ଇଣ୍ଡିଆନ୍ ଆଇଡଲ ଟପ୍-୧୫ରେ ଓଡ଼ିଆ ଝିଅ
ସୋନି ଟିଭିରେ ପ୍ରସାରିତ ସଙ୍ଗିତଭିତ୍ତିକ ରିଆଲିଟି ସୋ’ ଇଣ୍ଡିଆନ୍ ଆଇଡଲର ଟପ-୧୫ ପ୍ରତିଯୋଗୀଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଓଡ଼ିଆ ଝିଅ ଚେଲସୀ ବେହୁରା।
କଟକରେ ରହୁଥିବା ଚେଲସୀ ‘ଗୋଲଡେନ୍ ମାଇକ୍’ ସହ ପ୍ରତିଯୋଗିତାର ଟପ୍-୧୫ରେ ପ୍ରବେଶ କରିଛନ୍ତି। ପିଲାଟି ଦିନରୁ ସଙ୍ଗୀତ ପ୍ରତି…
