ବିଜେପି ସଭାପତି ଅମିତ ଶାହ ସ୍ବାଇନ୍ ଫ୍ଲୁ, କଟକ ପାଣିକୋଇଲିରେ ହେବାକୁ ଥିବା ସମାବେଶକୁ ବାତିଲ
ନୂଆଦିଲ୍ଲୀ : ବିଜେପି ସଭାପତି ଅମିତ ଶାହ ସ୍ବାଇନ୍ ଫ୍ଲୁ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଆଜି ରାତିରେ ତାଙ୍କୁ ଦିଲ୍ଲୀ ଏମସ୍ ରେ ଭର୍ତି କରାଯାଇଛି। ତାଙ୍କର ଚିକିତ୍ସା ଲାଗି ଏମ୍ସ ଡାଇରେକଟର ରଣଦୀପ ଗୁଲେରିଆଙ୍କ ନେତୃତ୍ବେର ଏକ ଡାକ୍ତରୀ ଦଳ ଗଠିତ ହୋଇଛି। ମେଡିକାଲ ସୂତ୍ରରୁ ପ୍ରକାଶ ଯେ…
