Odia News Portal
Monthly Archives

August 2019

ଆଜି ଆପଣଙ୍କ ରାଶି କ’ଣ କହୁଛି, ଆସନ୍ତୁ ଜାଣିବା ..

ମେଷ - ପାରିବାରିକ ସମସ୍ୟା ସମ୍ପର୍କରେ ଏଣୁତେଣୁ କେତେ ଗୁଡ଼ାଏ କଥା ଚିନ୍ତାକରି ମନକୁ ବିଷାକ୍ତ କରିବେ। ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବା କାରଣରୁ ମନ ମଧ୍ୟ ଭଲ ରହି ନ ପାରେ । ମଉଜିଆ କଥା କହି ବନ୍ଧୁମାନଙ୍କ ଗହଣରେ ପରିସ୍ଥିତିକୁ ହାଲ୍‌କା କରିପାରନ୍ତି। ଅତି ଭଲ ପାଉଥିବା…

ଦିନ ମଜୁରିଆ ଜିତେନ୍ଦ୍ର ସୁନାଙ୍କ ଭାଗ୍ୟରେ ନେଲା ୟୁ-ଟର୍ଣ୍ଣ

ନୂଆଦିଲ୍ଲୀ : ଭାଗ୍ୟ କାହାକୁ କେତେବେଳେ କେଉଁଠି ନେଇ ଛିଡା କରିବ କେହି କେବେ ଚିନ୍ତା କରିପାରିବେ ନାହିଁ । କଳାହାଣ୍ଡି ଜିଲ୍ଲାର ଦିନ ମଜୁରିଆ ଜିତେନ୍ଦ୍ର ସୁନାଙ୍କ କ୍ଷେତ୍ରରେ ଏହା ଦେଖିବାକୁ ମିଳିଛି । ଦିନେ ସେ ମନରେଗାରେ ମଜୁରିଆ ଭାବେ କାମ କରିବା ସହ ଏକ ଗ୍ୟାସ କାରଖାନାରେ ମଧ୍ୟ କାମ…

କଲେଜରେ ଚାରା ରୋପଣ କଲେ ମନ୍ତ୍ରୀ ପଦ୍ମିନୀ ଦିଆନ

ବୈପାରୀଗୁଡା : ବୈପାରୀଗୁଡା ଶହୀଦ ଲଷ୍ମଣନାୟକ ଡିଗ୍ରୀ କଲେଜ ପରିସରରେ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୟନ ଓ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଯୋଗ ଦେଇଥିଲେ ଲ ସାଧାରଣ ନିର୍ବାଚନ ପରେ ପ୍ରଥମ ଥର ପାଇଁ ବୈପାରୀଗୁଡାରେ ସରକାରୀ କାର୍ଯ୍ୟକ୍ରମରେ ମନ୍ତ୍ରୀ ପଦ୍ମିନୀ…

ଖୁବ୍‍ଶୀଘ୍ର ପରଦାରେ ଏକାଠି ହେବେ ଈଶାନ-ଅନନ୍ୟା

ମୁମ୍ବଇ : ବଲିଉଡ଼ର ଯୁବ କଳାକାର ଈଶାନ ଖଟ୍ଟର ଓ ଅନନ୍ୟା ପାଣ୍ଡେଙ୍କୁ ଖୁବ୍‍ଶୀଘ୍ର ପରଦାରେ ଏକାଠି ଦେଖିବାକୁ ମିଳିବ। ମକବୁଲ ଖାନଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେବାକୁ ଥିବା ଚଳଚ୍ଚିତ୍ର ‘ଖାଲି ପିଲି’ରେ ପ୍ରଥମ ଥର ପାଇଁ ଦୁହେଁ ଏକାଠି ନଜର ଆସିବେ। ଚଳଚ୍ଚିତ୍ରରେ ଈଶାନ ଓ ଅନନ୍ୟାଙ୍କ…

ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ

ଭୁବନେଶ୍ୱର : ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମ୍ପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ ତରଫରୁ ଗତ ଜୁଲାଇ ୧ରୁ ୫ ତାରିଖ ପର୍ଯ୍ୟନ୍ତ ଆମରଣ ଅନଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜୁଲାଇ ୫ ତାରିଖ ଦିନ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଂଘ ଓ ସ୍ୱାସ୍ଥ୍ୟ ବିଭାଗ ସହିତ…

ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳବଦଳ, ମୋନା ଶର୍ମା ଜଙ୍ଗଲ ଓ ପରିବେଶ ବିଭାଗ ସଚିବ

