Odia News Portal
Monthly Archives

October 2019

ସୌନ୍ଦର୍ଯ୍ୟ ନୁହେଁ ରୋଗର କାରଣ ମଧ୍ୟ ହୋଇଥାଏ ବଡ଼ନଖ

ସାଧାରଣତଃ ମହିଳାମାନେ ବଡ଼ ବଡ଼ ନଖ ରଖିବାକୁ ବେଶ୍‌ ପସନ୍ଦ କରିଥାନ୍ତି। ହାତ ହେଉ କି ଗୋଡ଼ ନଖ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରେ ବୋଲି ମହିଳାମାନଙ୍କର ଧାରଣା ରହିଥାଏ। ଯଦି ବଡ଼ ନଖ ରଖୁଛନ୍ତି ତେବେ ଏହାକୁ ପରିଷ୍କାର ପରିଚ୍ଛନ୍ନ ଓ ସାଇଜ୍‌ରେ କାଟିବା ମଧ୍ୟ ଜରୁରୀ ନଚେତ ଘାତକ ସାଜିପାରେ।…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ - ହଠାତ୍‌ ସକାଳୁ ସକାଳୁ ସ୍ବାସ୍ଥ୍ୟ ଓ ପୂର୍ବ ଶତ୍ରୁତା ସମ୍ପର୍କୀୟ ଚିନ୍ତା କରିବେ। ଆନୁଷ୍ଠାନିକ କାମରେ ସଫଳତା ପାଇବାରେ କୌଣସି ଅସୁବିଧା ହେବ ନାହିଁ। କାମ ହାସଲ କ୍ଷେତ୍ରରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିପାରନ୍ତି, କିନ୍ତୁ ଧାର କରଜକୁ କେନ୍ଦ୍ରକରି କଳହ ଲାଗିପାରେ। ସାଧାରଣ…

ବିଜୁ ଜନତା ଦଳର ପୁରୀରେ ଜନସମ୍ପର୍କ ପଦଯାତ୍ରା

ପୁରୀ : ବିଜୁ ଜନତା ଦଳରେ ସୋସିଆଲ ସର୍ଭିସ ବା ସମାଜସେବା ଓ୍ବିଙ୍ଗ ଆରମ୍ଭ କରିବ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଘୋଷଣା କରିଛନ୍ତି। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ବିଜେଡି ପକ୍ଷରୁ ଆରମ୍ଭ କରାଯାଇଥିବା ଜନସମ୍ପର୍କ ପଦଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି।…

କାହିଁକି ସିନେମାଠାରୁ ନିଜକୁ ଦୂରେଇ ନେଇଛନ୍ତି ଏହି ଅଭିନେତ୍ରୀ,ଆଶ୍ଚର୍ଯ୍ୟକର କାରଣ

ଦକ୍ଷିଣ ଭାରତୀୟ ସିନେମା ଜଗତରେ ହିଟ୍ ନାୟିକା ଆସିନ୍ ଏବେ ଫିଲ୍ମଠାରୁ ନିଜକୁ ଦୂରେଇ ନେଇଛନ୍ତି। ୨୦୧୬ରେ ସେ ବ୍ୟବସାୟୀ ରାହୁଲ ଶର୍ମାଙ୍କୁ ବିବାହ କରିଥିଲେ। ଏବେ ତାଙ୍କର ଗୋଟିଏ ସନ୍ତାନ ରହିଛି। ହେଲେ ଏବେ ପରିବାରକୁ ସମସ୍ତ ସମୟ ଦେବାକୁ ଚାହୁଁଥିବାରୁ ସିନେମା ଜଗତକୁ ଫେରିବାକୁ…

ବହୁରୂପୀ କାହିଁକି ବଦଳାଇଥାଏ ରଙ୍ଗ , ଜାଣନ୍ତୁ

ବହୁରୂପୀ ଏଣ୍ଡୁଅ ରଙ୍ଗ ବଦଳାଉଥିବା ନିଶ୍ଚିତ ଦେଖିଥିବେ। କିନ୍ତୁ ମନକୁ କେବେ ପ୍ରଶ୍ନ ଆସିଛି କି, ଏହା କାହିଁକି ରଙ୍ଗ ବଦଳାଏ ଏବଂ କେଉଁ ସମୟରେ ବଦଳାଏ ବୋଲି। ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେଟ୍ଟ ବହୁରୂପୀ ରଙ୍ଗ ବଦଳାଇବା ପଛରେ ଉଭୟ ପ୍ରାକୃତିକ ଏବଂ ବୈଜ୍ଞାନିକ କାରଣ…

