ଆଜିଠୁ ବଢିଲା ଘରୋଇ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ
ନୂଆଦିଲ୍ଲୀ : ଆଜିଠୁ ବଢିଲା ଘରୋଇ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ । ଲଗାତାର ତିନି ମାସ ହେବ ଗ୍ୟାସ୍ ସିଲିଣ୍ଡର ଦର ବଢିବାରେ ଲାଗିଛି । ଯାହାଫଳରେ ସାଧାରଣ ଜନତାଙ୍କ ଉପରେ ଏହାର ପ୍ରଭାବ ପଡିଛି । ଦେଶର ପ୍ରମୁଖ ମହାନଗରରେ ବିନା ସବସିଡି ଗ୍ୟାସ୍ ସିଲିଣ୍ଡର ପାଖାପାଖି ୭୬ଟଙ୍କା ମହଙ୍ଗା ହୋଇଛି।…
