Odia News Portal
Monthly Archives

July 2019

ବର୍ଷା ପାଇଁ ଅଧାରେ ଅଟକିଲା ମ୍ୟାଚ

ମଞ୍ଚେଷ୍ଟର ()  ବର୍ଷା ଯୋଗୁ ଅଟକିଲା ମ୍ୟାଚ୍ । ବର୍ଷାଯୋଗୁଁ ଓଲଡ୍ଟ୍ରାଫର୍ଡରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଚାଲିଥିବା ବିଶ୍ୱକପ୍ ସେମିଫାଇନାଲ୍ ମ୍ୟାଚ୍ ଅଟକିଯାଇଛି । ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ୍ ପ୍ରଥମେ ବ୍ୟାଟିଂ କରି ୪୬.୧ ଓଭରରେ ୫ ୱିକେଟ୍ ହରାଇ ୨୧୧ ରନ କରିଥିବା ବେଳେ ବର୍ଷା…

ସଙ୍କଟରେ ସ୍ବାମୀ ସରକାର

ବାଙ୍ଗାଳୁରୁ()  ବିଗୁଡୁଛି କର୍ଣ୍ଣାଟକା କଂଗ୍ରେସ-ଜେଡିଏସ ମେଣ୍ଟର ସ୍ଥିତି।ଇସ୍ତଫା ଦେଇଥିବା କଂଗ୍ରେସ ବିଧାୟକଙ୍କୁ ନେଇ ଆଜି କଂଗ୍ରେସ ବିଧାୟକ ଦଳ ବୈଠକ ହେବାର ଥିଲା। କିନ୍ତୁ ଏହି ବୈଠକକୁ ଅସନ୍ତୁଷ୍ଟ ବିଧାୟକ ଆସିନଥିଲେ। ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ଗତକାଲି ଆମେରିକାରୁ ଫେରି ପୂରା…

କାଳବୈଶାଖୀର ଆଶଙ୍କା

ଭୁବନେଶ୍ବର()  ୯ ଜିଲ୍ଲାକୁ ସତର୍କ ରହିବାକୁ ସୂଚନା ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ । ଏହି ସବୁ ଜିଲ୍ଲାରେ କାଳବୈଶାଖୀର ଆଶଙ୍କା ରହିଥିବା କହିଛି ପାଣିପାଗ ବିଭାଗ । ଏହାସହ ପ୍ରବଳ ଝଡବର୍ଷା ସହ ବଜ୍ରପାତ ସମ୍ଭାବନା ରହିଛି । ଏହି ଜିଲ୍ଲା ଗୁଡିକ ହେଲା,…

‘ଫୋନି’ ପାଇଁ ପୋଲିସଙ୍କୁ ପ୍ରଶଂସା

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ଅନୁଷ୍ଠିତ ଏକ ସଂକ୍ଷିପ୍ତ ଉତ୍ସବରେ ରାଜ୍ୟ ପୋଲିସ ଦ୍ବାରା ପ୍ରସ୍ତୁତ ପ୍ରାମାଣିକ ଚିତ୍ର ‘ଭୟଙ୍କର ବାତ୍ୟା ଫନୀ ୨୦୧୯-ମୁକାବିଲାରେ ଓଡିଶା ପୋଲିସର ଭୁମିକା’ର ଉନ୍ମୋଚନ କରିଛନ୍ତି । ଏହି ପ୍ରାମାଣିକ ଚିତ୍ରରେ ଫନୀ ବାତ୍ୟା ଏବଂ…

ଆଜି ଦକ୍ଷିଣ ମୋଡ ନୀତି

ପୁରୀ()  ଆଜି ତିନି ରଥକୁ ଦକ୍ଷିଣମୋଡ଼ କରାଯାଇ ନାକଚଣା ଦ୍ୱାର ସମ୍ମୁଖକୁ ନିଆଯିବ। ଏହା ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତିର ସଙ୍କେତ । ରଥ ଦକ୍ଷିଣ ମୋଡ଼ ପାଇଁ ବଡ଼ଦାଣ୍ଡରେ ବାଲି ବିଛାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ଏଥି ପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ କରିଛି । ମଧ୍ୟାହ୍ନ…

