ଜନ ସଂପର୍କ ପଦଯାତ୍ରାର ଅବଧି ବଢିଲା
ଭୁବନେଶ୍ବର () ବିଜେଡି ପକ୍ଷରୁ ଆରମ୍ଭ ହୋଇଥିବା ଜନସଂପର୍କ ପଦଯାତ୍ରା ଅବଧୀ ବଢିଲା । ନଭେମ୍ବର 2 ପରିବର୍ତ୍ତେ ନଭେମ୍ବର 30ରେ ସରିବ ପଦଯାତ୍ରା । ଆଜି ଏନେଇ ଦଳ ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର ସବୁ ବିଧାୟକ, ସାଂସଦ, ମନ୍ତ୍ରୀ, ଜିଲ୍ଲା ସଭାପତି, ପର୍ଯ୍ୟବେକ୍ଷକଙ୍କ…
