Odia News Portal
Yearly Archives

2018

ମନ୍ତ୍ରୀପଦରୁ ଇସ୍ତଫା ଦେଲେ ଏମ ଜେ ଆକବର

ନୂଆଦିଲ୍ଲୀ--କେନ୍ଦ୍ରମନ୍ତ୍ରୀ ଏମ ଜେ ଆକବର ଆଜି ଇସ୍ତଫା ଦେଇଛନ୍ତି । ମିଠୁ କ୍ୟାମ୍ପେନରେ ତାଙ୍କ ବିରୁଦ୍ଧରେ ୨୦ଜଣ ମହିଳା ସାମ୍ବାଦିକ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ । ଆକବର ବିଦେଶ ଗସ୍ତରୁ ଫେରିବା ପରେ ଏହି ଅଭିଯୋଗକୁ ଖଣ୍ଡନ କରିବା ସହିତ ଅଭିଯୋଗକାରିଣୀ ମହିଳା ସାମ୍ବାଦିକ ପ୍ରିୟା…

ଅଭିଜିତ ଆୟାରଙ୍କ ଆଉଏକ ନୂଆ ନାଟକ

ଭୁବନେଶ୍ୱର—କିଛିଦିନ ତଳେ ପୁର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହିତ ତାଙ୍କ ହେଲିକେପଟରରେ କୋଣାର୍କ ଓ ଅନ୍ୟାନ୍ୟ ସ୍ଥାନ ବୁଲି ଓଡିଶା ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାର ଶେଷରେ ବୈଜୟନ୍ତ ପଣ୍ଡାଙ୍କୁ ଚିହ୍ନିନାହାନ୍ତି କି ଯାଣିନାହାଁନ୍ତି ବୋଲି କହିବାକୁ ନେଇ ବିଭିନ୍ନ…

ରକ୍ତ ରଂଜିତ ମାଣିକେଶ୍ୱରୀ ପୀଠ

ଭବାନୀପାଟଣା—କଳାହାଣ୍ଡି ଜିଲ୍ଲାର ମା’ ମାଣିକେଶ୍ୱରୀ ପୀଠରେ ଛତର ଯାତ୍ରାରେ ପଶୁ ବଳି ଦିଆଯିବନାହିଁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ନିର୍ଦ୍ଦେଶନାମା ଥିଲେ ମଧ୍ୟ ପାମ୍ପପରା ଆଗରେ ସରକାରୀ କଟକଣା ହାର ମାନିଛି । ଏ ବର୍ଷ ଛତର ଯାତ୍ରାରେ ମା’ ମାଣିକେଶ୍ୱରୀ ପୀଠ ପୁଣି ରକ୍ତ ରଂଜିତ ହୋଇ…

ତିତଲି ପ୍ରଭାବିତଙ୍କୁ ବିଜୁପକ୍କା ଘର

ଭୁବନେଶ୍ୱର –ତିତଲି ,ବର୍ଷା ଓ ବନ୍ୟା ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ତାଙ୍କ ନିକଟ ସମ୍ପର୍କୀୟଙ୍କୁ ୧୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଶ୍ରୀ ପଟ୍ଟନାୟକ ଆଜି ଗଜପତି ଜିଲ୍ଲାର ବାରଘର ଚଂମ୍ପାପୁର ଅଂଚଳ ଗସ୍ତ…

ତିତଲି ବିପର୍ଯ୍ୟୟରେ ୫୭ ଜଣ ମୃତ୍ୟୁ

ଭୁବନେଶ୍ୱର---ତିତଲତ ପ୍ରଭାବରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୫୭ ରେ ପହଂଚିଲାଣି ବୋଲେି ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢି ସୂଚନା ଦେଇଛନ୍ତି । ସେ କହିଛନ୍ତି ଏହି ବିପର୍ଯ୍ୟୟରେ ଗଜପତି ଜିଲ୍ଲାରେ ୩୯ଜଣ ଗଂଜାମ ଜିଲ୍ଲାରେ ୧୨ ଜଣ ଏବଂ କନ୍ଧମାଳ ଜିଲ୍ଲାରେ ୨ ଜଣ ପ୍ରାଣ ହରାଇଛନ୍ତି…