ବସ୍‌ ଭିତରେ ଦୁଷ୍କର୍ମର

ପୁରୀ()  ପୁରୀରେ ଜଣେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଶରଧାବାଲିରେ ପୀଡିତା ନାବାଳିକା କାନ୍ଦୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। କୁମ୍ଭାରପଡା ପୋଲିସ ପୀଡିତାକୁ ଉଦ୍ଧାର କରିବା ସହ ପୀଡିତାର ଅଭିଯୋଗ କ୍ରମେ ପୁରୀ ବସଷ୍ଟାଣ୍ଡରେ ଥିବା ବସରୁ…

ପ୍ରଥମେ ବ୍ୟାଟିଂ କରିବ ନ୍ୟୁଜିଲାଣ୍ଡ

ବିଶ୍ବକପ୍ ର ପ୍ରଥମ ସେମିଫାଇନାଲ୍ ।ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ସେମିଫାଇନାଲ । ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ ।ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଲିଗ୍ ମ୍ୟାଚ୍ ବର୍ଷା ଧୋଇ ନେଇଥିଲା । ଆଉ ଏବେ ସେମିରେ ଦୁଇ ଦଳ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଅପରାହ୍ନ ୩ଟାରେ…

ପ୍ରତାପଙ୍କ ନାଁରେ ମାମଲା ରୁଜୁ

ବାଲେଶ୍ବର()  ବାଲେଶ୍ବର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ବିରୋଧରେ ହାଇକୋର୍ଟରେ ନିର୍ବାଚନୀ ମାମଲା ଦାୟର । ନାମାଙ୍କନ ସମୟରେ ଦାଖଲ ସତ୍ୟପାଠରେ ତଥ୍ୟ ଲୁଚାଇଥିବାରୁ ପ୍ରତାପ ଷଡଙ୍ଗୀଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଉ ବୋଲି ଦର୍ଶାଇ ଏହି ମାମଲା ରୁଜୁ…

ଓଡ଼ିଶାକୁ ପାସୋରି ଦେଲା କେନ୍ଦ୍ର

ଭୁବନେଶ୍ୱର :  ଦେଶର ପ୍ରମୁଖ ୧୭ଟି ପର୍ଯ୍ୟଟନ ସ୍ଥଳୀରେ ଓଡ଼ିଶାର କୌଣସି ଗୋଟିଏ ବି ସ୍ଥାନ ନ ପାଇବାକୁ ନେଇ ସବୁ ମହଲରେ ଉଦ୍‌ବେଗ। ବିଶ୍ୱ ଐତିହ୍ୟ ମାନଚିତ୍ରରେ କୋଣାର୍କ ସ୍ଥାନ ପାଇଥିଲେ ବି କେନ୍ଦ୍ର ସରକାର ପ୍ରସ୍ତୁତ କରିଥିବା ଆଇକନିକ ଟୁରିଷ୍ଟ ଡେଷ୍ଟିନେସନରୁ ଏହା କିଭଳି ବାଦ୍ ପଡ଼ିଲା…

କମିଲା ପେଟ୍ରୋଲ ଏବଂ ଡିଜେଲ ଦର, ଆସନ୍ତୁ ଜାଣିବା

ବଜେଟ ପରେ ଆଜି ପେଟ୍ରୋଲ ଏବଂ ଡିଜେଲ ଦରରେ ହ୍ରାସ ପରିଲକ୍ଷିତ ହୋଇଛି । ଏହା ପୂର୍ବରୁ ସୋମବାର କେବଳ ଡିଜେଲ ଦରରେ ହ୍ରାସ ଘଟିଥିଲା । ଏବେ ପେଟ୍ରୋଲ ଦର ଲିଟର ପିଛା ୬ ପଇସା କମିଛି । ସେହିପରି ଡିଜେଲ ମଧ୍ୟ ୧୦ ପଇସା ଶସ୍ତା ହୋଇଛି । ଜୁଲାଇ୫ରେ ଆଗତ ହୋଇଥିବା ବଜେଟରେ ପେଟ୍ରୋଲ ଏବଂ ଡିଜେଲ…