ବ୍ରହ୍ମପୁର : ହାଟ୍ରିକ ମୁଡ଼ରେ ବିଜେଡି
ବ୍ରହ୍ମପୁର () ଦକ୍ଷିଣ ଓଡିଶାରେ ବ୍ରହ୍ମପୁର ଲୋକସଭା ଆସନ ଅତି ମହତ୍ୱପୂର୍ଣ୍ଣ । ଏହି ଆସନରୁ ବିଜେଡି ପ୍ରାର୍ଥୀ ଭାବେ ଚନ୍ଦ୍ରଶେଖର ସାହୁ ପ୍ରତିଦ୍ବନ୍ଦିତା କରୁଥିବା ବେଳେ କଂଗ୍ରେସରୁ ଭି. ଚନ୍ଦ୍ରଶେଖର ନାଇଡୁ ଓ ବିଜେପିରୁ ଭୃଗୁ ବକ୍ସିପାତ୍ର ପରସ୍ପର ସହ ଶିଙ୍ଘ ଲଢ଼େଇଛନ୍ତି ।…