ଭୁବନେଶ୍ୱର : ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ ହୋଇଛି । ପ୍ରଦୀପ ଜେନା ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ତୁଲାଇବେ । ପ୍ରଦୀପଙ୍କୁ ଏସଆରସି ଓ ଓଏସଡ଼ିମିଏର ଏମଡ଼ି ଦାୟିତ୍ୱ ଦିଆଯାଇଛି । ମୋନା ଶର୍ମା- ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ସଞ୍ଜୀବ ଚୋପ୍ରା – ଗୃହ ବିଭାଗର…

ମୋଦି ସରକାରଙ୍କୁ ଝଟକା

ନୂଆଦିଲ୍ଲୀ : ଆଉ ଲୁଚି ରହିନାହିଁ ଦେଶର ଆର୍ଥିକ ମାନ୍ଦାବସ୍ଥା। ୫ ଟ୍ରିଲିୟନ୍‌ ଡଲାର ଅର୍ଥନୀତିର ସୁନେଲି ସ୍ୱପ୍ନ ଦେଖୁଥିବା ମୋଦି ସରକାରଙ୍କୁ ଲାଗିଛି ଝଟକା। ଚଳିତ ଆର୍ଥିକ ବର୍ଷର ପ୍ରଥମ କ୍ୱାର୍ଟରରେ ଖସିଲା ଦେଶର ଅଭିବୃଦ୍ଧି। ଏପ୍ରିଲରୁ ଜୁନ୍‌ରେ ଦେଶରେ ଜିଡିପି ୫ ପ୍ରତିଶତକୁ ଖସିଛି।…

ଖୁବଶୀଘ୍ର ଆରମ୍ଭ ହେବ “ମୋ ସରକାର” ଯୋଜନା

ଭୁବନେଶ୍ବର : ପୋଲିସକୁ ଲୋକଙ୍କ ନିକଟତର କରିବା ପାଇଁ ତ୍ବରିତ ଓ ଉଚ୍ଚମାନର ପୋଲିସ ସେବା ସହ ପୋଲିସର ବ୍ୟବହାରିକ ଉନ୍ନତି ଏବଂ ସ୍ବଚ୍ଛତାକୁ ସୁନିଶ୍ଚିତ କରିବାକୁ ଖୁବଶୀଘ୍ର ଆରମ୍ଭ ହେବ “ମୋ ସରକାର” ଯୋଜନା । ଏଥିପାଇଁ ଆଜି ପୋଲିସ ଡିଜିଙ୍କ କ୍ୟାମ୍ପ ଅଫିସରେ ଦିନିକିଆ କର୍ମଶାଳାର ଆୟୋଜନ…

ପୁବୁ ସାହି ନିକଟରେ ବସ୍ ଓଲଟି ୩ମୃତ ଓ ୧୫ରୁ ଅଧିକ ଆହତ

ଭୁବନେଶ୍ୱର : ଖୋର୍ଦ୍ଧା ପୁବୁ ସାହି ନିକଟରେ ଏକ ଯାତ୍ରୀବାହି ବସ ଓଲଟି ପଡ଼ିଛି । ବସ ଓଲଟି ସେଥିରେ ୩ଜଣ ମୃତ୍ୟୁ ହେବା ସାଙ୍ଗକୁ ୧୫ଜଣରୁ ଅଧିକ ଜଣ ଆହତ ହୋଇଥିବା ସୂଚନା ମିଳିଛି । ସେଠାରେ ପୋଲିସ ଓ ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ନାରାୟଣୀ ବସ ଭୁବନେଶ୍ୱରରୁ କଳାପଥର…

ପୁଣି ପ୍ରବଚନ ପାଇଁ ଅନୁମତି ଦେବାକୁ ଆବେଦନ କଲେ ସାରଥି

କେନ୍ଦ୍ରାପଡ଼ା : ଜେଲରୁ ମୁକୁଳିବା ପରେ ସନ୍ତୋଷ ରାଉଳ ଓରଫ ସାରଥି ଏବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଜାମିନ ସର୍ତ୍ତ କୋହଳ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି । ପୁଣି ପ୍ରବଚନ ପାଇଁ ଅନୁମତି ଦେବାକୁ ଆବେଦନ କରିଛନ୍ତି ସାରଥି । ଆର୍ଥିକ ସ୍ଥିତି ଭଲ ନଥିବାରୁ ସର୍ତ୍ତ କୋହଳ ପାଇଁ…