Odia News Portal
Yearly Archives

2019

ଚିଲିକା ଓ ଭିତରକନିକାରେ ହେବ ହାଉସ ବୋଟ୍‌ : ପର୍ଯ୍ୟଟନ ସଚିବ

ଭୁବନେଶ୍ବର :  ଚିଲିକା ଓ ଭିତରକନିକାରେ ହେବ ହାଉସ ବୋଟ୍‌। ଏନେଇ ବୋଟ କିଣାଯିବ। ଏହାସହ ସର୍ଫିଙ୍ଗ ଫେଡେରେସନ ଅଫ୍‌ ଇଣ୍ଡିଆ ସହ ଚୁକ୍ତିହେବ। ଏହି ସୂଚନା ଦେଇଛନ୍ତି ପର୍ଯ୍ୟଟନ ସଚିବ ବିଶାଲ ଦେବ। ଗୋଟିଏ ବୁଦ୍ଧିଷ୍ଟ ସରକିଟ୍‌ ଗ୍ରାଣ୍ଡ ତିଆରି ହେବ। ଡାକ ବଙ୍ଗଳା କରାଯିବା ନେଇ ମଧ୍ୟ…

ଦୀପାବଳି ପାଇଁ କମିସନରେଟ ପୋଲିସର ଆଡ଼ଭାଇଜରି

ଭୁବନେଶ୍ୱର : ଦୀପାବଳି ପାଇଁ କମିସନରେଟ ପୋଲିସ ପକ୍ଷରୁ ଆଡ଼ଭାଇଜରି ଜାରି ହୋଇଛି । ସନ୍ଧ୍ୟା ୮ଟାରୁ ରାତି ୧୦ଟା ଯାଏ ବାଣ ଫୁଟାଇହେବ । ଏହା ବ୍ୟତୀତ ଲାଇସେନ୍ସ ପ୍ରାପ୍ତ ଦେକାନୀଙ୍କଠୁ ବାଣ କିଣିବାକୁ ପରାମର୍ଶ ଦିଆଯାଇଛି । ଏହାସହ ୧୨୫ଡ଼େସିବେଲକୁ ଅଧିକ ଶଦ୍ଦ କରୁଥିବା ବାଣ ନିଷେଧ…

ସ୍ବେଚ୍ଛାକୃତ ଭାବେ ଜମି ଦେଇଥିବା ୧୧ ପରିବାରକୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶ୍ରୀମନ୍ଦିରର ସୁରକ୍ଷା ଓ ଶ୍ରୀକ୍ଷେତ୍ରର ଐତିହ୍ୟ ଜୋନ୍‌ର ବିକାଶ ପାଇଁ ସ୍ବେଚ୍ଛାକୃତ ଭାବେ ଜାଗା ଦେଇଥିବା ୧୧ଟି ପରିବାରର ସଦସ୍ୟ ମାନଙ୍କୁ ଲୋକସେବା ଭବନରେ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଉପହାର ଆକାରରେ ଶ୍ରୀ…

ମଧ୍ୟାହ୍ନ ଭୋଜନ ଖାଇଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ବର () ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ବାରଙ୍ଗ ତହସିଲ୍‌, ବାଙ୍କୀ ତହସିଲ୍‌, ମୁଣ୍ଡୁ ମୁହାଣ ନୋଡାଲ୍‌ ସ୍କୁଲ ଓ ବାଙ୍କୀସ୍ଥିତ ଆହାର କେନ୍ଦ୍ରକୁ ଅଚାନକ ପରିଦର୍ଶନ କରିଥିଲେ । ମୁଖ୍ୟମନ୍ତ୍ରୀ ସମସ୍ତ ମନ୍ତ୍ରୀମାନଙ୍କୁ ଅଚାନକ ପରିଦର୍ଶନ କରିବାକୁ…

ବଲ ବଏରୁ ଜାମସେଦପୁର ଏଫସି, ଆନିକେତଙ୍କ ସ୍ୱପ୍ନର ଯାତ୍ରା

ଭୁବନେଶ୍ବର : ଏହା ବହୁ ପୂର୍ବର କଥା ନୁହେଁ ଯେତେବେଳେ ପୁନେ ସ୍ଥିତ ଵାଲେବାଡ଼ି ଷ୍ଟାଡିଅମରେ ପ୍ରିତମ କୋଥାଲ ଓ ଲେନି ରଡରିଗସଙ୍କ ଭଳି ଖେଳାଳିଙ୍କୁ ହିରୋ ଇଣ୍ଡିଆନ ସୁପର ଲିଗର ପ୍ରଥମ ସଂସ୍କରଣରେ ପାସ ଯୋଗାଉଥିଲେ ୧୪-ବର୍ଷୀୟ ଆନିକେତ ଯାଦବ । ଛଅ ବର୍ଷ ପରେ ଜାମସେଦପୁର ଏଫସି ପକ୍ଷରୁ ନିଜର…

