Odia News Portal
Yearly Archives

2019

ଏଥର ସବୁଦିନ ବଦଳିବ ବେଡ୍‌ସିଟ୍‌

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ ଏଥର ସବୁଦିନ ବେଡ୍‌ସିଟ୍‌ ବଦଳ ହେଉନଥିଲେ ଧରାପଡିଯିବ । କାରଣ ଆଜିଠୁ ସବୁ ରୋଗୀଙ୍କ ପାଇଁ ସମାନ ରଙ୍ଗର ବେଡ୍‌ସିଟ୍‌ ପଡ଼ିଛି । ଆଜି ପିଙ୍କ୍‌ ରଙ୍ଗ କୋଟେଡ୍‌ ଥିବା ବେଡ୍‌ସିଟ୍‌ ପଡିଥିବା ବେଳେ ସବୁଦିନ ଏ ରଙ୍ଗ ବଦଳିବ । ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର…

ଆରମ୍ଭ ହେଲା ମୋଚିସାହି ମାର୍କେଟ ଉଛେଦ କାର୍ଯ୍ୟ

ପୁରୀ : ପୁନଃ ଆରମ୍ଭ ହୋଇଛି ଉଛେଦ । ମ୍ୟୁନିସପାଲିଟି ମାର୍କେଟ ପରେ ଏବେ ପାଳି ପଡିଛି ମହୋଦଧି ମାର୍କେଟ ର । ତେବେ ପୂର୍ବରୁ ପ୍ରଶାସନ ପକ୍ଷରୁ ସହରର ପେଣ୍ଠସ୍ଥଳ ମୋଚିସହି ଛକରେ ଥିବା ଏହି ମହୋଦଧି ମାର୍କେଟ କମ୍ପ୍ଲେକ୍ସ କୁ ଅସୁରକ୍ଷିତ ଦର୍ଶାଯାଇଥିବା ବେଳେ ଆଜି ତାହାକୁ ପୂର୍ବ ନିର୍ଦେଶ…

ମାନସିକ ଶାନ୍ତି ପାଇଁ ଗାୟତ୍ରୀ ମନ୍ତ୍ର ଜପୁଛନ୍ତି ଚଣ୍ଡାଶୋକ

ଭୁବନେଶ୍ୱର : ଚଣ୍ଡାଶୋକ ଏବେ ବୈରାଗୀ ଅବତାରରେ । କ୍ଷମତା କି ପରିବାରରେ ମନ ଲାଗୁନି । ଘରେ ବି ରହୁନାହାନ୍ତି । ମାନସିକ ଶାନ୍ତି ପାଇଁ ସବୁବେଳେ ଖଣ୍ଡଗିରି ଆଶ୍ରମରେ ଡେରା ପକାଉଛନ୍ତି । ବୈରାଗ୍ୟ ଆସିଥିବା ଦର୍ଶାଇ ଆଶ୍ରମରେ ରହିବାକୁ ବିଚାରି ଏବେ ସବୁବେଳେ ଗାୟତ୍ରୀ ମନ୍ତ୍ର ଜପ କରୁଛନ୍ତି…

କମ୍ପ୍ୟୁଟର ସାମ୍ନାରେ ଦୀର୍ଘ ସମୟ ବସି କାମ କରୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ !

ସାଧାରଣତଃ ଆଜିକାଲି ସବୁ କାମ କମ୍ପ୍ୟୁଟରରେ ହେଉଛି। ଲୋକେ ଘଣ୍ଟା ଘଣ୍ଟା କମ୍ପ୍ୟୁଟର ସମ୍ମୁଖରେ ବସି କାର୍ଯ୍ୟ କରୁଛନ୍ତି। ହେଲେ ସେମାନେ ହୁଏତ ଶରୀର ଉପରେ ପଡ଼ୁଥିବା ଏହାର କୁପ୍ରଭାବ ବିଷୟରେ ଜାଣନ୍ତି ନାହିଁ। ଏହା ଦ୍ୱାରା ଆଖି ଉପରେ ଅଧିକ ପ୍ରଭାବ ପଡ଼ିବା ସହ ସମ୍ପୂର୍ଣ୍ଣ ଶରୀର ଉପରେ…

