ଗୋଆ ଓ ବେଙ୍ଗାଲୁରୁ ମଧ୍ୟରେ ବୈରତାର ନବୀକରଣ ଆଜି
ଗୋଆ : ଗତ ବର୍ଷର ହିରୋ ଇଣ୍ଡିଆନ ସୁପର ଲିଗ ଚାମ୍ପିଅନ ବେଙ୍ଗାଲୁରୁ ଏଫସି ଆସନ୍ତା କାଲି ଏଫସି ଗୋଆ ସହିତ ତାର ଶତ୍ରୁତା ନବୀକରଣ କରିବା ବେଳେ ସବୁ ନଜର ସ୍ଥାନୀୟ ଜବାହାରଲାଲ ନେହରୁ ଷ୍ଟାଡିଅମରେ ଲାଖି ରହିବ । ଗତ ବର୍ଷ ଏହି ଦୁଇ ଦଳ ଲିଗ ପର୍ଯ୍ୟାୟରେ ଶ୍ରେଷ୍ଠ ବିବେଚିତ ହୋଇ ଫାଇନାଲରେ…
