ଧର୍ମଗଡ଼ରେ ଯୁବତୀଙ୍କ ସହ ଦୁଷ୍କର୍ମ ଅଭିଯୋଗ
ଧର୍ମଗଡ଼ : ପୁଣି ଥରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ ଯୁବତୀଙ୍କ ସହ ଦୁଷ୍କର୍ମ ଅଭିଯୋଗ ହୋଇଛି। ଲିଫ୍ଟ ଦେବା ବାହାନାରେ କାର୍ ଭିତରେ ଯୁବତୀଙ୍କ ସହ ଦୁଷ୍କର୍ମ ହୋଇଥିବା ନେଇ ଥାନାରେ ଏତଲା ଦିଆଯାଇଛି। ଏହାପରେ ଅଭିଯୁକ୍ତଙ୍କୁ ଉଠାଇ ନେଇଛି ପୋଲିସ୍ । ଯୁବତୀ ଜଣକ କହିଛନ୍ତି ଯେ, ସେ…