ଏହି ଅଭିନେତାଙ୍କ ପ୍ରେମରେ କଟ୍ରିନା

ମୁମ୍ବାଇ() ଅଭିନେତ୍ରୀ କଟ୍ରିନା କୈଫ୍ ଏବେ ପୁଣି ଜଣେ ଅଭିନେତାଙ୍କ ପ୍ରେମରେ। ସେ ହେଉଛନ୍ତି ଉରି ଷ୍ଟାର ବିକ୍କି କୌଶଲ। କିଛିଦିନ ହେବ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିବା ନେଇ ଚର୍ଚ୍ଚା ହେଉଥିଲା। ମାତ୍ର କଥାଟି ସେତେ ସ୍ପଷ୍ଟ ହେଉ ନ ଥିଲା। ନିକଟରେ ଦୀପାବଳି ଉପଲକ୍ଷେ ଜଣେ…

ନଭେମ୍ବରରେ ଆକାଉଣ୍ଟକୁ ଆସିବ କାଳିଆ ଦ୍ୱିତୀୟ କିସ୍ତି

ଭୁବନେଶ୍ୱର() ଆସନ୍ତା ନଭେମ୍ବରରେ ଆସିବ କାଳିଆ ଦ୍ୱିତୀୟ କିସ୍ତି ଟଙ୍କା । ଏନେଇ ସୂଚନା ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ । ମୁଖ୍ୟ ସଚିବଙ୍କ ସମୀକ୍ଷା ପରେ କୃଷି ସଚିବ ସୂଚନା ଦେଇଛନ୍ତି । କୃଷି ସଚିବ କହିଛନ୍ତି ‘ଯାଂଚ ପ୍ରକି୍ରୟା ସରିଛି,ଆସନ୍ତା ମାସରେ ଯୋଗ୍ୟ ହୀତାଧିକାରୀଙ୍କୁ କାଳିଆ…

ଭାଇରାଲ ହେଉଛି ଏହି ସାଂସଦଙ୍କ ଉଲଗ୍ନ ଫଟୋ, ଇସ୍ତଫା ଦେଲେ ସାଂସଦ

ମହିଳା ସାଂସଦଙ୍କ କେଟି ହିଲ ଙ୍କର ନିଜ କର୍ମୀଙ୍କ ସହ ଅଶ୍ଳୀଳ ଫଟୋ ଲିକ୍ ହୋଇଯାଇଛି । ଏହା ପରେ ସେ ଇସ୍ତଫା ଦେଇଛନ୍ତି। ଆମେରିକାର ମହିଳା ସାଂସଦଙ୍କର ଜଣେ କର୍ମଚାରୀଙ୍କ ସହ ଅବୈଧ ସମ୍ପର୍କ ଥିବା ଅଭିଯୋଗ ହୋଇଛି। ଆମେରିକାର ହାଉସ ଏଥିକ୍ସ କମିଟି ଏହି ମାମଲାର ଯାଞ୍ଚ କରୁଛି । ୨୦୧୮…

ଚଳିତ ବର୍ଷ ମହାନଦୀ ଭିତରେ ପ୍ରଦର୍ଶନ ହେବ ସାଂସ୍କୃତିକ କାର୍ୟ୍ୟକ୍ରମ

କଟକ() ଚଳିତ ବର୍ଷ ବାଲିଯାତ୍ରାରେ ଜଳକ୍ରୀଡାକୁ ଅଧିକ ପ୍ରୋତ୍ସାହିତ କରିବାକୁ ଅନେକ ଯୋଜନା ହାତକୁ ନେଇଛି ପ୍ରଶାସନ । କିନ୍ତୁ ସବୁଠୁ ଆକର୍ଷଣୀୟ ବ୍ୟବସ୍ଥା ସ୍ବରୂପ ପ୍ରଥମଥର ପାଇଁ ମହାନଦୀ ଭିତରେ କରାଯିବ ଷ୍ଟେଜ୍ । ଯେଉଁଠି ପ୍ରଦର୍ଶନ ହେବ ସାଂସ୍କୃତିକ କାର୍ୟ୍ୟକ୍ରମ । ଡଙ୍ଗାକୁ ଡଙ୍ଗା…

ବିପର୍ୟ୍ୟୟ ମୁକାବିଲାରେ ଓଡ଼ିଶା ପାଇଛି ଗ୍ଲୋବାଲ ବେଞ୍ଚମାର୍କ

ଭୁବନେଶ୍ୱର()  ୧୧୯୯ ମସିହା ମହାବାତ୍ୟାକୁ ଅଜି ପୁରିଛି ୨୦ ବର୍ଷ । ସେହି ବର୍ଷ ଠିକ ଆଜିର ଦିନରେ ଓଡିଶାରେ ଘଟିଯାଇଥିବା ମହାବାତ୍ୟାର ଯନ୍ତ୍ରଣା ଏବେବି ଲୋକଙ୍କ ମନରୁ ଯାଇ ନାହିଁ । ଏଥିପାଇଁ ଆଜି ଭୁବନେଶ୍ୱରରେ ଓଡିଶା ବିପର୍ୟ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ୟ୍ୟୟ ହ୍ରାସ ଦିବସ ପାଳନ…