ଜାଣନ୍ତୁ, ଔଷଧୀୟ ଗୁଣରେ ଭରପୁର ଏସବୁ ଫୁଲ

ସାଧାରଣତଃ ଫୁଲକୁ ଆମେ ପୂଜାର୍ଚ୍ଚନା କିମ୍ବା ସାଜସଜ୍ଜାରେ ବ୍ୟବହାର କରିଥାଉ। ହେଲେ ଏପରି କିଛି ଫୁଲ ଅଛି ଯାହା ଅନେକ ଔଷଧୀୟ ଗୁଣରେ ମଧ୍ୟ ଭରପୁର। ଏହାର ସଠିକ୍ ବ୍ୟବହାର ଦ୍ବାରା ଶରୀରର ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ। ତେବେ ଆସନ୍ତୁ ଜାଣିବା ସେହି ସବୁ ଔଷଧୀୟ ଗୁଣରେ ପରିପୂର୍ଣ୍ଣ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ: ଅଯଥାରେ ଆଶଙ୍କା ଅନୁଭବ କରିପାରନ୍ତି। ବନ୍ଧୁଙ୍କ ସହାୟତା ମିଳିପାରେ। ବ୍ୟବସାୟ ଲାଭଜନକ ହେବ। ସମାଜ ସେବାରେ ନିଜକୁ ନିୟୋଜିତ କରିବେ। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହୋଇପାରନ୍ତି। ପତ୍ନୀଙ୍କ ପରାମର୍ଶରେ ପରିଚାଳିତ ହେବେ। ବୃଷ: ଆଶାବାଦୀ ହୋଇପାରନ୍ତି। ଭାଇମାନଙ୍କ ପ୍ରତି ସ୍ନେହ,…

ବିଜ୍ଞାନ ଅନୁସାରେ ବିବାହ ପାଇଁ ସଠିକ୍ ବୟସ ଜାଣନ୍ତୁ …

ବିଜ୍ଞାନ ଅନୁସାରେ ବିବାହ କରିବା ପ୍ରତ୍ୟେକ ବ୍ୟକ୍ତି ପାଇଁ ଜରୁରୀ। କାରଣ ଏହା ଦ୍ବାରା ମଣିଷର ଶାରୀରିକ ଓ ମାନସିକ ସ୍ଥିତି ଭଲ ରହେ । ବିଜ୍ଞାନ ଅନୁସାରେ ଝିଅମାନେ ୨୫ରୁ ୩୦ ବର୍ଷ ମଧ୍ୟରେ ବିବାହ କରିବା ଜରୁରୀ। ଏହା ସ୍ବାସ୍ଥ୍ୟ ସହ ଆଗାମୀ ଜେନେରେଶନ ପାଇଁ ଭଲ ହୋଇଥାଏ। କାରଣ ଏହି ବୟସ…

୩ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ଭିତ୍ତିଭୂମୀ ବିକାଶ ପାଇଁ ଆର୍ଥିକ ସହାୟତା ଘୋଷଣା

ଭୁବନେଶ୍ବର () ମୋ ସରକାର ଟିମର ତୃତୀୟ ଗସ୍ତ ରିପୋର୍ଟ ଆଧାରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନୋଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ରାଉଲକେଲା ସରକାରୀ ଡାକ୍ତରଖାନାର ଭିତ୍ତିଭୂମୀ ବିକାଶ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ସୁନ୍ଦରଗଡ, କେନ୍ଦୁଝର ଓ ମୟୁରଭଂଜ ଜିଲ୍ଲା ମୁଖ୍ୟ…

ଉତ୍ସର୍ଗୀକୃତ ସେବା ପାଇଁ ଡାକ୍ତରଙ୍କୁ ୧୦ ଲକ୍ଷ ପୁରସ୍କାର

ଭୁବନେଶ୍ବର () 5-ଟି କାର୍ଯ୍ୟକ୍ରମରେ ଡାକ୍ତର ଓ ସ୍ବାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀଙ୍କ ପାଇଁ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 5-ଟି କାର୍ଯ୍ୟକ୍ରମରେ ରାଜ୍ୟ ସରକାର ଜନସାଧାରଣଙ୍କୁ କୁଣାତ୍ମକ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଉପରେ ବିଶେଷ ଗୁରୁତ୍ବ ଆରୋପ…

ଜେଲରେ ରାତି ବିତାଇଲେ କିଙ୍ଗ ଖାନ

ମୁମ୍ବାଇ ()  ଅଭିନେତା ଶାହରୁଖ ଖାନ ବଲିଉଡର କିଙ୍ଗ ଖାନ ଭାବେ ପରିଚିତ। କଠିନ ପରିଶ୍ରମ କରିବା ପରେ ସେ ବଲିଉଡରେ ସଫଳତା ହାସଲ କରିଥିଲେ। ନିକଟରେ ଏକ ଶୋ’ ରେ ଶାହରୁଖ ଖାନ ଜେଲରେ ରାତି ବିତାଇବାର ଖରାପ ଅନୁଭବ ସେୟାର କରିଥିଲେ। ଜେଲରେ ରାତି ବିତାଇଥିବା ସମୟରେ କୌଣସି ସୋସିଆଲ ମିଡିଆର…