Odia News Portal
Yearly Archives

2019

କୋର୍ଟ ପରିସରରେ ପୋଲିସ-ଆଇନଜୀବୀ ମୁହାଁମୁହିଁ

ନୁଆଦିଲ୍ଲୀ()ତିସହଜାରୀ କୋର୍ଟ ପରିସରରେ ପୋଲିସ-ଆଇନଜୀବୀ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି ।ଆଜି କୋର୍ଟ ପରିସରରେ ଆଇନଜୀବୀ-ପୋଲିସ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ଦେଖାଦେଇଛି ।ଆଇନଜୀବୀମାନେ ଜେଲ ଭେନ ଏବଂ ପିସିଆରରେ ନିଆଁ ଲଗାଇଥିଲେ । ଏହି ସମୟରେ ଫାଏରିଂର ମଧ୍ୟ ଖବର ମିଳିଛି । ଘଟଣାସ୍ଥଳରେ…

ଅଭିନୟ ଜଗତରେ ୬୦ ବର୍ଷ ପୂରଣ କଲେ ଏହି ଅଭିନେତା

ମୁମ୍ବାଇ()ଅଭିନୟ ଜଗତରେ ୬୦ ବର୍ଷ ପୂରଣ କଲେ ଅଭିନେତା କମଲ ହାସନ । ସେଥିଲାଗି ଚେନ୍ନାଇ ଓ କମଲଙ୍କ ହୋମଟାଉନ ପରମାକୁଡ଼ିରେ ତିନିଧରି ଉତ୍ସବ ପାଳନ କରାଯିବ। ଏହି କାର୍ୟ୍ୟକ୍ରମ ୭ରୁ ୯ ନଭେମ୍ବର ପର୍ୟ୍ୟନ୍ତ ହେବ। କମଲ ହାସନଙ୍କ ଅଭିନୀତ ଫିଲ୍ମକୁ ଦର୍ଶକ ବେଶ ପସନ୍ଦ କରିଥାଆନ୍ତି।…

ଏହି କଣ୍ଠଶିଳ୍ପୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ

ପାକିସ୍ତାନର ପପ୍- ସିଙ୍ଗର୍ ରାବି ପୀରଜାଦାଙ୍କୁ ନେଇ ପାକିସ୍ତାନରେ ପୁଣି ହଇଚଇ ସୃଷ୍ଟି ହୋଇଛି। ତାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଇଣ୍ଟନେଟ୍ରେ ଭାଇରାଲ ହୋଇଛି। ପାକିସ୍ତାନର କିଛି ଟ୍ବିଇଟର ୟୁଜର୍ସଙ୍କ ପେଜରେ ରାବିଙ୍କ ଭିଡିଓ ଦେଖିବାକୁ ମିଳିଛି। ରାବିଙ୍କ ଅଭିଯୋଗ ପରେ ଟ୍ବିଇଟର ମଧ୍ୟ…

‘ରାଷ୍ଟ୍ରପତି ପକେଟରେ ଅଛନ୍ତି କି ?’: ଶିବସେନା

ମୁମ୍ବାବ() ମହାରାଷ୍ଟ୍ରରେ ସରକାର ଗଢ଼ିବା ନେଇ ଦୁଇ ସହଯୋଗୀ ବିଜେପି-ଶିବସେନା ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ଆଜି ଶିବସେନା ନିଜର ଖବରକାଗଜ ‘ସାମ୍ନା’ ଜରିଆରେ ଗତକାଲି ବିଜେପି ନେତା ସୁଧୀର ମୁଙ୍ଗନତିୱାରଙ୍କ ମନ୍ତବ୍ୟକୁ ଉଦ୍ଧାର କରି ବିଜେପିକୁ କଡ଼ା ସମାଲୋଚନା କରିବା ସହିତ ଅନେକ…

ଭିଡ଼ ସମୟରେ ଟ୍ରେନରେ ଚଢ଼ିନପାରିଲେ ଟଙ୍କା ଫେରାଇବ ରେଳ ମନ୍ତ୍ରାଳୟ

ନୂଆଦିଲ୍ଲୀ() ଏଣିକି ଭିଡ କାରଣରୁ ଟ୍ରେନରେ ଚଢି ନ ପାରିଲେ ରେଳ ବିଭାଗ ଆପଣଙ୍କୁ ପୁରା ଟଙ୍କା ଫେରାଇବ । ଯଦି ଭିଡ ସମୟରେ ଆପଣ ଟ୍ରେନରେ ଚଢ଼ୁଥିବା ବେଳେ କୌଣସି ପ୍ରକାର କ୍ଷତି ହୁଏ ତେବେ ମଧ୍ୟ ରେଳ ବିଭାଗ ଆପଣଙ୍କୁ କ୍ଷତିପୂରଣ ଦେବ । ଆଇନଜୀବୀଙ୍କର କହିବା ମୁତାବକ ଯେଉଁ ଯାତ୍ରୀଙ୍କ…

