Odia News Portal
Monthly Archives

May 2019

ନବୀନଙ୍କ ସହ କଥା ହେଲେ ଏନ୍ସିପି ମୁଖ୍ୟ

ଭୁବନେଶ୍ବର()  ବିଜେଡି ସୁପ୍ରିମୋ ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହେଲେ ଏନସିପି ମୁଖ୍ୟ ଶରଦ ପାଓ୍ଵାର । ଟିଆରଏସ୍ ଚିଫ୍ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ସହ ମଧ୍ୟ କଥା ହୋଇଛନ୍ତି । ଗତ ତିନି ଦିନ ହେବ କଥା ହୋଇଥିବା ଜଣାପଡ଼ିଛି । ଦୁଇ…

୨୦୧୯ ନିର୍ବାଚନର ଫଳାଫଳ ଆସିବାକୁ ଆଉ ୨୪ ଘଣ୍ଟା

୨୦୧୯ ସାଧାରଣ ନିର୍ବାଚନର ଫଳାଫଳ ଆସିବାକୁ ଆଉ ମାତ୍ର ୨୪ ଘଣ୍ଟାର ସମୟ ବାକି ଥିବା ବେଳେ ବଢିଯାଇଛି ରାଜନୀତିର ପାରଦ । ନିର୍ବାଚନ ରେଜଲ୍ଟ ପାଇଁ ବଢୁଛି ଉତ୍କଣ୍ଠା । ୨୦୧୯ ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ନେତାଙ୍କ ବୟାନବାଜି, ରାଜନୀତି ମଇଦାନକୁ ଅଧିକ ସରଗରମ କରିଛି । ବିଜୟ ନେଇ…

ବାରିପଦାରେ ଟ୍ରିପଲ ମର୍ଡର

ବାରିପଦା()  ବାରିପଦାରେ ଟ୍ରିପଲ ମର୍ଡର ହୋଇଛି । ଦୁଇ ସ୍ତ୍ରୀଙ୍କୁ ହାତୁଡ଼ିରେ ଛେଚି ହତ୍ୟା କରିବା ପରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକମାନେ ହେଲେ ଶ୍ୟାମ ଭାଟି ଓ ତାଙ୍କର ଦୁଇ ସ୍ତ୍ରୀ। ତାଙ୍କର ଦୁଇ ସ୍ତ୍ରୀ…

୬ ଜିଲ୍ଲାକୁ ହିଟ୍ ୱେଭ୍ ଓ୍ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର()   ୬ ଜିଲ୍ଲାକୁ ହିଟ୍ ୱେଭ୍ ଓ୍ୱାର୍ଣ୍ଣିଂ ଜାରି । ଆସନ୍ତାକାଲି ପର୍ୟ୍ୟନ୍ତ ଏହି ହିଟ୍ ୱେଭ୍ ଓ୍ୱାର୍ଣ୍ଣିଂ ଜାରି ରହିବ । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆସନ୍ତାକାଲି ପର୍ୟ୍ୟନ୍ତ ୬ଟି ଜିଲ୍ଲା ପାଇଁ ହିଟ୍ ୱେଭ୍‌ ଓ୍ୱାର୍ଣ୍ଣିଂ ଜାରି କରିଛି। ଏହି ଜିଲ୍ଲା…

ଲଞ୍ଚ୍ ହେଲା RISAT-2B ସାଟେଲାଇଟ୍

(ଇସ୍ରୋ) ତରଫରୁ ଶ୍ରୀ ହରିକୋଟାରୁ ସତୀଷ୍ ଧୱନ ଅନ୍ତରୀକ୍ଷ କେନ୍ଦ୍ରରୁ PSLVC46 ଲଞ୍ଚ୍ କରିଛନ୍ତି । ଅନ୍ୟପକ୍ଷରେ PSLVC46 ର ସଫଳତାପୂର୍ଣ୍ଣ RISAT-2B ରାଡାର ପୃଥିବୀ ଅବଲୋକନ ସାଟେଲାଇଟ୍ କୁ ୫୫୫ କି.ମି. ଉଚ୍ଚତା ବିଶିଷ୍ଟ ଲୋ ଆର୍ଥ ଅର୍ବିଟ୍ ରେ ଇଞ୍ଜେକ୍ଟ କରାଗଲା । ପିଏସଏଲବୀର ଏହା ୪୮…

