Odia News Portal
Yearly Archives

2018

ଚକ୍ମା ଦେଉଛି ସୁନ୍ଦରୀ

ଅନୁଗୁଳ ସାତକୋଶିଆ ଜଙ୍ଗଲରେ ଆତଙ୍କ ସୃଷ୍ଟି କରିଥିବା ବାଘୁଣୀ ସୁନ୍ଦରୀକୁ ନନ୍ଦନକାନନ ଅଣାଯିବ। ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରାଯିବା ପରେ ନନ୍ଦନକାନନ ଅଣାଯିବ ବୋଲି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ପ୍ରକାଶ କରିଛନ୍ତି । ତେଣୁ ସୁନ୍ଦରୀକୁ ନେଇ ଭୟର କୌଣସି କାରଣ…

ଗରମ ପାଣି ପିଇବାର ଉପକାରିତା

ଥଣ୍ଡା ପାଣି ଆମ ଶରୀରରେ ଶୋଷ ମେଣ୍ଟାଏ। ଆଉ ଗରମ ପାଣି ଆମ ଶରୀରରେ ଥିବା ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ। କୁହାଯାଏ ଆମ ଶରୀରରେ ୭୦ ପ୍ରତିଶତ ଜଳ ଭରି ରହିଛି। ଆପଣଙ୍କ ପ୍ରଶ୍ନ ହୋଇପାରେ କ’ଣ ଆମେ ଶୋଷ ମେଣ୍ଟେଇବା ପାଇଁ ସର୍ବଦା ଗରମ ପାଣି ପିଇବା ଜରୁରୀ? ସେ କଥା ନୁହଁ । ଗରମ ପାଣି…

ସ୍ଥଗିତ ରହିଲା ଅଯୋଧ୍ୟା ମାମଲାର ଶୁଣାଣି

ବହୁଚର୍ଚ୍ଚିତ ଅଯୋଧ୍ୟା ମାମଲାର ଘୁଚିଂଲା ଶୁଣାଣି । ୨୦୧୯ ଜାନୁଆରୀ ପର‌୍ୟ୍ୟନ୍ତ ଶୁଣାଣୀ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ । ଜାନୁଆରୀରେ ପରବର୍ତି ତାରିଖ ଧାର‌୍ୟ୍ୟ ହେଲା ପରେ ମାମଲାର ନିୟମିତ ଶୁଣାଣୀ ହେବ । ଆଜିଠୁ ଅଯୋଧ୍ୟା ମାମଲାର ନିୟମିତ ଶୁଣାଣୀ ହେବାର ଥିଲା । ଅଯୋଧ୍ୟାର ରାମ…

ବିପର୍ଯ୍ୟୟ ପୁର୍ବରୁ ଏଣିକି ମିଳିବ ସୂଚନା

ଭୁବନେଶ୍ବର () : ବିପର୍ଯ୍ୟୟ ପ୍ରଶମନ ଦିବସ ଅବସରରେ ପ୍ରାକ ବିପର୍ଯ୍ୟୟ ସୂଚନା ପ୍ରଦାନ କେନ୍ଦ୍ର ଓ ସୂଚନା ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ବିପର୍ଯ୍ୟୟ ପ୍ରାକ ସୂଚନା ବ୍ୟବସ୍ଥା କ୍ଷେତ୍ରରେ ଏହା ଏକ ଅଭିନବ ପ୍ରୟାସ । ଏହାଦ୍ବାରା ଏଣିକି ପ୍ରାକୃତିକ…

ଦୁଇ ଗୋଷ୍ଠି ଓକିଲ ମଧ୍ୟରେ ସଂଘର୍ଷ

କଟକ--ଦୀର୍ଘ ୨ ମାସ ଧରି ହାଇକୋର୍ଟ ବାର ଆସୋସିଏସନର ଆନ୍ଦୋଳନ ପରେ ଆଜି ହାଇକୋର୍ଟ ପରିସରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ହାଇକୋର୍ଟ ବାର ଆସୋସିଏସ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି । ବିଜେଡି ଲିଗାଲ ସେଲ୍ କୋର୍ଟ କାର‌୍ୟ୍ୟରେ ଯୋଗଦେବାକୁ ଘୋଷଣା କରିବା ପରେ ଉଭୟଙ୍କ ମଧ୍ୟରେ…

ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା

ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଭଦ୍ରକ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ । ମେଡିକାଲ କଲେଜ ସଂଗ୍ରାମ ସେନା ଡାକରାରେ ସକାଳ ୬ଟାରୁ ଆରମ୍ଭ ହୋଇଛି ବନ୍ଦ ପାଳନ । ସକାଳୁ ସକାଳୁ ଦେଖିବାକୁ ମିଳିଛି ବନ୍ଦର ପ୍ରଭାବ । ପିକେଟିଂ କରି ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀ ରାସ୍ତା ଅବରୋଧ…

ମନ୍ତ୍ରୀଙ୍କୁ ଆକ୍ରମଣ ମାମଲାରେ ସୁରେଶ ସାହୁ ଗିରଫ

ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଓ ଘସିପୁରା ଭାଜପା ଯୁବ ସଭାପତି ଆଶିଷ ବେହେରାଙ୍କ ଉପରକୁ ହୋଇଥିବା ଆକ୍ରମଣ ଘଟଣାରେ କେନ୍ଦୁଝର ଜିଲା ଘସିପୁରା ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତ ତଥା ଆନନ୍ଦପୁର ପୂର୍ବତନ ପୌର ଉପାଧ୍ୟକ୍ଷ ସୁରେଶ ସାହୁକୁ ଗିରଫ କରିଛି। ଶନିବାର ପୂର୍ବାହ୍ନରେ ସୁରେଶଙ୍କୁ…

ଶୂନଶାନ ହୋଇପଡ଼ିଛି ଝାରସୁଗୁଡା ବିମାନବନ୍ଦର

ଶୂନଶାନ ଲାଗୁଛି ପଶ୍ଚିମ ଓଡିଶାର ମୁଖଶାଳା। ଠପ ହୋଇପଡ଼ିଛି ଉଡେ ଦେଶ୍ କି ନାଗରିକ ବା ଉଡାନ୍ ସେବା। ପାଖାପାଖି ୨୦ଦିନ ହେବ ଝାରସୁଗୁଡା ଆକାଶରେ ବିମାନ ଉଡୁନି। ଝାରସୁଗୁଡା ବିମାନବନ୍ଦର କ୍ଷେତ୍ରରେ ଦେଖାଦେଇଛି ଏପରି ଅଚଳାବସ୍ଥା। ପରିଚାଳନାଗତ ତ୍ରୁଟି ପାଇଁ ବାରମ୍ବାର ବିମାନ ବାତିଲ କରୁଛି…

ନକ୍ସଲ ଆକ୍ରମଣରେ ୪ ଯବାନ ସହିଦ, ୨ ଗୁରୁତର ଆହତ

ଛତିଶଗଡର ବୀଜାପୁରରେ ବଡ ଧରଣର ନକ୍ସଲ ଆକ୍ରମଣ ! ବିଧାନସଭା ନିର୍ବାଚନ ପୂର୍ବରୁ ଯବାନଙ୍କ ଉପରେ ଆକ୍ରମଣ କରି ଆତଙ୍କ ସୃଷ୍ଟି କରିଛନ୍ତି ଲାଲବାହିନୀ । ଏହି ଆକ୍ରମଣରେ ସିଆରପିଏଫର ୪ ଜଣ ଯବାନ ସହିଦ ହୋଇଥିବା ବେଳେ ଦୁଇଜଣ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି । ନକ୍ସଲ ଆକ୍ରମଣରେ ସହିଦ…

ପୁଣି ବାହା ହେବେ ମଲାଇକା

ବଲିଉଡରେ ଏବେ ଚର୍ଚ୍ଚା ହେଉଛି ଯେ ଦୀର୍ଘଦିନଧରି ସଂପର୍କରେଥିବା ଏକ ଯୋଡି ଆର ବର୍ଷ ବିବାହ ବନ୍ଧନରେ ଆବଦ୍ଧ ହେବେ। ଏମାନଙ୍କ ଭିତରୁ ପ୍ରେମିକାଙ୍କ ବୟସ ହେଲେ ୪୪ ବର୍ଷ ଏବଂ ପ୍ରେମିକ ତାଙ୍କଠାରୁ ବୟସରେ ଢ଼େର୍ କମ୍। ଗତ କିଛିଦିନ ତଲେଳ ଏଦୁହିଁଙ୍କୁ ଆବୁଧାବିରେ ସମୟ କାଟୁଥିବାର ଦେଖିବାକୁ…