Odia News Portal
Yearly Archives

2019

ସାଙ୍ଗଙ୍କ ସ୍ତ୍ରୀଙ୍କୁ ଦୁଷ୍କର୍ମ କରି ଗିରଫ ହେଲା ସାଙ୍ଗ

ଭୁବନେଶ୍ବର : ସାଙ୍ଗଙ୍କ ସ୍ତ୍ରୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ସହିଦନଗର ଥାନା ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ ବାଙ୍କୀ ତୁଳସିପୁରର ମାନସ କୁମାର ସାହୁ । ସୂଚନାଯୋଗ୍ୟ ଯେ, ମାନସଙ୍କର କେଶୁରା ଗାଁର ଶ୍ରୀକ୍ଷେତ୍ରନଗରରେ ଜଣେ ସାଙ୍ଗ ରହୁଛନ୍ତି । ସେ ଅନେକ ସମୟରେ…

ଏଫଆଇଏଚ ଅଲିମ୍ପିକ କ୍ୱାଲିଫାୟର : ଆଜି ତୃତୀୟ ଓ ଚତୁର୍ଥ ମ୍ୟାଚ୍

ଭୁବନେଶ୍ୱର: ଆଜି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଏଫଆଇଏଚ ଅଲିମ୍ପିକ କ୍ୱାଲିଫାୟର ସିରିଜର ତୃତୀୟ ଓ ଚତୁର୍ଥ ମ୍ୟାଚ । ଭାରତୀୟ ମହିଳା ଓ ପୁରୁଷ ଦଳ ଆମେରିକା ଓ ଋଷିଆ ବିପକ୍ଷରେ ଖେଳିବ। ଅଧିକ ପଏଣ୍‌ଟ ହାସଲ କରିଥିବା ଟିମ୍‌ ସିଧାସଳଖ ହାତେଇବେ ୨୦୨୦ ଟୋକିଓ ଅଲିମ୍ପିକ୍ସ ଟିକେଟ୍‌।…

ମାନବୀରଙ୍କ ଗୋଲ ବଳରେ ପରାଜୟରୁ ବର୍ତ୍ତିଲା ଏଫସି ଗୋଆ

ଗୁଆହାଟୀ : ଷଷ୍ଠ ହିରୋ ଇଣ୍ଡିଆନ ସୁପର ଲିଗ ୨୦୧୯-୨୦ସିଜନର ତ୍ରୟୋଦଶ ମ୍ୟାଚ ଦୁଇ ଅପରାଜିତ ଦଳ ନର୍ଥଇଷ୍ଟ ୟୁନାଇଟେଡ଼ ଏଫସି ଏବଂ ଏଫସି ଗୋଆ ମଧ୍ୟରେ ୨-୨ ଗୋଲ ରେ ଅମିମାଂସିତ ଭାବେ ଶେଷ ହୋଇଛି । ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଆଥଲେଟିକ ଷ୍ଟାଡିଅମରେ ଆଜି ଅନୁଷ୍ଠିତ ଏହି ଉତ୍କଣ୍ଠାପୁର୍ଣ…

ତେଜପତ୍ର ଚା’ ପିଅନ୍ତୁ ଏସବୁ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଆନ୍ତୁ

ବେଳେବେଳେ ଥଣ୍ଡା ସର୍ଦ୍ଦି ଭଳି ଛୋଟ ଛୋଟ ରୋଗରେ ପଡିଲ ଆମ ରୋଷେଇ ଘରେ ଥିବା କିଛି ଜିନିଷ ବ୍ୟବହାର କରି ଆମେ ରୋଗମୁକ୍ତ ହୋଇଥାଉ। ବିଶେଷ କରି ରୋଷେଇରେ ବ୍ୟବହୃତ କିଛି ମସଲାରେ ରହିଥିବା ଔଷଧୀୟ ଗୁଣ ଆମକୁ ସୁସ୍ଥ ରଖିବାକୁ ବେଶ୍‌ ସହାୟକ ହୋଇଥାଏ। ସେଥିମଧ୍ୟରୁ ଗୋଟିଏ ହେଲା ତେଜପତ୍ର। ଏଥିରେ…

