ଆଇଏସଏଲ ଆବିର୍ଭାବ ମ୍ୟାଚରେ ଛାପ ଛାଡିବା ଲକ୍ଷ୍ୟରେ ହାଇଦରାବାଦ
କୋଲକାତା : ହିରୋ ଇଣ୍ଡିଆନ ସୁପର ଲିଗର ନୂତନତମ ଦଳ ହାଇଦରାବାଦ ଏଫସି ତାର ପ୍ରଥମ ମ୍ୟାଚ ଶୁକ୍ରବାର ଦିନ ଘରୋଇ ଦଳ ଏଟିକେ ଏଫସି ବିପକ୍ଷରେ ସ୍ଥାନୀୟ ବିବେକାନନ୍ଦ ଯୁବ ଭାରତୀ କ୍ରୀଡାଙ୍ଗନ ଠାରେ ଖେଳିବା ପାଇଁ ପହଂଚି ଯାଇଛି ।
ଗତ ରବିବାର ଦିନ ଆଇଏସଏଲ ଷଷ୍ଠ ସଂସ୍କରଣର ଉଦଘାଟନୀ ମ୍ୟାଚରେ…
