Odia News Portal
Yearly Archives

2019

ରୋଗୀଙ୍କ ପାଇଁ ମାଗଣା ବସ ସେବା

ମାଲକାନଗିରି() ମାଲକାନଗିରିରେ ରୋଗୀ ମାନଙ୍କ ପାଇଁ ମାଗଣା ବସ ବ୍ୟବସ୍ଥା ଆଜି ଠାରୁ ଆରମ୍ଭ ହୋଇଛି । ଜିଲ୍ଲାପାଳ ମନିଷ ଅଗ୍ରୱାଲ ଏହି ମାଗଣା ବସ ସେବାକୁ ଉଦଘାଟନ କରିଛନ୍ତି । ଗୁରୁପି୍ରୟା ଓ ମୋଟୁ ଅଂଚଳରୁ ମାଗଣାରେ ମାଲକାନଗିରି ଜିଲ୍ଲା ହସ୍ପିଟାଲକୁ ଏହି ବସରେ ମାଗଣାରେ ନିଆଯିବାର…

ଚେକ ବୁକରେ ଥିବା MICRର ଫୁଲ ଫର୍ମ ଜାଣନ୍ତୁ

ଭୁବନେଶ୍ୱର() ବ୍ୟାଙ୍କରେ ଆକାଉଣ୍ଟରେ ଥାଇ ମଧ୍ୟ ଅଧିକାଂଶ ଲୋକେ ଚେକ ବୁକ୍ ବିଷୟରେ ଅଧିକ ଜାଣି ନଥାନ୍ତି। ହେଲେ ଚେକ୍ ଉପରେ ଲେଖାଯାଇଥିବା ସୂଚନା ବିଷୟରେ ଜାଣିବା ଜରୁରୀ। MICR କୋଡ- ଏହାର ଅର୍ଥ ହେଉଛି ମ୍ୟାଗ୍ନେଟିକ୍ ଇଙ୍କ କେରେକ୍ଟର ରେକଗନିସନ। ଏହି କୋଡ ଦ୍ବାରା ବ୍ୟାଙ୍କର ସବୁ…

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ହୃଦଘାତ

ପାନାମା ଦୁର୍ନୀତି ମାମଲାରେ ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫଙ୍କୁ ହୃଦଘାତ ହୋଇଛି। ସେ ସପ୍ତାହେ ହେବ ଲାହୋରର ଏକ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ଦୃଦଘାତର ଶିକାର ହେବା ପରେ ତାଙ୍କୁ ଏକ ଡାକ୍ତରୀ ଟିମ୍ ଚିକିତ୍ସା କରୁଛନ୍ତି। ଏବେ ତାଙ୍କ…

ବିଜେଡି ପାଇଁ ନସରପସର ଦାମ

ଭୁବନେଶ୍ୱର()   ବିଜେଡିରୁ ବହିଷ୍କୃତ ହୋଇ ବିଜେପି ଯାଇଁ ପୁଣି ସେଠାରୁ ଇସ୍ତଫା ଦେବା ପରେ ଓଡିଶା ରାଜନୀତିର ଅନ୍ୟତମ ବରିÂ ନେତା ଡାକ୍ତର ଦାମୋଦର ରାଉତ ଏବେ ପୁଣି ବିଜେଡି ଆଡକୁ ଢଳୁଥିବା ଲକ୍ଷ୍ୟ କରାଯାଉଛି । ବିଜେପୁର ନିର୍ବାଚନ ଫଳାଫଳ ପରେ ତାଙ୍କର ପ୍ରତିକି୍ରୟାରୁ ଯାହା ଜଣାପଡୁଛି ଯେ…

ଆବାସ ଯୋଜନା ପାଇଁ କଲ ସେଣ୍ଟର

ଭୁବନେଶ୍ୱର() ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନାରେ ଚାଲିଥିବା ଦୁର୍ନୀତି ଏବେ ସରାକରଙ୍କର ମୁଣ୍ଡବିନ୍ଧାର କାରଣ ହୋଇଛି । ଏହି ଦୁର୍ନୀତିକୁ ରୋକିବା ପାଇଁ ରଜ୍ୟ ସରକାର ପ୍ରତି ଜିଲ୍ଲାରେ କଲ ସେଣ୍ଟର ମାନ ଖୋଲିବା ପାଇଁ ନିଷ୍ପତି କରିଛନ୍ତି । ଏହି କଲ ସେଣ୍ଟର ତୁରନ୍ତ ଖୋଲିବା ପାଇଁ ରାଜ୍ୟ…

