କାଳିଆ ଯୋଜନାରୁ ଫାଇଦା କେତେ ? ଆରମ୍ଭ ହୋଇ ସାରିଛି ତର୍ଜମା
ଦୈନିକ ଖବର କାଗଜ ଟାଇମ୍ସ ଅଫ୍ ଇଣ୍ଡିଆରେ ଏକ ଆର୍ଟିକିଲ୍ ପ୍ରକାଶ ପାଇଛି । ବିଶିଷ୍ଟ ସ୍ତମ୍ଭକାର ସ୍ୱାମୀନାଥନ୍ ଏସ୍ ଅଙ୍କେଲେସରିଆ ଆୟାର ଏହି ଆର୍ଟିକିଲ୍ ଲେଖିଛନ୍ତି WHY NAVEEN PATTNAIK HAS THE BEST SOLUTION FOR FRAM DISTRESS। ଏଥିରେ କୁହାଯାଇଛି କାଳିଆ ଯୋଜନା ଏକ ଭଲ…
