ଜଟଣୀ ଅଞ୍ଚଳରୁ ପୁଣି ଜବତ ହେଲା ଧଳା ଜହର
ଭୁବନେଶ୍ବର : ଜଟଣୀ ଅଞ୍ଚଳରୁ ପୁଣି ଜବତ ହେଲା ଧଳା ଜହର । ୪୦ ଗ୍ରାମ୍ ବ୍ରାଉନସୁଗାର ସହ ନଗଦ ୧ ଲକ୍ଷ ୧୦ ହଜାର ଜବତ କରିଛି ପୋଲିସ । ଏହାସହ ଗୋଟିଏ କାର୍ ଜବତ କରିଛି କମିଶନରେଟ୍ ପୋଲିସ । ଗିରଫ ଯୁବକ ରମ୍ଭାର ବଳରାମ ସାହୁ ।
ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ।…