ଏସ.ଆର.ସି ମାଗିଲେ ଜିଲ୍ଲାପାଳଙ୍କୁ ରିପୋର୍ଟ

ଭୁବନେଶ୍ୱର()  ବର୍ଷା ଜନିତ କ୍ଷୟକ୍ଷତି ରିପୋର୍ଟ ଆସନ୍ତା ୪ ତାରିଖ ସୁଦ୍ଧା ପଠାଇବା ପାଇଁ ରାଜ୍ୟ ସ୍ପେଶାଲ ରିଲିଫ କମିଶନର ପ୍ରଦୀପ କୁମାର ଜେନା ସବୁ ଜିଲ୍ଲାପାଳ ମାନଙ୍କୁ ନିର୍ଦେଶ ଦେଇଛନ୍ତି । ଲଘୁଚାପ ଜନିତ ବର୍ଷା ଯୋଗୁଁ ରାଜ୍ୟର ବହୁ ଅଂଚଳ କ୍ଷତିଗ୍ରସ୍ଥ ହେଇଥିବା ଖବର ମିଳିଥିବା ପରେ…

ଲଘୁଚାପ ନିଷ୍କ୍ରିୟ, ଆସୁଛି ଶୀତ

ଭୁବନେଶ୍ଵର() ୨ଦିନ ଧରି ଲଗାଣ ବର୍ଷାରେ ବେହାଲ ହୋଇପଡିଥିଲେ ରାଜ୍ୟବାସୀ। ଏପରିକି ବର୍ଷା ବିତ୍ପାତ କାରଣରୁ ସ୍କୁଲ କଲେଜ ସବୁ ଛୁଟି ଘୋଷଣା କରାଯାଇଥିଲା। ତେବେ ଲଘୁଚାପ ନିଷ୍କ୍ରିୟ ହୋଇଛି। ଆଜି ଲଘୁଚାପ ନିଷ୍କ୍ରିୟ ହୋଇଛି। ଆସାମ ଯାଏଁ ଟ୍ରପ ଲାଇନ୍ ସୃଷ୍ଟି ହୋଇଛି। ଏଥିପାଇଁ ଆଜି କିଛି…

ଅଫିସ୍‍ଠୁ ୧୦୦ କିଲୋମିଟର ଦୂରରେ ଫାଇଲ୍‍

ଭୁବନେଶ୍ୱର : ସଂସ୍ଥାର ଅଧ୍ୟକ୍ଷ ହେଉଛନ୍ତି ଖୋଦ୍‍ ମୁଖ୍ୟମନ୍ତ୍ରୀ । ରାଜଧାନୀରେ ସଂସ୍ଥାର ଚକ ଚକିଆ ଅଫିସ୍‍ । ହେଲେ ଫାଇଲ୍‍ ରହୁଛି ପ୍ରାୟ ଶହେ କିଲୋମିଟର ଦୂରରେ । ଯେତେବେଳେ ଫାଇଲ୍‍ ଖୋଜା ପଡୁଛି ସେତେବେଳେ ଅଫିସର ଜଣେ ଦୁଇଜଣ କାର୍ମଚାରୀ ଗାଡିଧରି ଛୁଟୁଛନ୍ତି ଫାଇଲ୍‍ ଆଣିବାକୁ ।…

ପ୍ରଥମ ବିଜୟ ହାସଲ ଆଶାରେ ନର୍ଥଇଷ୍ଟ ୟୁନାଇଟେଡ଼ ଓ ଓଡିଶା ଏଫସି

ଗୁଆହାଟୀ : ଷଷ୍ଟ ହିରୋ ଇଣ୍ଡିଆନ ସୁପର ଲିଗରେ ନିଜ ନିଜର ପ୍ରଥମ ବିଜୟ ହାସଲ ଆଶା ନେଇ ଶନିବାର ଦିନ ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଆଥଲେଟିକ ଷ୍ଟାଡିଅମରେ ପରସ୍ପରକୁ ଭେଟିବେ ନର୍ଥଇଷ୍ଟ ୟୁନାଇଟେଡ଼ ଏଫସି ଏବଂ ଓଡିଶା ଏଫସି । ବାହାର ପଡିଆରେ ଗତ ବର୍ଷର ଚାମ୍ପିଅନ ବେଙ୍ଗାଲୁରୁ ଏଫସି ବିପକ୍ଷରେ…

ଡ଼ାଇବେଟିସ୍‌ ରୋଗୀଙ୍କ ପାଇଁ ଉପକାରୀ କଦଳୀଫୁଲ

କଦଳୀଫୁଲକୁ ଡ଼ାଇବେଟିସ୍‌ ରୋଗୀ ସିଝାଇ କିମ୍ବା କଞ୍ଚା ଖାଇବା ଉଚିତ୍‌। ଏହା ଦ୍ୱାରା ସର୍କରା ସ୍ତର କମ୍‌ ହୁଏ। ଶରୀରରେ ହିମୋଗ୍ଲୋବିନ ମାତ୍ରାକୁ ବଢ଼ାଏ କାରଣ ଏହା ଫାଇବର୍‌ ଓ ଆଇରନ୍‌ରେ ଭରପୂର। ଏଥିରେ ଆଣ୍ଟିଅକ୍ସିଡ଼ାଣ୍ଟ ଗୁଣ ଥାଏ। ଯାହା କ୍ୟାନ୍‌ସର ପରି ରୋଗର ସମସ୍ୟାରେ ମଧ୍ୟ…