୨୨ରେ ଓଡିଶା ଆସିବେ ଅଭିଜିତ ଆୟାର

ହେଲିକପ୍ଟରରେ ବସିବା ଯେ ଏତେ ଅସୁବିଧା ସୃଷ୍ଟି କରିବ ତାହା ଜାଣିନଥିଲି । ଓଡିଶା ଆସିବା ପୂର୍ବରୁ ଏଭଳି ସାଂଘାତିକ ବୟାନ ଦେଇଛନ୍ତି କୋର୍ଣାକ ମନ୍ଦିର ଓ ବିଧାୟକ ମାନଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାର । ଏପରିକି ଓଡିଶାର କଳା ଓ ସଂସ୍କୃତି ସର୍ମ୍ପକରେ ବିବାଦୀୟ ମନ୍ତବ୍ୟ…

‘ମି ଠୁ’ ରମାନୀଙ୍କୁ ସମର୍ଥନ କରି ୨୦ ମହିଳା ସାମ୍ବାଦିକା ଆକବରଙ୍କ ବିରୋଧରେ

କେନ୍ଦ୍ରମନ୍ତ୍ରୀ ଏମ.ଜେ. ଆକବରଙ୍କ ବଢିଲା ଅଡୁଆ । ମି ଠୁ କ୍ୟାମ୍ପେନକୁ ୨୦ ଜଣ ମହିଳା ସାମ୍ବାଦିକା ସମର୍ଥନ କରିଛନ୍ତି । ଆକବରଙ୍କ ବିରୋଧରେ ପ୍ରିୟା ରମାନୀ ନିର‌୍ୟାତନା ଅଭିଯୋଗ ଆଣିଥିଲେ । ଆଉ ଏହାକୁ ସମର୍ଥନ କରିଛନ୍ତି ସାମ୍ବାଦିକା । ୧୯୯୪ରେ ଇଂରାଜୀ ଦୈନିକ ଏସିଆନ ଏଜର ଖବରକାଗଜ ଆରମ୍ଭ…

ଟ୍ରକ ବୋଲେରୋ ଧକ୍କାରେ ୧୦ ମୃତ୍ୟୁ

ନୂଆପଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ନୂଆପଡାର ସିଲଦା ନିକଟରେ ଏକ ବୋଲେରୋ ଓ ଟ୍ରକ ମଧ୍ୟରେ ମୁହାମୁହିଁ ଧକ୍କା ହେବାରୁ ୧୦ ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଥିବା ବେଳେ ୬ ଜଣ ପୁରୁଷ ରହିଛନ୍ତି । ସମସ୍ତ ମୃତକ ଛତିଶଗଡର ବୋଲି ଜଣାପଡିଛି । ସୂଚନା…

ଅନାଥଙ୍କୁ ଆପଣାଇଲେ ନବୀନ

ଭୁବନେଶ୍ୱର () ଗଜପତି ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ବଡ ଘୋଷଣା । ବନ୍ୟାରେ ମୃତ୍ୟୁବରଣ କରିଥିବା ସବୁ ମୃତକଙ୍କ ପରିବାରକୁ କ୍ଷତିପୂରଣ ରାଶି 4 ଲକ୍ଷରୁ 10 ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ଗଜପତି ଜିଲ୍ଲାର ବାରଘର ଗାଁ ଲୋକଙ୍କ ସହ ସିଧାସଳଖ କଥା…

ଜମୁଛି ଦଶହରା ବଜାର

ଭୁବନେଶ୍ୱର-- ଦଶହରା ଉସô୍ବ ପାଇଁ ସାରା ଓଡିଶା ଏବେ ଉସô୍ବମୁଖର ହୋଇଉଠିଛି । ଦଶହରା ଯେତିକି ପାଖେଇ ଆସୁଛି ସହର ବଜାରରେ ମା’ ଦୁର୍ଗାଙ୍କର ଆରାଧନାରେ ଗଗନ ବପନ ପ୍ରକମ୍ପିତ ହେବାରେ ଲାଗିଛି । କେବଳ ତିତଲି ପ୍ରଭାବିତ ଗଂଜାମ , ଗଜପତି ଓ ରାୟଗଡା ଜିଲ୍ଲାକୁ ଛାଡିଦେଲେ ସବୁଠାରେ ଦୁର୍ଗାପୁଜାର…