ବିଏସଏନଏଲର ବଡ ଘୋଷଣା, ଅଧିକ କଥା ହେଲେ ମିଳିବ ପଇସା

ନୂଆଦିଲ୍ଲୀ() ବିଏସଏନଏଲର ବଡ ଘୋଷଣା । ଅଧିକ କଥା ହୁଅ କ୍ୟାସ୍ ବ୍ୟାକ୍ ଅଫରରେ ପଇସା ପାଅ । ଏପରି ଏକ ଯୋଜନା କରିବାକୁ ଯାଉଛି ବିଏସଏନଏଲ । ୫ ମିନିଟରୁ ଅଧିକ କଥା ହେଲେ ଗ୍ରାହକଙ୍କୁ ମିଳିବ ପଇସା । ୫ ମିନିଟରୁ ଅଧିକ କଥା ହେଲେ ଗ୍ରାହକଙ୍କ ଖାତାକୁ ଆସିଯିବ ୬ ପଇସା । କମ୍ପାନୀ ତାର କାରବାର…

ଅଭିନୟ କରିବା ପାଇଁ ଓଡିଶାରୁ ପ୍ରେରଣା ପାଇଥିଲି : ଜୟା ବଚ୍ଚନ

ଭୁବନେଶ୍ୱର: ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପତ୍ନୀ ଜୟା ବଚ୍ଚନ ମାତ୍ର ୧୩ ବର୍ଷରୁ ଚଳଚ୍ଚିତ୍ରରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ଜୟା ବଚ୍ଚନ ମାତ୍ର ୧୩ ବର୍ଷ ବୟସରେ ସତ୍ୟଜିତ ରାୟଙ୍କ ବେଙ୍ଗଲି ଫିଲ୍ମ ମହାନଗରରେ ଅଭିନୟ କରିଥିଲେ । ଏହା ପରେ ପୁନେରେ ଥିବା ଏଫଟିଆଇଆଇ ଫିଲ୍ମ ଆଣ୍ଡ…

କୁନିଝିଅକୁ ରକ୍ତଦାନ କରି ବଞ୍ଚାଇଲେ ଜୀବନ

ଫୁଲବାଣୀ : ରକ୍ତ ଦାନ ଜୀବନ ଦାନ । ଏଭଳି ମହତ କାମ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି କନ୍ଧମାଳ ଏସ୍‌ପି ପ୍ରତୀକ୍‌ ସିଂ । ସେ ଜଣେ ୭ ବର୍ଷର ଶିଶୁକୁ ରକ୍ତ ଆବଶ୍ୟକ ଥିବା ଖବର ପାଇଥିଲେ । ସବୁକାମକୁ ପଛରେ ପକାଇ ମାତ୍ର କିଛି ସମୟରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି…

ଏମାନେ ବି ଷ୍ଟାର…! କଣ ପାଇଁ ଆସନ୍ତୁ ଜାଣିବା

ଭୁବନେଶ୍ବର : କ୍ୟାବ୍‌ ଡ୍ରାଇଭିଂରୁ ରାଜନୀତି, ସାମୂହିକ କାର୍ଯ୍ୟରୁ ମଡେଲିଂ -ସବୁକ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରୁଛନ୍ତି ଏମାନେ। ଟ୍ରାନ୍ସଜେଣ୍ଡର ଆକ୍ଟିଭିଷ୍ଟ ଲକ୍ଷ୍ମୀନାରାୟଣ ତ୍ରିପାଠୀ ହୁଅନ୍ତୁ କି ଭାରତର ପ୍ରଥମ କିନ୍ନର ଆଇନଜୀବୀ ସତ୍ୟଶ୍ରୀ ଶର୍ମିଲା କିମ୍ବା ପ୍ରଥମ କଲେଜ…

ଜିଓ ବଢାଇଲା ଦୀପାବଳି ଅଫର ଅବଧି

ଭୁବନେଶ୍ବର : ଗ୍ରାମାଚଂଳରେ ପ୍ରବଳ ଚାହିଦା ଓ ଜିଓଫୋନ ଦୀପାବଳି ଅଫରରେ ମାତ୍ର ୬୯୯ ଟଙ୍କାରେ ଏହାର ଅତି ସୁଲଭ ତଥା ସୁବିଧା ସୁଯୋଗରେ ପରିପୂର୍ଣ୍ଣ ଜିଓଫୋନର ରେକର୍ଡ ବିକ୍ରିକୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ପକ୍ଷରୁ ଏହି ସ୍ୱତନ୍ତ୍ର ଉତ୍ସବ ଅଫରର ଅବଧି (ସମୟ)କୁ ନଭେମ୍ବର ମାସ ଶେଷ…