ଏହି ସ୍ଥାନରେ ଭାଇ ଭଉଣୀକୁ କରିଥାଏ ବିବାହ,ଜାଣନ୍ତୁ

ଆଦିବାସୀ ସମ୍ପ୍ରଦାୟର ବିଚିତ୍ର ପରମ୍ପରା ବିଷୟରେ ତ ଆପଣ ସମସ୍ତେ ଜାଣନ୍ତି। ଛତିଶଗଡ଼ର ବସ୍ତରର କାଙ୍ଗେରଘାଟିରେ ରହୁଥିବା ଧୁରବା ସମ୍ପ୍ରଦାୟରେ ଏପରି ଏକ ବିଚିତ୍ର ପରମ୍ପରା ପାଳନ କରାଯାଇଥାଏ। ଏଠାରେ ଭାଇ ଭଉଣୀ ପରସ୍ପର ସହ ବିବାହ କରିଥାଆନ୍ତି। ଏଠାରେ ପୁଅଝିଅଙ୍କ ବିବାହରେ ଅଗ୍ନିକୁ…

ସଡକ ଦୁର୍ଘଟଣାରେ ୬ ମୃତ୍ୟୁ

କଳାହାଣ୍ଡି()  ସଡକ ଦୁର୍ଘଟଣାରେ ଚାଲିଗଲା ୬ ଜୀବନ । ବିଶାଖାପାଟଣାରୁ ଝୁସେଲଗୁଡ଼ା ଅଭିମୁଖେ ଯାଉଥିବା ସମୟରେ ଟ୍ରକକୁ ପିଟିଲା ୱାଗନର୍ କାର୍ । ଘଟଣାସ୍ଥରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ହିଁ ୬ ଜଣଙ୍କ ଜୀବନ ଚାଲିଯାଇଛି । ମୃତକଙ୍କ ମଧ୍ୟରେ ଦୁଇ ଶିଶୁ ଥିବା…

ବିଧାୟକ ସମେତ ୧୧ ଜଣଙ୍କ ମୃତ୍ୟୁ

ଅରୁଣାଞ୍ଚଳପ୍ରଦେଶ()   ଅରୁଣାଞ୍ଚଳପ୍ରଦେଶ ରେ ସଂନ୍ଦିଗ୍ଧ ଆତଙ୍କବାଦୀ ଏନପିପି ବିଧାନସଭା ପ୍ରାର୍ଥୀ ତିରୋଙ୍ଗ ଅବୋ ଏବଂ ଦୁଇ ସୁରକ୍ଷାକର୍ମୀ ସମେତ ୧୧ ଜଣ ଲୋକଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି । ଜିଲ୍ଲାର ଖୋସାଁ ପଶ୍ଚିମ ବିଧାନସଭା ସିଟରେ ଥିବା ବିଧାୟକ ତିରୋଙ୍ଗ ଅବୋ , ଏହି ସିଟରୁ…

ମୋତେ ବଦନାମ କରିବାକୁ ଷଡଯନ୍ତ୍ର କରାଯାଉଛି : ଦୂତୀ

ଭୁବନେଶ୍ବର()  ଭୁବନେଶ୍ୱରରେ ଏକ ହୋଟେଲରେ ପ୍ରେସମିଟ୍ କରିଛନ୍ତି ସ୍ପିଂଟର ଦୂତୀ ଚାନ୍ଦ ।ଦୂତୀ କହିଛନ୍ତି ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଇଛି । ଆଉ ଏହି ଚକ୍ରାନ୍ତ ପଛରେ ମୋର ନିଜ ଦିଦି ସରସ୍ୱତୀ ଚାନ୍ଦ ରହିଛନ୍ତି । ଏପରିକି କି ସେ ତାଙ୍କୁ ମାରଧର କରିବା ସହ ମାନସିକ ଅତ୍ୟାଚାର ମଧ୍ୟ…

ରାଜ୍ୟରେ କାଳବୈଶାଖୀ ଆଶଙ୍କା

ଭୁବନେଶ୍ବର()  ରାଜ୍ୟରେ କାଳବୈଶାଖୀ ସମ୍ଭାବନା ।ରାଜ୍ୟର ୮ଟି ଜିଲ୍ଲାକୁ ଘଡଘଡି ସହ ବର୍ଷା ହେବା ନେଇ ଆଗୁଆ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି- ନବରଙ୍ଗପୁର, ନୂଆପଡ଼ା, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର, ମାଲକାନଗିରି, ରାୟଗଡ଼ା ଏବଂ…