ଧରିବାକୁ ପହଁଚିଛି କୁମକି ହାତୀ ଯଶୋଦା । ସୁନ୍ଦରୀକୁ ଧରିବାକୁ ବନବିଭାଗ ନୟାନ୍ତ ହେବା ପରେ ଯଶୋଦାର ସହାୟତା ନେଇଛିି ବନବିଭାଗ । ୧୦ଦିନ ଧରି ଝାଳନାଳ ବୁହାଇବା ପରେ ଶେଷରେ କୁମକି ହାତୀର ସହାୟତା ନେଇଛି । ପ୍ରଥମରୁ ଖାଲି ହାତରେ ସୁନ୍ଦରୀକୁ ଧରିବା ପାଇଁ…
