Odia News Portal
Monthly Archives

February 2019

ଜିତେନ୍ଦ୍ରଙ୍କ ନିଆରା ଢଙ୍ଗରେ ବିଜୟ ଉତ୍ସବ ପାଳନ : ଆସନ୍ତୁ ଜାଣିବା

ଭୁବନେଶ୍ବର : ଭାରତ ମାତା କି ଜୟ । ଏହି ସ୍ଲୋଗାନ ଏବେ ସାରା ଦେଶରେ ହେଉଛି ଗୁଞ୍ଜରିତ । ଜାତି, ଧର୍ମ, ବର୍ଣ ନିର୍ବିଶେଷରେ ସମସ୍ତେ ଏକ ହୋଇ ବିଜୟ ଉତ୍ସବ ପାଳନ କରୁଛି । ଭାରତୀୟ ସେନା ସାହସିକତାର ଜୟଗାନ ବି କରୁଛନ୍ତି । ଏପରି ସମୟରେ ରାଜଧାନୀ ଭୁବନେଶ୍ବରେ ଜଣେ ଅଟୋ ଚାଳକ ନିଆରା ଢଙ୍ଗରେ…

ଆଜି ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତ

ଗଞ୍ଜାମ/ଗଜପତି : ଆଜି ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର ଗୋପାଳପୁର, ଶେରଗଡ଼ ଓ ସାନଖେମୁଣ୍ଡି ଅଞ୍ଚଳ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି । ଗୋପାଳପୁର ବନ୍ଦରର ନୂତନ ବର୍ଥ ଉଦଘାଟନ କରିବା ପରେ ଶେରଗଡ ଓ ସାନଖେମୁଣ୍ଡି ଅଞ୍ଚଳ ଗସ୍ତ କରିବା…

‘କାଳିଆକୁ କେହି ବନ୍ଦ କରିପାରିବେ ନାହିଁ’ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,( ଚକ୍ରଧର ମାଝି ) : ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଜି ରାୟଗଡା ଓ ଖୋର୍ଦ୍ଧା ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଉଭୟ ସଂସଦ ଓ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କରିବାକୁ ତାଙ୍କର ଉଦ୍ୟମ ଜାରି ରହିବ ବୋଲି…

ବଦଳିବ ଏୟାର ଇଣ୍ଡିଆ ରୁଟ୍

ଏୟାର ଷ୍ଟ୍ରାଇକ କରିବା ପରେ ଭାରତୀୟ - ପାକିସ୍ତାନ ଦୁଇ ଦେଶ ମଧ୍ୟରେ ଉତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ପାକିସ୍ତାନ ବାୟୁସେନା ଭାରତୀୟ ଏୟାରସ୍ପେସ ଉଲ୍ଲଙ୍ଘନ କରିବା ପରେ ପାକିସ୍ତାନ ନିଜ ଏୟାରସ୍ପେସ ଉପରେ ପ୍ରତିବନ୍ଧକ ଲଗାଇଛି । ଦିଲ୍ଲୀ ଏୟାର ଟ୍ରାଫିକ କଂଟ୍ରୋଲ ତରଫରୁ…

ଟି-୨୦ରୁ ଅଲବିଦା ନେବେ ଧୋନି!

ଭାରତର ସର୍ବକାଳୀନ ମହାନ କ୍ରିକେଟରଙ୍କ ମଧ୍ୟରେ ପରିଚିତ ମହେନ୍ଦ୍ର ସିଂହ ଧୋନି ଆଉ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ଦେଖା ଦେବେନି । ଅଷ୍ଟ୍ରେଲିଆ ବିପକ୍ଷ ବେଙ୍ଗାଲୁରୁରେ ଖେଳାଯିବାକୁଥିବା ଦ୍ୱିତୀୟ ଟି-୨୦ ହିଁ ତାଙ୍କ କ୍ୟାରିୟରର ଶେଷ ଟି-୨୦ ମ୍ୟାଚ୍ ହେବ । ଏହା ଶୁଣିଲେ ସାମାନ୍ୟ…