ଓଜନ କମ୍‌ କରିବାକୁ ଚାହୁଁଥିଲେ ଖାଆନ୍ତୁ କାକୁଡି

ସ୍ବାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ପାଇଁ କାକୁଡ଼ି ବହୁତ ଲାଭକାରୀ ଏଥିରେ ସନ୍ଦେହ ନାହିଁ। ଏହାର ଲାଭକାରୀ ଗୁଣ ଅନେକ କିଛି ରହିଛି । ସୁନ୍ଦର ସ୍ବାସ୍ଥ୍ୟ ଓ ଉଜ୍ଜ୍ୱଳ ତ୍ୱଚା ପାଇଁ ଏହା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଜାଣନ୍ତୁ ଏହାର ଲାଭ ବିଷୟରେ.. ଏହାର ସବୁଠାରୁ ଭଲଗୁଣ ହେଲା, ଏହା…

ଶରୀର ପାଇଁ ଖୁବ୍ ଉପକାରୀ ସିଝା କଦଳୀ

ସାଧାରଣତଃ କଦଳୀ ଏକ ସୁସ୍ବାଦୁ ଓ ସ୍ବାସ୍ଥ୍ୟ ଉପକାରୀ ଫଳ। ଏହାକୁ ଖାଇଲେ ଅନେକ ଲାଭ ମିଳିଥାଏ ବୋଲି ଆୟୁର୍ବେଦରେ ବର୍ଣ୍ଣନା କରାଯାଇଛି। ବିଶେଷ କରି ସିଝା କଳଦୀ ଓ ସିଝା କଦଳୀ ପାଣି ଶରୀରର ଅନେକ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ। ଏହାସହିତ ଶରୀରକୁ ଶକ୍ତିଶାଳୀ ମଧ୍ୟ କରିଥାଏ।…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ - ପ୍ରତ୍ୟେକ କ୍ଷେତ୍ରରେ କିଛି ନା କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବା ସୂଚନା ରହିଛି । ଛୋଟ ଘଟଣାରେ ବନ୍ଧୁ ସମ୍ପର୍କ ଫିକା ପଡ଼ିଯିବ ଏବଂ ଯାନବାହନରେ ଅସୁବିଧାର ସମ୍ମୁଖୀନ ହେବେ। ଭଲ ସମ୍ପର୍କ ନ ଥିବା ହିତଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ । ପ୍ରଶାସନ,ପ୍ରକାଶନ,…

ଜିତିଲା ମହିଳା ହକି ଟିମ୍

ଭୁବନେଶ୍ବର : ଆଜି କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମହିଳା ହକିରେ ବିଜୟ ଲାଭ କରିଛି ଭାରତ । ଆମେରିକାକୁ ୫-୧ ଗୋଲରେ ହରାଇ ବିଜୟର ମୁକୁଟ ପିନ୍ଧିଛି ଭାରତୀୟ ଦଳ । ଓଡିଆ ଝିଅ ଲିଲିମା ମିଞ୍ଜ ଦେଇଛନ୍ତି ମ୍ୟାଚର ପ୍ରଥମ ଗୋଲ୍ ...

ସ୍ୱର୍ଗଦ୍ୱାର ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ

ଭୁବନେଶ୍ବର () ପୁରୀ ସ୍ବର୍ଗଦ୍ବାରର ବିକାଶ ପାଇଁ ପ୍ରଥମ ପର୍ଯ୍ୟାୟରେ 5 କୋଟି ଟଙ୍କା ଖର୍ଚ୍ଚ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଖର୍ଚ୍ଚ ଭରଣା କରାଯିବ । ଫୋଏନିକ୍ସ ଫାଉଣ୍ଡେସନ ସହଯୋଗରେ ଏହି ବିକାଶ କାର୍ଯ୍ୟ କରାଯିବ । ଆଜି ସନ୍ଧ୍ୟାରେ ଲୋକସେବା ଭବନରେ…

ରାଜନେତ୍ରୀଙ୍କ Tik Tok ଭିଡିଓ ଭାଇରାଲ

ହରିୟାଣ() ନିର୍ବାଚନରେ ବିଜେପିରୁ ଟିକଟକ୍ ଷ୍ଟାର ସୋନାଲି ଫୋଗାଟ୍ ଆଦମପୁର ବିଧାନସଭା ଆସନରେ ନିର୍ବାଚନ ଲଢ଼ୁଥିଲେ। ଏହି ଆସନରେ କଂଗ୍ରେସରୁ କୁଲଦୀପ ବିଷ୍ଣୋଇ ନିର୍ବାଚନ ଲଢ଼ୁଥିଲେ। ସୋନାଲି ଓ କୁଲଦୀପଙ୍କ ମଧ୍ୟରେ ଜୋରଦାର ଟକ୍କର ହୋଇଥିଲା। ଶେଷରେ ବିରାଟ ଭୋଟ୍ ବ୍ୟବଧାନରେ ସୋନାଲି…