ମହାକାଳପଡ଼ା ରାଜଗଡ଼ ଗାଁରେ ଥିବା ନକଲି ଜର୍ଦ୍ଦା କାରଖାନା ଉପରେ ଚଢାଉ
ମହାକାଳପଡ଼ା: ମହାକାଳପଡ଼ାରୁ ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା ଜବତ। କେନ୍ଦ୍ରାପଡ଼ା ସ୍ପେଶାଲ ସ୍କାର୍ଡ ଓ ମହାକାଳପଡ଼ା ପୋଲିସ ମିଳିତ ଭାବେ ରାଜଗଡ଼ ଗାଁରେ ଥିବା ଏକ ନକଲି ଜର୍ଦ୍ଦା କାରଖାନା ଉପରେ ଚଢଉ କରିଛନ୍ତି। ଗତ ୨ବର୍ଷ ଧରି ଏହି କାରଖାନା ଚାଲୁଥିବା ବେଳେ ଅରିଜିନାଲ ଜର୍ଦ୍ଦା ମାଲିକ…