ଏହି ଫିଲ୍ମକୁ ଟାକ୍ସ ଫ୍ରି କଲେ ସରକାର

ମୁମ୍ବାଇ() ରିଲିଜ୍ ହେବାକୁ ଯାଉଛି ତାପସୀ ପନ୍ନୁ ଓ ଭୂମି ପେଡନାକରଙ୍କ ଫିଲ୍ମ ‘ଷାଣ୍ଢ କି ଆଖ୍’। ଏହି ଫିଲ୍ମଟି ଦେଶର ସବୁଠୁ ବୟସ୍କ ସାର୍ପ ଶୁଟର୍ ଚନ୍ଦ୍ରୋ ତୋମାର ଓ ପ୍ରକାଶୀ ତୋମାରଙ୍କ ଜୀବନ ଉପରେ ଆଧାରିତ। ମିହଳା ସଶକ୍ତିକରଣ ଓ କ୍ରୀଡ଼ା ପ୍ରୋତ୍ସାହନ ଉପରେ ନିର୍ମିତ ଏହି ଫିଲ୍ମଟିକୁ…

ଡିଏସ କୁଟ୍ଟେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ

ଭୁବନେଶ୍ୱର() ମୁଖ୍ୟମନ୍ତ୍ରୀଙ୍କ ଅଫିସର ଅନ ସ୍ପେଶାଲ ଡି୍ୟଟି(ଓଏସଡି) ଥିବା ବରÂ ଆଇପିଏସ ଅଫିସର ଡିଏସ କୁଟ୍ଟେ ସ୍ୱତନ୍ତ୍ର ସଚିବ ପାହ୍ୟାକୁ ପଦୋନ୍ନତି ପାଇଛନ୍ତି । ସେ ଏଣିକି ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ତୁଲାଇବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି…

ଏହି ଅଭିନେତ୍ରୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାକ ହୋଇ ପ୍ରାଇଭେଟ ଫଟୋ ହେଲା ଭାଇରାଲ

ମୁମ୍ବାଇ () ଅଭିନେତ୍ରୀ ଡେମି ଲୋବେଟାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାକ ହୋଇଛି । ହ୍ୟାକ କରିବା ପରେ ହ୍ୟାକର୍ସ ତାଙ୍କର କିଛି ନ୍ୟୁଡ ଫଟୋ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଦ ବ୍ଲାଷ୍ଟ ମାଗାଜିନ ଅନୁସାରେ ନିକଟେରେ ସାଇବର ଟ୍ରୋଲ୍ସ ଡେମିଙ୍କ ସ୍ନାପଚାଟ୍ ହ୍ୟାକ୍ କରିଥିଲେ। ଏହା ପରେ…

ଓଡ଼ିଶାକୁ ଭାରତୀୟ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ଏକ ପ୍ରମୁଖ ସ୍ଥାନ ଭାବେ ପରିଗଣିତ ପାଇଁ ଲକ୍ଷ୍ୟ

ଭୁବନେଶ୍ଵର () ଆସନ୍ତା ବର୍ଷ ବେଳକୁ ଭାରତର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଯୁକ୍ତରାଷ୍ଟ୍ର ଆମେରିକା ସହ ସମକକ୍ଷ ହେବାକୁ ଯାଉଛି। ଯାହାର ବ୍ୟବସାୟିକ ଆକାର ପାଖାପାଖି ୫୩୦ ବିଲିୟନ୍ ଡଲାର ଅର୍ଥାତ ପ୍ରାୟ ୩୭୫୮ କୋଟି ଟଙ୍କାରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାକୁ…

କାମେଶ୍ବରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ବର () ନିଜେ ଆର୍ଥିକ ଅନାଟନରୁ ପାଠ ପଢିପାରିନଥିଲେ । ଏବେ କିନ୍ତୁ ସେ ଚାହୁଁନାହାଁନ୍ତି, ତାଙ୍କ ଭଳି କିଛି ଦରିଦ୍ର ଓ ପଛୁଆ ଶ୍ରେଣୀର ପିଲା ଅର୍ଥାଭାବରୁ ପାଠପଢାରୁ ଦୂରେଇ ରୁହନ୍ତୁ । ଏଭଳି ଜଣେ ବ୍ୟକ୍ତି ହେଉଛନ୍ତି ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଲା କାଶିପୁର ବ୍ଲକର କାମେଶ୍ବର…