ପାକିସ୍ତାନର ଦୋମୁହାଁ ଚେହାରା, ପ୍ରଥମେ ଦମ୍ଭ ପରେ ଆଲୋଚନା

ଭାରତର ଏୟାରଷ୍ଟ୍ରାଇକ ପରେ ପ୍ରତିକ୍ରିୟା ରଖିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ । ଇମ୍ରାନ ଖାନ ଏ ନେଇ ଆଜି ପୁଣି ଥରେ ସଫେଇ ଦେଇଛନ୍ତି । ଇମ୍ରାନ କହିଛନ୍ତି କି, ଗତକାଲିଠାରୁ ଯେଭଳି ସ୍ଥିତି ସୃଷ୍ଟି ହୋଇଛି, ତାହା ବାସ୍ତବରେ ସଠିକ୍ ନୁହେଁ । ଆମେ ପୁଲୱାମା ଘଟଣାରେ ଯାଂଚ କରିବାକୁ…

ଭାରତୀୟ ସେନାକୁ ୧ କୋଟି ଦାନ କରିବେ ଏହି କଣ୍ଠଶିଳ୍ପୀ

ଫେବୃୟାରି ୧୪ ତାରିଖରେ ଜାମ୍ମୁ-କଶ୍ମୀରର ପୁଲଓ୍ଵାମାଠାରେ ଜୈଶ୍-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନ ପକ୍ଷରୁ ହୋଇଥିବା ଆକ୍ରମଣର ଜବାବ ଦେଇଛି ଭାରତ । ଫେବୃୟାରି ୨୬ ତାରିଖରେ ଭାରତୀୟ ବାୟୁସେନା ପାକ୍ ଅଧିକୃତ କାଶ୍ମୀରରେ ପସି ଜେ÷ଶ-ଏ-ମହମ୍ମଦ ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ କରିଛି । କେବଳ…

ପାକ ଉପରେ ଆକ୍ରମଣ ନେଇ ଉଚ୍ଚସ୍ତରୀୟ ବୈଠକ ଡାକିଲେ ରାଜନାଥ ସିଂ

ଗୃହମନ୍ତ୍ରୀ ରାଜନାଥ ସିଂ ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି । ଏହି ବୈଠକରେ ସାମିଲ ହେଲେ ଅର୍ଦ୍ଧସୈନିକ ବଳ ଡିଜି ସାମିଲ୍ ହେବେ । ସିଆରପିଏଫ୍, ବିଏସଏଫ୍ ଓ ସିଆଇଏସଏଫ୍ ଡିଜିଙ୍କ ସହ ବୈଠକ ଆଲୋଚନା କରିବେ ରାଜନାଥ ସିଂ । ପାକିସ୍ତାନ ଉପରେ ହୋଇଥିବା ଆକ୍ରମଣ ନେଇ ବୈଠକ ଡକାଯାଇଛି । ସେପଟେ…

ବାୟୁସେନାର ସମସ୍ତ ପାଇଲଟଙ୍କୁ ସତର୍କ ନିର୍ଦ୍ଦେଶ

ପାକିସ୍ତାନର ଏଫ-୧୬ ବିମାନକୁ ଖସାଇ ଦେଇଛି ଭାରତ । ଭାରତୀୟ ସୀମାରେ ୩ କିମି ଭିତରେ ପାକ୍ ବିମାନକୁ ଖସାଇ ଦେଇଛନ୍ତି ଭାରତୀୟ ସେନା । ଜମ୍ମୁ-କାଶ୍ମୀରର ନୌସେରା ସେକ୍ଟରରେ ପାକିସ୍ତାନ ବିମାନ ପ୍ରବେଶ କରିଥିଲା । ହେଲେ ଭାରତୀୟ ସେନାର କଡ଼ା ଜବାବ ପରେ ଫେରିଗଲା ପାକ୍ ବିମାନ । ସେପଟେ ଭାରତୀୟ…

ରାୟଗଡକୁ ମୁଖ୍ୟମନ୍ତ୍ରୀଙ୍କ ୭୩୭ କୋଟି ଟଙ୍କା ଭେଟି

ଭୁବନେଶ୍ୱର () ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଜି ରାୟଗଡା ଓ ଖୋର୍ଦ୍ଧା ଗସ୍ତ କରିଛନ୍ତି । ଏହି ଗସ୍ତ ଅବସରରେ ସେ ଅନେକ ଗୁଡିଏ ଉନ୍ନୟନମୂଳକ ଯୋଜନାର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ରାୟଗଡରେ ମୁଖ୍ୟମନ୍ତ୍ରୀ 737 କୋଟି ଟଙ୍କା ମୂଲ୍ୟର 89ଟି ପ୍ରକଳ୍ପର ଉଦଘାଟନ କରିବେ। ଏଥିସହ…